Latest Odisha News

BREAKING NEWS

Browsing Category

ସହର

City

ଖୋର୍ଦ୍ଧା ବନଖଣ୍ଡର ସଫଳତା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଚଢ଼ାଉ, ୨ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଜ୍ରକାପ୍ତା କାତି ଡ଼ିଲ ଚାଲିଥିବାବେଳେ ଖୋର୍ଦ୍ଧା ବନଖଣ୍ଡ ଟିମର ଅତର୍କିତ ଚଢ଼ାଉ । ଏଥିରେ ନଗଦ ବାହାର କରାଯାଇଥିବା ମାଂସ ଲଗା ୪କିଲୋଗ୍ରାମ କାତି ଜବତ କରାଯାଇଛି । ଚଢ଼ାଉବେଳେ ଦୁଇଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ଧଳା ପଥର ଅଞ୍ଚଳରେ ହୋଇଛି ଚଢ଼ାଉ । ଏହି ସମୟରେ…

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଆଜି ଲଘୁଚାପର ରୂପ ନେବ ଉତ୍ତରଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ । ଟ୍ରପ ଲାଇନ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ପାଗ…

ରେଡ୍ ବେଳେ CBI ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

ଢେଙ୍କାନାଳ : ରେଡ ବେଳେ ମାଡ ଖାଇଲେ ସିବିଆଇ ଅଧିକାରୀ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ସକାଳୁ ସିବିଆଇ ଛାନଭିନ କରୁିଥିଲା । ଜୁବଲି ଟାଉନ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ସକାଳୁ ସିବିଆଇର ୪ ଜଣିଆ ଟିମ୍ ରେଡ୍ କରୁଥିଲା ।  ହେଲେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର…

ଆସନ୍ତାକାଲି ଆୟକର ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଟ୍ୟାକ୍ସାଥନ୍’

ଭୁବନେଶ୍ୱର : ଆସନ୍ତାକାଲି ପାଳିତ ହେବ ଆଜାଦୀ କା ଅମୃତ ମହୋତ୍ସବ । ଦେଶ ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ଦେଶ ବ୍ୟାପି ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ଆସନ୍ତା କାଲି ସକାଳ ୬ ଟାରେ ଭୁବନେଶ୍ୱର ସ୍ଥିତ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ…

ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ଜବତ । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୀ କେନାଲ ନିକଟରୁ ୩୦୦ ଶହ ଗ୍ରାମ ବ୍ରାଉନସୁଗାର ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଅଭିଯୁକ୍ତ ଅନୀଲ ନାୟକ ଓ ଶେଖ ସାମଶୁଦ୍ଧିନ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଚଢାଉ ସମୟରେ ଅଭିଯୁକ୍ତଙ୍କ…

କରୋନା ଟିକାକରଣରେ ସାରା ଦେଶରେ ଓଡିଶା ଆଗରେ

ଭୁବନେଶ୍ୱର : କରୋନା ଟିକା କରଣରେ ସାରା ଦେଶରେ ଓଡିଶା ଆଗରେ । ରାଜ୍ୟରେ ଟିକାକରଣର ୱେଷ୍ଟଜ ହାର କମିଛି ।ଏପର୍ଯ୍ୟନ୍ତ ୪.୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅନ୍ୟପଟେ ୨ କୋଟି ୬୮ଲକ୍ଷ ୪ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି ।୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକ ଦ୍ୱିତୀୟ ଡୋଜ…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ । କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ ବିଷୟବସ୍ତୁ ଉପରେ ଆଲୋଚନା…

ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନସଚିବ ରବିନାରାୟଣ ଦାସଙ୍କର ଆଜି ପରଲୋକ ହୋଇଛି। ସେ ତାଙ୍କ ଫରେଷ୍ଟ ପାର୍କ ହାଉସ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ୧୯୫୯ ବ୍ୟାଚର ଆଇଏଏସ୍ ଶ୍ରୀ ଦାସ ୧୯୯୨ ମସିହା ଡିସେମ୍ବର ୧ ତାରିଖରୁ ୧୯୯୫ ମସିହା ସେପ୍ଟେମ୍ବର ୩୦ ତାରିଖ…

ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ପୋଲିସର ଚଢ଼ାଉ, ଦୁଇ ଅଭିଯୁକ୍ତ ଗିରଫ

କୋରାପୁଟ: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣବେଳେ ସଦର ପୋଲିସ ଚଢ଼ାଉ କରି ପଣ୍ଡ କରିଛି । ଜାତୀୟ ରାଜପଥ ୨୬ର ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢ଼ାଉ କରିଛି । ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତର ପ୍ରଦେଶର ପରଭେଜ ଓ ବିରେନ୍ଦ୍ର ସିଂ । ପୋଲିସ ସୂଚନା…