Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ପ୍ରଚାର ସମୟରେ କରୋନା କଟକଣା ଉଲ୍ଲଙ୍ଘନ କଲା ବିଜେଡି , ଅଭିଯୋଗ ଆଣିଲା ବିଜେପି

ପିପିଲି : ପଞ୍ଚାୟତ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବା ବେଳେ । ଶାସକ ବଜେଡି ଦଳ ପିପିଲିରେ ମାରାଥନ ପ୍ରଚାର ଜାରି ରଖିଛି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ରୁଦ୍ର ଲପ୍ରତାପ ମହାର୍ଥୀ ୨୩ ନମ୍ବର ଓ ୨୪ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି…

ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଓୟୁଏଟି ପ୍ରଫେସରଙ୍କ ସନ୍ଦେହଜନକ ମୃତ୍ୟୁ । ଷ୍ଟାଫ୍ କ୍ୱାର୍ଟର୍ସ ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାସନ୍ତୀ ଜେନା । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ଅଧିକ ଖୋଳତାଡ କରୁଛି ଖଣ୍ଡଗିରି ଥାନା ପୋଲିସ ।…

SAIL ର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ

ଭୁବନେଶ୍ୱର: ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ର କାର୍ଯ୍ୟନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଇସ୍ପାତ ମନ୍ତ୍ରଣାଳୟର ଏକ ସରକାରୀ ଆଦେଶ ଅନୁଯାୟୀ, ଭୌମିକ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଡିସେମ୍ବର…

ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହେଲେ ୩୨୭୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ କରୋନା ଗ୍ରାଫ କମିବାରେ ଲାଗିଛି । ଆଜି ରାଜ୍ୟରେ ସଂକ୍ରମିତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ରାଜ୍ୟରେ ଆଜି ୩୨୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୧ ଜଣ ଅଛନ୍ତି । ରାଜ୍ୟରେ…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ହେଲେ ନୂଆ ୩ ବିଚାରପତି

ଭୁବନେଶ୍ୱର: ଆଜି ଓଡ଼ିଶା ହାଇକୋର୍ଟରେ ଆଉ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ଏହି ନୂଆ ୩ଜଣ ବିଚାରପତିଙ୍କୁ ମିଶାଇ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ସମ୍ବିଧାନର ଧାରା…

୧୪ରୁ ନୁହେଁ ୨୮ରୁ ସ୍କୁଲ୍ ଆସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ବଦଳିଲା ନିଷ୍ପତ୍ତି । ଫେବ୍ରୁଆରୀ ୧୪ରେ ଖୋଲିବନି ସ୍କୁଲ । ୨୮ରୁ ସ୍କୁଲ ଆସିବେ କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ୨ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଛି । ଆବର୍ଜନା ସଫା କରିବା ସମୟ…

ନିଯୁକ୍ତି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଜୟପୁର : ଜୟପୁରରେ ମାତିଛନ୍ତି ଠକ ଗ୍ୟାଙ୍ଗ ।୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।ଅଭିଯୁକ୍ତ ସୁବାଷ ଚନ୍ଦ୍ର ଚୈଧୁରୀ ୧୦୦ ଜଣ ଲୋକଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକିନେଇଥିବା ତା ନାଁରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ”ଅଗର କଂଗ୍ରେସ ନା ହୋତି”କୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ‘କଂଗ୍ରେସ ନା ହୋତି’ କୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି । ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଗର କଂଗ୍ରେସ…

ଦୁର୍ଦ୍ଦାନ୍ତ ଅପରାଧି ମୁନୁକୁ ଗିରଫ କଲା ଏସଟିଏଫ୍ , ୮ବର୍ଷ ହେଲା ଲୁଚିଥିଲା ମୁନୁ

ଭୁବନେଶ୍ୱର :ଏସଟିଏଫ୍ ହାତରେ ଦୁର୍ଦ୍ଦାନ୍ତ ଅପରାଧୀ । ଦୁର୍ଦ୍ଦାନ୍ତ ଅପରାଧି କିଶୋର କୁମାର ମହାରଣା ଓରଫ ମୁନୁକୁ ଗିରଫ କଲା ଏସଟିଏଫ୍ ଟିମ୍ । କଟକ ସଦର ଅଞ୍ଚଳ ରେଡ ବେଳେ ଦୁର୍ଦ୍ଦାନ୍ତ ଅପରାଧି ମୁନୁ ଧରାପଡିଛି । ଏସଟିଏଫ୍ ଟିମ୍ ମୁନୁଠାରୁ ଗୋଟିଏ ୯ ଏମଏମର ପିସ୍ତଲ ସହ ୫ ରାଉଣ୍ଡ ଗୁଳି ଓ…

[ଭିଡିଓ] ନିର୍ବାଚନୀ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ

ଯାଜପୁର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚାରିଆଡେ ଜମୁଛି ପ୍ରଚାର । ହେଲେ ପ୍ରଚାର ସଭାରେ ଶିକ୍ଷକ ବସିଥିବା ଅଭିଯୋଗ ହୋଇଛି । ଯାହାକି ନିର୍ବାଚନ କମିଶନ ଗାଇଡଲାଇନର ସିଧାସଳଖ ଉଲ୍ଲଙ୍ଘନ । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନରୁ ଏପରି ଅଭିଯୋଗ ଆସିଛି ।…