Latest Odisha News

BREAKING NEWS

Browsing Category

ସହର

City

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ…

ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ଏତଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଖରାପ ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି…

ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା: ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନୁଟମାଲ ଗ୍ରାମର ଚନ୍ଦ୍ରକାନ୍ତୀ ଶବର । ସୋମବାର ରାତିରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଖଡିଆଳ ମେଡିକାଲ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ…

[ଭିଡ଼ିଓ] ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ-ୱାର୍ଡମେମ୍ବର ପ୍ରାର୍ଥୀ

ମୟୂରଭଞ୍ଜ: ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ । ପଂଚାୟତ ନିର୍ବାଚନକୁ ନେଇ ଏବେ ସରଗରମ ରାଜନୀତି । ଯାଂଚ ପ୍ରକ୍ରିୟା ସରିଥିବା ବେଳେ ଯାଂଚରେ ଅସନ୍ତୁଷ୍ଟ ରହିଛନ୍ତି ଅନେକ ପ୍ରାର୍ଥୀ । କପ୍ତିପଦା ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ଦାଖଲ…

ଭଦ୍ରକରେ ୫୦ ରୁ ଅଧିକ ଗୋରୁ ଉଦ୍ଧାର , ୩ ଅଟକ

ଭଦ୍ରକ : ଭଦ୍ରକରେ ବେଆଇନ ଗୋରୁ ଚାଲଣ । ବେଆଇନ ଗୋରୁ ଚାଲଣ ବେଳେ ୫୦ରୁ ଅଧିକ ଗାଇଙ୍କୁ ଉଦ୍ଧାର କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ଗୋରୁ ବୋଝେଇ ଗାଡି ଜବତ କରିଛି । ସୂଚନା ଅନୁସାରେ ଏହି  ଗୋରୁ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଦେଇ…

ସଂକ୍ରମଣ ସବୁ ଜିଲ୍ଲାରେ ରହିଛି, ଲୋକଙ୍କୁ ଆହୁରି ସଜାଗ ହେବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରିସାରିଛି । ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ । ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ…

ନୟାଗଡରୁ ୪ କେ.ଜିର ବ୍ରାଉନସୁଗର ଜବତ କଲା ଏସଟିଏଫ୍

ନୟାଗଡ: ନୟାଗଡରୁ ବ୍ରାଉନସୁଗର ଜବତ । ୩ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଛି ବୋଲି କ୍ରାଇମବ୍ରାଞ୍ଜ ଏଡିଜି କହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ୬୫ ଲକ୍ଷ ଟଙ୍କା ,୩ ଟି ପିସ୍ତଲ , ମୋବାଇଲ, ଏଟିଏମ କାର୍ଡ, ପାନ କାର୍ଡ ଅଫୁଟା ଗୁଳି ଜବତ କଲା ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ଫେରାର ଅନ୍ୟ…

ଖୋର୍ଦ୍ଧାରୁ ବ୍ରାଉନସୁଗର ଜବତ, ଜଣେ ଅଟକ

ଖୋର୍ଦ୍ଧା: କିଛି ଦିନ ବ୍ୟବଧାନ  ପରେ ଖୋର୍ଦ୍ଧାରୁ ଜବତ ହୋଇଛି ବ୍ରାଉନସୁଗର । ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ କଟକ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।…

ଆଜିଠୁ ଆରମ୍ଭ ଓଡ଼ିଶା ଓପନ, ଭାଗ ନେବେ ୩୦୦ ଖେଳାଳି

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ…

ସ୍ପଳ୍ପ ଲକ୍ଷଣ ଥିଲେ ଘରେ ଆଇସୋଲେସନରେ ରୁହ :ବିଏମସି

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ନୂଆ ଗାଇଡ ଲାଇନ ଜାରି କଲା ବିଏମସି । ଗୃହ ସଙ୍ଗୋରୋଧ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି । ଯାହାଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଛି ଘରେ ରହିବା ପାଇଁ ବିଏମସି ପରାମର୍ଶ ଦେଇଛି । ଯେଉଁମାନେ ଘରେ ଆଇସୋଲେସନରେ ରହୁଛନ୍ତି…