Latest Odisha News

BREAKING NEWS

Browsing Category

ସହର

City

ଟ୍ରକ ଧକ୍କାରେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା ଜାରି

ଭଦ୍ରକ:  ଭଦ୍ରକ ବାସୁଦେବପୁର କଲେଜ ଛକରେ ଅଘଟଣ । ଆଇଟିଆଇ ଛାତ୍ରଙ୍କ ଉପରେ ଚଢିଗଲ ଟ୍ରକ ଚଢିଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ବିନାୟକ ପୁର ଗାଁର ସୁକା ସାହୁଙ୍କ ପୁଅ ରିଙ୍କୁ କୁମାର ସାହୁ ବୋଲି ଜଣାପଡ଼ିଛି। ରିଙ୍କୁ ଆଜି ଏକ ବାଇକରେ ଆସୁଥିବା ସମୟରେ…

[ଭିଡିଓ] ହାତୀ ଉପଦ୍ରବ ରୋକିବ ”ଲାଇଟର୍ ଗନ୍”

ଅନୁଗୁଳ : ହାତୀ ଘଉଡାଉଛି ଲାଇଟର ଗନ୍ । ଅନୁଗୁଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଜଙ୍ଗଲଛାଡି ଜନବସିତି ମୁହାଁ ହେଉଛନ୍ତି ହାତୀ ପଲ୍ଲ।ହାତୀକୁ ଘଉଡାଇବା ପାଇଁ ନାକେଦମ ହେଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ବନ୍ତଳା କଲେଇପଡ଼ା ଗାଁର ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି…

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

ଭୁବନେଶ୍ୱର: ରାଜ୍ୟରେ ୨୪୬ ନମୂନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଶୁକ୍ରବାର ଜଣାପଡ଼ିବ କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ । ଡ଼ିଏମଇଟି ଡ଼ାକ୍ତର ରମାରମଣ ମହାନ୍ତି ଏହିପରି କହିଛନ୍ତି । ସେ କହିଛନ୍ତି, ଏହି ସବୁ ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ…

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ…

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ…

ଆଇଆଇଟି ଇନ୍ଦୋରରେ ସ୍ୱର୍ଣ୍ଣ ପଦକ ହାସଲ କଲେ ବଲାଙ୍ଗୀରର ଆରତୀ ସାମଲ

ଟିଟିଲାଗଡ଼: ବହୁ ବାଧାବିଘ୍ନ ସତ୍ତ୍ୱେ ଲକ୍ଷ୍ୟ ପଥରୁ ଓହରିଯାଇନାହାନ୍ତି । ନିଜ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ବଳରେ ଆଜି ସଫଳତା ହାସଲ କରିପାରିଛନ୍ତି । ବଲାଙ୍ଗୀର ଟିଟିଲାଗଡ଼ ଉପଖଣ୍ଡ ଡ଼ୁମେରମୁଣ୍ଡା ଗାଁର ଆରତୀ ସାମଲ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଯାଇ ଆଇଆଇଟି ଇନ୍ଦୋରରେ ହାସଲ କଲେ ସ୍ୱର୍ଣ୍ଣ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର

ଯାଜପୁର: ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ…

ପୁରୀ-ଅଜମେର ଟ୍ରେନରେ ହଠାତ୍ ଲାଗିଲା ନିଆଁ

ଟିଟିଲାଗଡ଼ : ପୁରୀ ଅଜମେର ଟ୍ରେନରେ ଆଜି ସକାଳୁ ହଠାତ୍ ନିଆଁ ବାହାରିଥିଲା। ଫଳରେ ଟ୍ରେନଟି ଘଣ୍ଟାଏ କାଳ ଟିଟିଲାଗଡ଼ ଜଙ୍କସନରେ ଅଟକି ରହିଥିଲା। ବଗି ନମ୍ବର ଏସ୍ ୭ରେ ବ୍ରେକ ଜୋରରେରେ ଘସି ହେବା ଯୋଗୁଁ ଏହି ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ସିଏନଡବ୍ଲୁ ବିଭାଗ ପହଁଞ୍ଚି…

ବିଧାନସଭାରେ ବିରୋଧୀଙ୍କ ଘଣ୍ଟମାଡ଼, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ହାଇଡ୍ରାମା । ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ବିଧାନସଭାରା ଆରମ୍ଭରୁ ହୋ ହାହାଲ୍ଲା ଆରମ୍ଭ ହୋଇଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ମାନେ ନାରାବାଜୀ କରିବା ସହ ବିଧାନସଭାରେ ଘଣ୍ଟମାଡ କରିଥିଲେ।…

ଭିଜିଲାନ୍ସ ଜାଲରେ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ

କଟକ: ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଓଏସଏପି ଷଷ୍ଠ ବାଟାଲିଆନ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସହଦେବ ପରିଡ଼ାଙ୍କ ଅଫିସ, କଟକ ତିନିଘରିଆ ଛକରେ ଥିବା…