Latest Odisha News

BREAKING NEWS

Browsing Category

ସହର

City

ନନ୍ଦନକାନନ: ବାଘ ଶାବକ ବଂଶୀର ମୃତ୍ୟୁ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ୧୦ ମାସ ଅଣ୍ଡିରା ବାଘ ଶାବକର ମୃତ୍ୟୁ ହୋଇଛି । ଏହା ଧଳା ବାଘୁଣୀ ‘ବିଜୟା’ର ଶାବକ ବୋଲି ଜଣାପଡ଼ିଛି । ଗତ ୧୦ ଦିନ ହେଲା ବାଘ ସଫାରୀରେ ବିଜୟା ସହ ତା’ର ୩ ଶାବକଙ୍କୁ ଛଡ଼ାଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକଙ୍କ ସହ ମା’ ଫିଡିଂ ଚାମ୍ବରକୁ…

ଫାଙ୍କା ଗୁଳି ଚାଳନା କରି ୫ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ଖୋର୍ଦ୍ଧା : ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟ୍ । ଖୋର୍ଦ୍ଧା ବାଘମାରି ବାମଡିହ ଛକରେ ଫାଙ୍କା ଗୁଳି ଚଳାଇ ବ୍ୟକ୍ତିଙ୍କ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇଛନ୍ତି ଲୁଟେରା । ଖୋର୍ଦ୍ଧା ମର୍ଡନ ଫଟିଲାଇଜରର ଦୁଇ ଜଣ କର୍ମଚାରୀ ନୟାଗଡ ଅଞ୍ଚଳରୁ ଟଙ୍କା ନେଇ ଆସୁଥିବା ବେଳେ ଏପରି ଅଘଟଣ ଘଟିଛି…

ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି । ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି…

ସୁମିତ ତପସ୍ୱିନୀ ବିବାଦ ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ତପସ୍ୱିନୀଙ୍କୁ ସୁମିତ ପ୍ରତି ମାସରେ ଦେବେ ୧୭ ହଜାର ଟଙ୍କା

କଟକ : ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛିା ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପ୍ରତିମାସ ୧୦ ତାରିଖରେ ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ଦେବେ । ଫେବୃଆରୀ ୧୫ରେ ମାମଲାରେ ପରବର୍ତ୍ତୀ ଶୁଣାଣି ହେବ…

୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା ।  ରାଜ୍ୟରେ ୧୦୭ ଟି ଏନଏସି ଓ ମ୍ୟୁନିସପାଲଟି ପାଇଁ ୧୭୫୬ ଟି କାଉନସିଲର ପଦବୀ ରହିଛି । ସେଥିରୁ ୧୨୨ ଟି ଅନୁସୂଚିତ ଜାତି ପାଇଁ ରିଜର୍ଭ ରହିଥିବା ବେଳେ । ୧୭୧ଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ରହିଛିା ୪୯…

[ଭିଡ଼ିଓ] ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ

ପୁରୀ: ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ  ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି…

ଗ୍ରହ ଶାନ୍ତି ପୂଜା କରିବା ଆଳରେ ଘରୁ ଲୁଟିନେଲେ ସୁନା, ୨ ଗିରଫ

ମାଲକାନଗିରି : ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ଘରୁ ସୁନା ଚୋରି । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଚୋରୀ କରିଥିବା ଦୁଇଜଣ ଚୋରଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର…

ପରଲୋକରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି

ଭୁବନେଶ୍ୱର : ପରଲୋକରେ କେନ୍ଦ୍ର ସାହିତ୍ୟ  ଏକାଡେମି ପୁରସ୍କାର ପ୍ରାପ୍ତି କବି ପ୍ରମୋଦ କୁମାର ମହାନ୍ତି । ୮୨ ବର୍ଷ ବୟସରେ ତାଙ୍କର ବିୟୋଗ ଘଟିଛି । ୨୦୦୮ ମସିହାରେ 'ଅସରନ୍ତି ଅଣସର' ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହି କବିତା ପରବର୍ତ୍ତୀ ସମୟରେ…

ଆଜି ପୁରୀରେ ପହଞ୍ଚିବ ରଥ କାଠ

ନୟାଗଡ଼: ରଥଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ରଥ କାଠ । ନୟାଗଡ଼ରୁ ପ୍ରଥମ ରଥ କାଠ ପରିବହନର ଶୁଭାରମ୍ଭ କରାଯାଇଛି । ବନଖଣ୍ଡ ପକ୍ଷରୁ ପୂଜାର୍ଚ୍ଚନା ପରେ ପରିବହନ ଅନୁକୂଳ ହୋଇଛି । ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଛି ଦୁଇ ଟ୍ରିପ୍‌ କାଠ । ପରମ୍ପରା ଅନୁସାରେ, ଆସନ୍ତା…

ରାଜଧାନୀରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ୩୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍‌ ରଖିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ଏକ ଓମଫେଡ୍‌ ବୁଥ୍‌କୁ ଚା’ ପିଇବାକୁ ଯାଇଥିବାବେଳେ ତାଙ୍କୁ ଅପହରଣ କରିନେଇଥିଲେ…