Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ନାବାଳିକା ଅପହରଣ ଘଟଣା, ନ୍ୟାୟ ପାଇଁ ଧାରଣାରେ ପରିବାର

ଭଦ୍ରକ : ଭଦ୍ରକ ଧୁଷୁରୀ ନାବାଳିକା ଅପହରଣ ଘଟଣା । ନ୍ୟାୟ ପାଇଁ ଧାରଣାରେ ନାବାଳିକା ପରିବାର । ଝିଅ ଅପହରଣ ଘଟଣାର ୮ମାସ ବିତିଗଲାଣି । ହେଲେ ଝିଅର ଏଯାଏ ପତ୍ତା ମିଳୁନି । ସେହି ଗାଁର ଜଣେ ଯୁବକ ଝିଅକୁ ଏକତରଫା ପ୍ରେମ କରୁଥିବା ବେଳେ ଅନିଚ୍ଛା ପରେ ବି ଅପହରଣ କରିନେଇଥିବା ଅଭିଯୋଗ…

ଡିସେମ୍ବର ୧ ରୁ ୩୧ ତାରିଖ ଯାଏଁ ବିଧାନସଭା ଅଧିବେସନ,୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

ଭୁବନେଶ୍ୱର : ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତି ଅକ୍ଷତାରେ ଏହି ବୈଠକ ବସିଥିଲା। ଏହି ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଡିସେମ୍ବର ୧ରୁ ୩୧ ତାରିଖ…

ଓମିକ୍ରନ ଭ୍ୟାରିଆଣ୍ଟ କେତେ ପ୍ରଭାବିତ ଏହାକୁ ନେଇ ନିର୍ଦ୍ଧିଷ୍ଟ ସୂଚନା ଆସିନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ନୂଆ ଭ୍ୟାରିଆଣ୍ଟ ଉପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଛି ନୂଆ ଭ୍ୟାରିୟଣ୍ଟ ଉପରେ ଅଧିକ ଷ୍ଟଡ଼ି କରିବା ପାଇଁ ଆମକୁ କିଛି ସମୟ ଦରକାର । ଏହାର ସଂକ୍ରମଣ କରିବାର କ୍ଷମତା କେତେ ଅଧିକ,…

କଳାହାଣ୍ଡିରେ ବଢ଼ୁଛି ବେଆଇନ ରନ୍ଧା ମଦ କାରବାର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ଦେଶୀ ରନ୍ଧା ମଦ କାରବାର ଦିନକୁ ଦନ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳ ଓ ଶ୍ରମିକ ଶ୍ରେଣୀର ଲୋକେ ହାତ ରନ୍ଧା ମଦ ବିପୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ରନ୍ଧା ମଦର ଡ଼ିଗ୍ରୀ ଓ ଏହାର ରନ୍ଧନ ପ୍ରକ୍ରିୟା ସଠିକ୍ ହେଉନଥିବାରୁ ଏହା ଯେତେ ବିଷାକ୍ତ…

ଡିସେମ୍ବର ୧ରୁ କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ ହେବ ,ସଜେଇ ହେଲାଣି ରଙ୍ଗମଞ୍ଚ

କୋଣାର୍କ : କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଡିସେମ୍ବର ୧ ତାରିଖରୁ କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଆରମ୍ଭ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ , ଚନ୍ଦ୍ରଭାଗା ବେଳେଭୂମିରେ ଆନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି…

ଅଭବାନୀୟ ଘଟଣା, ଚାଷୀଙ୍କୁ ଦଳି ମାରିଦେଲା ହାତୀ

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଙ୍ଗାର ଭାଲୁପାଲି ଗାଁରେ ଅଭାବନୀୟ ଘଟଣା । ଜଣେ ଚାଷୀଙ୍କୁ ଏକ ହାତୀ ଦଳି ମାରିଦେଇଥିବା ସୂଚନା ମିଳିଛି । ମୃତ ଚାଷୀଜଣକ ଭାଲୁପାଲି ଗାଁର ଗୋପାଳ ପୋଢ଼ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ କିଛି ଦିନ ହେଲା ଲୋଇସିଙ୍ଗା ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ…

ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ,ଚାଲିଛି ପଚରା ଉଚରା

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ଇଡିରେ ହାଜର ହୋଇଛନ୍ତି । ଟାଟାରେ ଚାକିରୀ ସ୍କାମ ଓ ତାଙ୍କ ଆକାଉଣ୍ଟକୁ ବେଆଇନ ଅର୍ଥ କାରାବାର ନେଇ ସମନ ହୋଇଥିଲା। ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ ଟାରେ ଇଡିରେ ହାଜର…

ପୁଣି ଏସସିବିର ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଏସସିବି ସମ୍ପ୍ରସାରଣ ପାଇଁ ହିନ୍ଦ୍ ସିନେମା ହଲ ଉଚ୍ଛେଦ କରାଯାଉଛି । ଏହି ପ୍ରକ୍ରିୟାରେ ରାଣୀହାଟ କେନାଲ ରୋଡ଼ର ପୋଲଠୁ ଏସସିବି ପର୍ଯ୍ୟନ୍ତ ହେବ ଉଚ୍ଛେଦ । ଏହି ମଧ୍ୟରେ ୩୦ ଦୋକାନର ହେବ ଉଚ୍ଛେଦ । ସହରର ପୁରାତନ ହିନ୍ଦ୍…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୨ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୫ଜଣ ରହିଛନ୍ତି ବୋଲି…

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା…