Latest Odisha News

BREAKING NEWS

Browsing Category

ସହର

City

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି…

ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍, ଏକାଧିକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବାଣୀବିହାର ସ୍ଥିତ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ । ବିଏମସି ପକ୍ଷରୁ ଅଫିସ୍ ସିଲ୍ କରାଯାଇଛି । ଡିସିପିଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଏନେଇ ବିଏମସି…

ବଢ଼ୁଛି ଓମିକ୍ରନ ସଂକ୍ରମଣ ସଂଖ୍ୟା, ସ୍ଥିତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ସମୀକ୍ଷା ବୈଠକ ବସିବ । ଭର୍ଚ୍ଚୁଆଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି…

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର: ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଥିପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢି’ ଯୋଜନାର…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର । ୫୦ ବର୍ଷୀୟ ବ୍ୟକ୍ତି…

ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର

ଭୁବନେଶ୍ୱର: ଓଡିଶା ବିଧାନସଭାକୁ ସମ୍ମାନଜନକ ଇ-ଗଭର୍ଣ୍ଣାନସ୍ ପୁରସ୍କାର । ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍‌ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍‌ ମୋଡ୍‌ରେ ସୂଚାରୁ ରୂପେ ବିଧାନସଭା କାର୍ଯ୍ୟ…

ପରପାରିରେ ଶତାୟୁ ଭାଇସ ଆଡମିରାଲ ଏସ୍.ଏଚ୍ ଶର୍ମା, ବୁଧବାର ଶେଷକୃତ୍ୟ

ଭୁବନେଶ୍ୱର: ଭେଟେରାନ ଯୋଦ୍ଧାଙ୍କ ପରଲୋକ । ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ ଆଡମିରାଲ ଏସ.ଏଚ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି । ପାକିସ୍ତାନ ବିରୋଧରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିବା ଶର୍ମାଙ୍କୁ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ…

ତପସ୍ୱିନୀ-ସୁମିତ ବିବାଦ: ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ

ବ୍ରହ୍ମପୁର: କେବେ ତୁଟିବ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ? କେଉଁଠି ରହିବେ ତପସ୍ୱିନୀ ? ଆଜି ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍ କୋର୍ଟ । ପୂର୍ବରୁ ଡିସେମ୍ୱର ୨୭ ତାରିଖରେ ସୁମିତ ଓ ତପସ୍ୱିନୀଙ୍କ ପକ୍ଷରୁ ଦାୟର ପିଟିସନର ଏକତ୍ର ଶୁଣାଣି…

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର…

ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ

ବାରଙ୍ଗ : ଆଜିଠୁ ଖୋଲିବ ନନ୍ଦନକାନନ, ଗାଇଡଲାଇନ୍ ମାନି ବୁଲିପାରିବେ ପର୍ଯ୍ୟଟକ । ଓମିକ୍ରନ୍‌ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ତେବେ ମଙ୍ଗଳବାରଠାରୁ ଉଭୟ ଉଦ୍ୟାନ ଖୋଲିବ ।…