Latest Odisha News

BREAKING NEWS

Browsing Category

ସହର

City

ପୌର ନିର୍ବାଚରେ ବ୍ୟବହାର ହେବ ଇଭିଏମ୍

ଭୁବନେଶ୍ୱର: ଚଳିତ ଥର ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବ୍ୟବହୃତ ହେବ । ଏନେଇ ଆଜି ରାଜ୍ୟ ନିର୍ବାଚନ କିଶନର ଆଦିତ୍ୟ ପ୍ରସାଦ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି । କମିଶନରଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୁଥରେ ୨ଟି ଇଭିଏମ୍ ମେସିନ ରହିବ । ଗୋଯିଏ ଇଭିଏମରେ…

ଆଜି ଟେଡ୍ଡି ଡେ’ : ଟେଡ୍ଡି ଦେଇ ସାଥୀଙ୍କୁ କୁହନ୍ତୁ ନିଜ ମନର କଥା

ଭୁବନେଶ୍ୱର : ପ୍ରେମୀ ଯୁଗଳଙ୍କ ପାଇଁ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ଉଇକ୍ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଆଜି ହେଉଛି ଟେଡ୍ଡି ଡେ’ । ପ୍ରତ୍ୟେକ ପ୍ରେମୀ ଯୁଗଳ ବା ପରପ୍ପର ପରସ୍ପରକୁ ଭଲ ପାଉଥିବା ମଣିଷ ଆଜି ଟେଡ୍ଡି ଦିଆନିଆ ହୋଇଥାନ୍ତି ।ପ୍ରେମ ମଜବୁତ କରିବା ପାଇଂ ଟେଡ୍ଡି…

ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଏହି ବୈଠକରେ ବିଜେପି ବିଜେଡି ଓ କଂଗ୍ରେସ ସର୍ବଦଳ ଯୋଗଦେଇଥିଲେ । ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଓ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା ।ବୈଠକରେ ବିଜେଡି ପକ୍ଷରୁ ସୁଲତା ଦେଓ…

ସାଇକେଲରେ ବୁଲିବୁଲି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ପୁରୀ : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି । ରାଜନୈତିକ ଉଷ୍ମତା ସେତିକି ବଢୁଛି । ନିଆରା ଢଙ୍ଗରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ସତ୍ୟବାଦୀ ବ୍ଲକ ପେଣ୍ଠପଡା ପଞ୍ଚ।ୟତରେ ଉଚ୍ଚ ଶିକ୍ଷିତ ଯୁବ ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ସାଇକେଲରେ…

ବିଜେଡି ନେତାଙ୍କ ଅଶୋଭନୀୟ ଆଚରଣ ସହ ମୋଦିଙ୍କ କଂଗ୍ରେସ ପ୍ରତି ବିବାଦୀୟ ଟିପ୍ପଣୀକୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର : ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ଦେଇଥିବା ଟିପ୍ପଣୀ ଉପରେ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ । ଆଦିବାସୀ ଅଧୂସିତ ଜିଲ୍ଲା କୋରାପୁଟ ଜିଲ୍ଲାର ଜୟପୁର ଠାରେ ବିଜେଡି ଦଳର ନିର୍ବାଚନୀ ପ୍ରଚାରରେ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରସଙ୍ଗ…

ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ । ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ…

[ଭିଡିଓ] ଅଜବ ଗଜବ, ଛେଳିକୁ ପସନ୍ଦ ଧୂପ ବାସ୍ନା

ନେପାଳ: ଆମ ସମାଜରେ କିଛି ଅଜବ ଦୃଶ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ । ଏଇ ଦେଖୁ ନାହାନ୍ତି ଛେଳିଟି ମନ୍ଦିର ପାଖରେ ଠିଆ ହୋଇ ଧୂପବାସ୍ନା ନେବା ସହ ଧୂପ ଧୂଆଁକୁ ପାଟିରେ ପୁରାଇ ଛାଡୁଛି ।ଏପରି ଦୃଶ୍ୟ ନେପାଳର ଏକ ମନ୍ଦିର ପରିସରରେ ଦେଖିବାକୁ ମିଳିିଛି ।…

ପରଲୋକରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଦନ ମୋହନ ମହାନ୍ତି

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୂର୍ବତନ ଓଡିଶା କ୍ରକେଟର ମଦନ ମୋହନ ମହାନ୍ତି ଆଉ ନାହାନ୍ତି । ବୁଧବାର ତାଙ୍କର  ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଯାଇଛି ।ତାଙ୍କ ପତ୍ନୀ…

୧୦ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ସୋରରେ ମାତିଛନ୍ତି ଲୁଟେରା । ଘରେ କେହି ନଥିବା ବେଳେ ୧୦ ଲକ୍ଷ ଟଙ୍କାର ସୁନା ରୂପା ଗହଣା ସହ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଇଟୁଆ ଗାଁର ଓସିଏଲର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ମହାନ୍ତିଙ୍କ ଘରୁ ଲୁଟ ହୋଇଛି ।…

+୨ ପରୀକ୍ଷା ବାତିଲ ଦାବି: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । +୨ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ଗାଡ଼ି ମୋଟର ଅଟକି ଯାଇ ଟ୍ରାଫିକ୍ ଜାମ୍ ହୋଇଥିବା…