Latest Odisha News

BREAKING NEWS

Browsing Category

ସହର

City

ପୌର ନିର୍ବାଚନ: ୨୨ରୁ ୨୪ ବନ୍ଦ ରହିବ  ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୩ ପରୀକ୍ଷା ବନ୍ଦ ରହିବ।  ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବନ୍ଦ ରହିବ।  ଏ ନେଇ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।  ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ପରେ…

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ…

[ଦେଖନ୍ତୁ ଭିଡିଓ] କାର୍ଡ଼ବୋଡ କ୍ରାଫ୍ଟରେ ଚିତ୍ରଶିଳ୍ପୀଙ୍କ ମହିଳା ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ମହିଳା ଦିବସ ଅବସରରେ ବିଭିନ୍ନ ସ୍ଥାନରେ ମହିଳାଙ୍କୁ ସମ୍ମାନୀତ କରାଯାଉଛି। ସେହିଭଳି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଏକ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ଏକ ବଡ଼ ୧୦.୫ଫୁଟ ଲମ୍ବା ଇଅର ରିଙ୍ଗ ତିଆରି କରିଛନ୍ତି । ସେଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ଲତା…

ଆଜି ପୁଣି ଶ୍ରୀମନ୍ଦିରରେ ମହାସ୍ନାନ , ନୀତିକାନ୍ତି ବିଳମ୍ବ

ପୁରୀ : ଆଜି ଶ୍ରୀମନ୍ଦିରରେ ପୁଣି ମହାସ୍ନାନ । ବନ୍ଦ ରହିଛି ଦର୍ଶନ । ପୁଣି ଆଜି ପୁରୀ ଶ୍ରୀମନ୍ଦିର ଭିତର କାଠ ନିଟକରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରଖାଯାଇଛି । ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି…

[ଦେଖନ୍ତୁ ଭିଡିଓ] ସଙ୍କଟରେ ଗଜରାଜ: ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ

ଅନୁଗୁଳ : ସଙ୍କଟରେ ଗଜରାଜ। ପ୍ରତିଦିନ କେଉଁଠି ନା କେଉଁଠି ହାତୀ ମୃତ୍ୟୁ ହେଉଛି । ଏମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଉଛି। ହେଲେ ଏବେ ବି ସଙ୍କଟରେ ଏହି ହାତୀ ବଂଶ । କେଉଁଠାରେ ବିଦ୍ୟୁତ ଆଘାତରେ ତ ଆଉ କେଉଁଠି ଶକାରୀର ଶିକାର ହେଉଛି ଏହି ହାତୀ। ଖାଲି ସେତିକି…

ମାର୍ଚ୍ଚ ୨୫ରୁ ୩୧ ଯାଏଁ ବଜେଟ ଅଧିବେଶନ

ଭୁବନେଶ୍ୱର: ଖୁବଶୀଘ୍ର ବସିବ ବିଧାନସଭାର ବଜେଟ ଅଧିବେଶନ ।  ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବ । ୨୫ରୁ ୩୧ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ଦେବେ । ପରେ ମାର୍ଚ୍ଚ ୩୦ ତାରିଖରେ ୨୦୨୨- ୨୩ ପାଇଁ କାମଚଳା…

ଲିଙ୍ଗରାଜଙ୍କ ଦର୍ଶନ କରି ପ୍ରଚାର ମଇଦାନକୁ ଓହ୍ଲାଇଲେ ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ରଣନୀତି । କାଲି ନାମାଙ୍କନ ଦାଖଲ ସରିଥିବା ବେଳେ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡିର ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଆଜି ପ୍ରଥମେ ସୁଲୋଚନା ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରି ପ୍ରଚାର ଆରମ୍ଭ…

ପ୍ରତିବାଦ କରିବା ମହଙ୍ଗା ପଡିଲା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡା : ଲୁହାଛଡ଼ରେ ପିଟିପିଟି ମାରିଦେଲେ ଦୁବୃର୍ତ୍ତ । କେନ୍ଦ୍ରାପଡା ଜିଲ୍ଲା ରାଜ ନଗର ଚନ୍ଦ୍ରଶେଖର ପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି ।ମୃତକ ଜଣକ ହେଉଛନ୍ତି ବିଚିତ୍ରା ନନ୍ଦ ବିଶ୍ୱାଳ । ପ୍ରେମ ବ୍ୟାପାରକୁ ନେଇ ଏପରି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି…

ଅନ୍ତର୍ଜାତୀୟ ମହିଳା ଦିବସ : ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟରେ କହିଛନ୍ତି ନାରୀ ସଶକ୍ତି କରିଣ ପାଇଁ ଓଡିଶା ସବୁବେଳେ ପଦକ୍ଷେପ ନେଇଛି । ବିଭିନ୍ନ ଦିଗରେ ମହିଳାଙ୍କ…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…