Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଦିନ ସମସ୍ତଙ୍କ ପାଇଁ ବିଶେଷ ଦିନ । କରୋନା କଟକଣା ଭିତରେ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି । ଓଡ଼ିଶାର ଗାନ୍ଧୀମାର୍ଗରେ ମଧ୍ୟ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି । ରାଜ୍ୟପାଳ ପ୍ରଫେସର…

ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର

ପୁରୀ : ଗଣତନ୍ତ୍ର ଦିବସ ଉପଲକ୍ଷେ ନିଆରା କଳାକୃତି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୩ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ଇଣ୍ଡିଆ ଗେଟର ଚିତ୍ର କରିବା ସହ ଆମର ପ୍ରିୟ ତ୍ରିରଙ୍ଗାର ଚିତ୍ର କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ : କଂଗ୍ରେସ ମୁଖପାତ୍ର

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରଙ୍କ କ୍ଳବ ହାଉସ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ନଂ-୧ କିନ୍ତୁ ଓଡ଼ିଶା ଗରିବୀରେ ନଂ-୧ । ମୁଖ୍ୟମନ୍ତ୍ରୀ ଆଗରେ କିନ୍ତୁ ରାଜ୍ୟବାସୀଙ୍କ ଆର୍ଥିକ ସ୍ଥିତି ବହୁ ପଛରେ । ମୁଖ୍ୟମନ୍ତ୍ରୀ ଲୋକପ୍ରିୟ କିନ୍ତୁ…

ପୁରୀରେ ପୁଣି ଲଜ୍ଜା, ୨ ବର୍ଷର ଶିଶୁକନ୍ୟାକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ : ପୁରୀରେ ପୁଣି ଲଜ୍ଜା ।ଗୋଟିଏ ପଟେ ୫ ବର୍ଷର ଶିଶିକନ୍ୟା ଦୁଷ୍କର୍ମ ଘଟଣା ୩୬ ଘଣ୍ଟା ନପୁରୁଣି ି ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୁଣି ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଶିଶୁଟିକୁ ତାର ପିତା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । । ପୁରୀ ଟାଉନ ଥାନା ପରେ…

ଓଡିଶାରୁ ତିନିଜଣଙ୍କୁ ମିଳିବ ପଦ୍ମ ସମ୍ମାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ତିନିଜଣ ଓଡିଆଙ୍କୁ ମିଳିବ ପଦ୍ମ ସମ୍ମାନ । ଏହି ତାଲିକାରେ ରହିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ, ଭାରତୀୟ ହକି ତାରକା ଅମିତ୍ ରୋହିଦାସ୍ ଓ ପ୍ରଖ୍ୟାତ ମୂର୍ତ୍ତୀକାର ତଥା ଶିଳ୍ପୀ ଅଦ୍ୱିତ ଗଡନାୟକ । ବିଶ୍ୱସ୍ତ ସୁତ୍ରରୁ ଏହି ସୂଚନା ଓଡିଶା…

ପୁରୀ ଶିିଶୁକନ୍ୟା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ଗିରଫ ଦାବିରେ ଏସପି ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ପୁରୀ : ପୁରୀରେ ୫ ବର୍ଷର କୁନିଝିଅ ଦୁଷ୍କର୍ମ ଘଟଣା । ଅଭିଯୁକ୍ତକୁ ଗିରଫ ଦାବି ଜୋର ଧରିଲ।। ଦୁଷ୍କର୍ମ ଘଟିବାର ୩୬ ଘଣ୍ଟା ହୋଇଗଲାଣି ହେଲେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୁରୀ ପୋଲିସ ।ଯାହାକୁ ନେଇ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍ପି ଅଫିସ ଘେରାଉ କରାଯାଇଛି । ଏହି…

ପୁନଃନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀପତ୍ର ଦାଖଲ ହୋଇନଥିବା ସ୍ଥାନରେ ଆଉଥରେ ନାମାଙ୍କନ ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ସ୍ଥାନରେ ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ କି କୌଣସି କାରଣରୁ ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ସେସବୁ ସ୍ଥାନରେ ପୂନର୍ବାର ପ୍ରାର୍ଥୀପତ୍ର…

୫ରୁ ଊର୍ଧ୍ବ ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାକୁ କୁହୁଡ଼ି ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଆଦି ରହିଛି ।…

ସାଧାରଣତନ୍ତ୍ର ଦିବସ ପାଳନ ଲାଗି ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫…

[ଭିଡ଼ିଓ] ଯୁବ ଶିଳ୍ପୀଙ୍କ ନିଆରା କଳାକୃତି, ଆଇସକ୍ରିମ କାଠି ଚିତ୍ରକଳାରେ ସହିଦଙ୍କୁ ସମ୍ମାନ

ପୁରୀ: ସାଧ଼ାରଣତନ୍ତ୍ର ଦିବସ ଅବସରରେ ନିଆରା କଳାକୃତି । ଏହି ଦିବସ ଅବସରରେ ଦେଶବାସୀଙ୍କୁ୍ ଶୁଭେଚ୍ଛା ଜଣାଇଛନ୍ତି ଜଣେ ଯୁବ ଶିଳ୍ପୀ। ଆଇସକ୍ରିମ କାଠିରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ତିଆରି କରିଛନ୍ତି କଳାକୃତି । ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇବା ସହିତ ସହିଦଙ୍କୁୁ…