Latest Odisha News

BREAKING NEWS

Browsing Category

ସହର

City

ବଣଭୋଜିକୁ ମିଳିଲା ଅନୁମତି, ନନ୍ଦନକାନନ ଅଫିସିଆଲ ୱେବସାଇଟରେ ବୁକିଂ ସୁବିଧା ଉପଲବ୍ଧ

ଭୁବନେଶ୍ୱର: ପାଖେଇ ଆସୁଛି ନୂଆ ବର୍ଷ । ପିକନିକ୍ କରିବା ପାଇଁ ସମସ୍ତେ ପ୍ରସ୍ତୁତ ମଧ୍ୟ ହେଲେଣି । ବିଭିନ୍ନ ସ୍ଥାନରେ ଏବେଠୁ ଜମିଲାଣି ଭୋଜିର ଆସର । ହେଲେ କରୋନା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ମାତ୍ର ଏହା ମଧ୍ୟରେ ଡ଼ିସେମ୍ବର ୧ରୁ ନନ୍ଦନକାନନରେ ଭୋଜି ଭାତ ପାଇଁ ଅନୁମତି…

ପଦ୍ମଶ୍ରୀ ନନ୍ଦ ସାର କରୋନାରେ ଆକ୍ରାନ୍ତ

ଯାଜପୁର: ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନନ୍ଦ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡ଼ିଛି । ଗତକାଲି ନନ୍ଦ ସାର ଅସୁସ୍ଥ ଅନୁଭବ କରିଥିଲେ । ଏହା…

ମହଙ୍ଗା ହେଲା ମୋବାଇଲ ସେବା

ଭୁବନେଶ୍ୱର: ମହଙ୍ଗା ହେଲା ମୋବାଇଲ ସେବା । ଦେବାକୁ ପଡିବ ଅଧିକ ଟଙ୍କା ।  ଭୋଡାଫୋନ୍, ଏୟାରଟେଲ ପରେ ଜିଓ କମ୍ପାନୀ ବଢାଇଛି ରିଚାର୍ଜ ପ୍ୟାକର ଦାମ । କରୋନା ପାଇଁ ସରକାରୀ, ବେସରକାରୀ କାମ ପାଖରୁ ଆରମ୍ଭ କରି ସ୍କୁଲ ଅନଲାଇନରେ ଚାଲିଛି । ଏପରି ସ୍ଥିତିରେ ଫୋନ୍ କଲ୍ ଏବଂ ଡାଟା ପ୍ୟାକ…

ଟ୍ରାକ୍ଟର ବାଇକ ଧକ୍କାରେ ଜଳିଗଲା ବାଇକ, ଦୁଇ ମୃତ

କଳାହାଣ୍ଡି : ମର୍ମନ୍ତୁଦ ଦୁର୍ଘଟଣାରେ ନିମିଷକେ ଚାଲିଗଲା ଜୀବନ । ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ । ଦୁଇ ବାଇକ ଆରୋହୀ ମୃତ ଜଣେ ଗୁରୁତର ।ଭବାନିପାଟଣା ପଟୁ ଥୁଆମୂଳ ରାମପୁର ଆଡେ ଯାଉଥିବା ବେଳେ ସାଇମନ୍ଦିର ନିକଟରେ ଟ୍ରାକ୍ଟରକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକଟି…

୮ ଜିଲ୍ଲାରେ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ : ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟ​‌ରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି…

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ କେନ୍ଦ୍ରର…

ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ…

[ଭିଡ଼ିଓ] ପିପିଲି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ କଂଗ୍ରେସର ଟାର୍ଗେଟ

ଭୁବନେଶ୍ୱର: ଥମୁନି ମମିତା ଝଡ଼ । ଏବେ ପୁଣି କଂଗ୍ରେସ ଦୋହରାଇବ ପିପିଲି ଗଣଦୁଷ୍କର୍ମ ମାମଲା । ଏହି ଗଣଦୁଷ୍କର୍ମ ମାମଲାରେ ବିଜେଡ଼ିକୁ ଟାର୍ଗେଟ କରାଯାଇଛି । ଏ ନେଇ ବିଧାନସଭାରେ ବିଜେଡ଼ିକୁ ଘେରିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ପିପିଲି ଗଣଦୁଷ୍କର୍ମର ତଦନ୍ତ କମିଶନରଙ୍କ ରିପୋର୍ଟ…

୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଯାଜପୁର: ଆଜି ଯାଜପୁର ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୬୪ଟି ରୂପାନ୍ତରିତ ହାଇସ୍କୁଲକୁ ଅନଲାଇନ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଅପରାହ୍ନରେ ହେବାକୁ ଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।…