Latest Odisha News

BREAKING NEWS

Browsing Category

ସହର

City

ପୌର ନିର୍ବାଚନ : ୧୦୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ,୧୪ରେ ନାମାଙ୍କନ ପ୍ରତ୍ୟାହାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବା ବେଳେ । ନିର୍ବାଚନ ଦୌଡରୁ ୧୦୦ ଜଣ ପ୍ରାର୍ଥୀ ବାଦ୍ ପଡିଛନ୍ତି । ମେୟର ପୌର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିଥିବା ୨୨ ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଛି । ଅନ୍ୟପଟେ ୭୮ ଜଣ କର୍ପୋରେଟରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।…

ଛତ୍ରବଜାର ବ୍ରିଜ୍ ଭୁଷୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଛତ୍ରବଜାର ପରିବା ମାର୍କେଟ୍ ନିକଟରେ ବ୍ରିଜ୍ ଭୁଷୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଷୁଡ଼ିବା  ଯୋଗୁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି…

ନଡ୍ଡାଙ୍କ ସାମ୍ନାରେ ରାଜ୍ୟ ବିଜେପିର ଗୁମର ଖୋଲିଲେ ପ୍ରଭାରୀ ପୂରନ୍ଦେଶ୍ୱରୀ !

ଭୁବନେଶ୍ୱର: ରାଜ୍ୟ ବିଜେପିର ପଞ୍ଚାୟତ ପ୍ରଦର୍ଶନକୁ ନେଇ ବିଜେପି ସଭାପତି ଜେପି ନଡ୍ଡା ବୈଠକ କରିଛନ୍ତି । ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତିନି ସାଧାରଣ ସମ୍ପାଦକଙ୍କୁ ନେଇ ଶନିବାର ଦିଲ୍ଲୀରେ ବୈଠକ ବସିଥିଲା ବୋଲି ସୂଚନା ମିଳିଛିା ଏହି ବୈଠକରେ…

ଭୁବନେଶ୍ୱର ମେୟର ନିର୍ବାଚନ: ବିଜେଡିର କ୍ଲିନ୍ ସୁଇପକୁ ରୋକିବେ କି ବିଜେପିର ତିନି ତୁଙ୍ଗ ନେତା ?

ଭୁବନେଶ୍ୱର: ପଂଚାୟତ ନିର୍ବାଚନର ଫଳାଫଳ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ଯେମିତି ନପଡିବ ସେ ନେଇ ଅଣ୍ଟା ଭିଡିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବେ ପ୍ରଚାର ମୈଦାନକୁ…

ଠିକାଦାରଙ୍କୁ ଦଣ୍ଡିତ କରିବା ବଦଳରେ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ସରକାର: ବିରୋଧୀ

ଭୁବନେଶ୍ୱର: ନୂଆ ପିଚୁ ପଡିଥିବା ରାସ୍ତାକୁ ମାସକ ଭିତରେ ଯିଏ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ଏଭଳି ଚେତାବନୀ ଦେବା ପରେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଲୋକେ ରାସ୍ତା…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।…

ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ଜଙ୍ଗଲ ଜୀବ

କେନ୍ଦୁଝର : ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି ।। କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟ୍ଟାପନ୍ନ ହୋଇପଡିଛି । ଜଙ୍ଗଲ…

ଋଷ ସହ ଯୁଦ୍ଧ ଭିତରେ ସ୍ୱର ବଦଳାଇଲେ ୟୁକ୍ରେନ ରାଷ୍ଟ୍ରପତି

ଭୁବନେଶ୍ୱର: ୠଷ-ୟୁକ୍ରେନ ଯୁଦ୍ଧର ୧୩ ଦିନ ପରେ ବଦଳିଛି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର । କହିଛନ୍ତି, ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ…

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୧୬ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ ଚାଲିଛି । ଯାଞ୍ଚ ବେଳେ ଘରୁ ମିଳିଲା ୧୬ଲକ୍ଷ ୭୦ ହଜାର ଟଙ୍କା । ବିଡ଼ା ବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟ…

ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୌଣସି ରାସ୍ତାରେ ପିଚୁ ପଡୁଥିଲେ ମାସକ ମଧ୍ୟରେ କେହି ତାକୁ ଉଠାଇବାକୁ ପ୍ରୟାସ କରିପାରିବେନି । ଏପରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଏକ ଚେତାବନୀ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ମଙ୍ଗଳବାର ପ୍ରେସ ରିଲିଜ…