Latest Odisha News

BREAKING NEWS

Browsing Category

ସହର

City

ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ -୧ ପରୀକ୍ଷା । ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଶଦ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ୫ ରୁ ୮ ଯାଏ ଚାଲିବ ବୋଲି ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଉପସଭାପତି…

ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ତପସ୍ୱିନୀ

ବ୍ରହ୍ମପୁର :ବ୍ରହ୍ମପୁର ଶ୍ୱଶୁର ଘର ସାମ୍ନାରେ ବୋହୂ ତପସ୍ୱିନୀ ଧାରଣା ଦେବା ଘଟଣା । ଆଜି ପୁଣି ଥରେ କୋର୍ଟରେ ପହଁଚିଛନ୍ତି ବୋହୂ ସପସ୍ୱିନୀ । ସ୍ୱାମୀ ସୁମିତ ସାହୁ ଓ ଶ୍ୱଶୁର ପ୍ରମୋଦ ସାହୁ ମଧ୍ୟ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ପହଁଞ୍ଚିଛନ୍ତି । ନିଜର ହକ୍ ପାଇଁ ୯ ଦିନ ହେବ ଧାରଣାରେ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୯୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି…

ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ସମ୍ବଲପୁର : ବୁର୍ଲା ଭିମସାରରେ ଆହୁରି ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୭୪ରେ ପହଞ୍ଚିଛି । ଏନେଇ ଭିମସାର କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ଭିମସାର ଛାତ୍ରଛାତ୍ରୀଙ୍କ କୌଣସି ନୂଆ ସଂକ୍ରମଣ ମାମଲା ସାମ୍ନାକୁ…

[ଭିଡ଼ିଓ]ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳ ବୁଲି ଦେଖିଲେ ପଞ୍ଚାୟତରାଜ ଉପସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଘୋଡ଼ାରେ ଚଢ଼ି ସ୍ୱାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ଦେଖିଲେ ପଞ୍ଚାୟତରାଜ ଉପସଚିବ ତ୍ରିଲୋଚନ ମହାନ୍ତି ଓ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ । ତାଙ୍କ ସହ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡ଼ିପିଓ…

ବିଧାନସଭା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜିପି ଅଭୟ

ଭୁବନେଶ୍ୱର : ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେସନ । ଏଥିପାଇଁ ଆଜି ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏନେଇ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୫୦ ଅଫିସ ର ମୃତୟନ ହୋଇଛନ୍ତି । ବିରୋଧୀମାନେ ବିଭିନ ସମସ୍ୟା ନେଇ ସରକରାଙ୍କୁ ଘେରିବେ ।…

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

ସୁବର୍ଣ୍ଣପୁର : ମନ୍ଦିରରୁ ଚୋରି ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରର ତାଲାଭାଙ୍ଗି ମା ପିନ୍ଧିଥିବା ମୁକୁଟ ,ରୂପା ଛତ୍ର, ଆଦି ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଆଜି ସକାଳୁ…

ମାଲକାନଗିରି ଏମଭି ୭ନମ୍ବର ଗ୍ରାମରେ ଭାଲୁ ଆତଙ୍କ

ମାଲକାନଗିରି: ପୁଣି ଭାଲୁ ଆତଙ୍କ । ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତ ଏମ ଭି-୭ନମ୍ବର ଗ୍ରାମରେ ଦୁଇଟି ଜଙ୍ଗଲୀ ଭାଲୁ ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ଗ୍ରାମରେ ପଶି ଅନେକ ଲୋକଙ୍କ ଘର ଘର କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।…

ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ

ଯାଜପୁର: ମଶାରୀ ଭିତରେ ପଶି ଦେଢ଼ ବର୍ଷର ଶିଶୁକୁ କାମୁଡ଼ିଲା ତମ୍ପ ସାପ । ଏହିଭଳି ଖବର ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରୁ । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ମଶାରୀ ଭିତରୁ ୩ଫୁଟ ଲମ୍ବର ବିଷଧର ତମ୍ପ ସାପକୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଚିକିତ୍ସା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ବାତ୍ୟା ଭୟ । ମାତ୍ର ଏହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଡ଼ିସେମ୍ବର ୨ ଓ ୩ରେ ଲଗାଣ ବର୍ଷାର ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆକଳନ ଅନୁସାରେ ୨୪ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗରରେ…