Latest Odisha News

BREAKING NEWS

Browsing Category

ସହର

City

କରୋନା ସଂକଟ ସମୟରେ ନୂଆ ଆଶାର ସଂଚାର ଆତ୍ମନିର୍ଭର ଅର୍ଥ ବ୍ୟବସ୍ଥା: ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱାଧିନତାର ୭୫ବର୍ଷ ପୂରଣ ହୋଇଛି ।‘ଅମୃତ ମହୋତ୍ସବ’ ଦେଶ ପାଳନ କରିବା ଅବସରରେ ଅମୃତ କାଳର ଆଗାମୀ ଭାରତବର୍ଷକୁ ଆଜିର କେନ୍ଦ୍ର ବଜେଟ୍ ନିଶ୍ଚିତ ସୁଦୃଢ କରିବ । ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ହିତକୁ ଦୃଷ୍ଟିରେ ରଖି ମୋଦି ସରକାର ଆଜି ବଜେଟ ଉପସ୍ଥାପନ କରିଛନ୍ତି ।…

ଦେଶର ଅର୍ଥନୀତିରେ ବଡ଼ ପ୍ରଭାବ ଆଣିବ ବଜେଟ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଳେ ରେଲୱେ ଏକ ସାଗର । ବାର୍ଷିକ ୮୫୦ କୋଟି ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । ଦେଶର ଅର୍ଥନୀତିରେ ବଡ ପ୍ରଭାବ ଆଣିବ ବଜେଟ। ବନ୍ଦେ ଭାରତ…

ଫେବ୍ରୁଆରୀରେ ରିଲିଜ ହେବ ଆକାଶଙ୍କ ଅଭିନୀତ ଚଳଚ୍ଚିତ୍ର ‘କୁରୁକ୍ଷେତ୍ର’

ଭୁବନେଶ୍ୱର : ଓଲିଉଡ ଅଭିନେତା ଆକାଶ ଦାସ ନାୟକଙ୍କ ଆଗାମୀ ଚଳଚ୍ଚିତ୍ର 'କୁରୁକ୍ଷେତ୍ର' ଫେବୃଆରୀରେ ମୁକ୍ତିଲ।ଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ଆକାଶଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଓଲିଉଡ୍ ଅଭିନେତ୍ରୀ ତମନ୍ନା ।ଯଦିଓ ଫିଲ୍ମର ରିଲିଜ ଡେଟ ଘୋଷଣା ହୋଇନାହିଁ । ଫିଲ୍ମଟି ଜି ସାର୍ଥର…

ବଜେଟରେ ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଫୋକସରୁ ଲାଭ ମିଳିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିତ୍ତିଭୂମି ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଫୋକସରୁ ଲାଭ ମିଳିବ ବୋଲି ସେ କହିଛନ୍ତି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟକ୍ଷେତ୍ରରେ ଟେକ୍ନୋଲୋଜି ପ୍ରୟୋଗକୁ ଏବଂ ଜଳଜୀବନ ମିଶନକୁ ସେ ସ୍ୱାଗତ…

କଲେଜ ଓ ୟୁନିଭର୍ସିଟିରେ ଅନଲାଇନରେ ହେବ କ୍ଲାସ

ଭୁବନେଶ୍ୱର: କଲେଜ, ୟୁନିଭର୍ସିଟିକୁ ସମସ୍ତ ଉଚ୍ଚ ଶିକ୍ଷା ଅଧିନସ୍ଥ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ କଲେଜ ଓ ୟୁନିଭର୍ସିଟିରେ ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନୋଟିସ ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । କରୋନା…

ବଜେଟରେ ଶିକ୍ଷା କ୍ଷେତ୍ରରେ ୧ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି : ଧର୍ମେନ୍ଦ୍ର…

ନୂଆଦିଲ୍ଲୀ :ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଚଳିତ ଥର ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ଗରୁତ୍ୱ ଦିଆ ଯାଉଥିବାରୁ ଶିକ୍ଷା ବିଭାଗ ପ୍ରଥମ ଥର ପାଇଁ…

ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ,କର୍ପୋରେଟ କମ୍ପାନୀ ଲାଭବାନ ହେବେ :ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କୋନୁନଗୋ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ ପାଇଁ କିଛି ନାହିାଁ…

୨୦୨୨-୨୩ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା

ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଶିଳ୍ପୀ ସାହୁ । । ଚଳିତ ଥର ବଜେଟରୁ ସ୍ପଷ୍ଟ ହୋଇଛି ଯେ ନିକଟ ଭବିଷ୍ୟତରେ ଭାରତ ଡିଜିଟାଲ…

ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ , ୨୮ଟି ଟିମ ନିୟୋଜିତ

ବ୍ରହ୍ମଗିରି : ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ । ବ୍ରହ୍ମଗିରି ଚିଲିକାରେ ଫ୍ଲୋର ଫୌନା ସର୍ଭେ ଆରମ୍ଭ ହୋଇଛି । ଚିଲ୍ଲିକା ଉନ୍ନୟନ କର୍ତ୍ତୁ ପକ୍ଷଙ୍କ ଦ୍ୱାରା ଏହି ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ସକାଳ ୬ଟାରୁ ଆରମ୍ଭ କରାଯାଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ବାର୍ଷିକ…

କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନ ଜନୀତ ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଦିନକୁ ଦିନ ସଂକ୍ରମଣ ହାର କମୁଛି ।ଆଉ କିଛି ଦିନ ଭିତରେ ଆମେ ପୂର୍ବ ସ୍ଥିତିକୁ ଫେରିପାଇବା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ସମସ୍ତେ ସଚେତନ ରହନ୍ତୁ ।…