Latest Odisha News

BREAKING NEWS

Browsing Category

ସହର

City

ମମିତା ମେହେର ହତ୍ୟା ମାମଲା: ପୋଲିସ୍‌ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ । ପ୍ରତିବାଦ କରି ଡିଜିଙ୍କ ଭୁବନେଶ୍ୱର…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଏଥର ୭ଟି ଗ୍ରାମ ପଞ୍ଚାୟତରେ ହେବନି ନିର୍ବାଚନ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ପ୍ରସ୍ତୁତି । ଏଥର ୬ ହଜାର ୭୯୪ ଗ୍ରାମ ପଞ୍ଚାୟତରେ ହେବ ନିର୍ବାଚନ ।୨୦୧୭ରେ ୬ ହଜାର ୮୦୧ ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।ଏଥର ୭ ଟି ପଞ୍ଚାୟତ ଏନଏସସିରେ ମିଶିଛିା ତେଣୁ ସେସବୁ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହେବ ନାହିଁ । ବାଲେଶ୍ୱର…

କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ଯାଏ ରାଜ୍ୟରେ ଶୀତ ଅନୁଭୂତ ହେବ ନାହିଁ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ଗତ କିଛି ଦିନ ହେବ ରାଜ୍ୟରେ ଶୀତର ପ୍ରକୋପ କମିଛି । ପାରଦ ସ୍ତର ସ୍ଥିର ରହିଥିବା ବେଳେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେ‌ଷ ପରିବର୍ତ୍ତନର ସମ୍ଭାବନା ନାହିଁ।…

[ଭିଡ଼ିଓ] ମହାପ୍ରଭୁଙ୍କ ପାଇଁ ପଦ୍ମ ତୁଳସୀ

ପୁରୀ: ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଢ ବିଶ୍ୱାସ । ବର୍ଷକୁ ଥରେ ହେଉ ପଛେ ଦର୍ଶନ କରିବାକୁ ଦଉଡି ଆସିଥାଏ ଭକ୍ତଟିଏ । ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ଶ୍ରୀକ୍ଷେତ୍ରରେ । ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ କିଛି ଶ୍ରଦ୍ଧାଳୁ ଦିଅଁଙ୍କୁ ଦର୍ଶନ କରିବାକୁ ଆସିଥିଲେ ।…

BMCର ୱାର୍ଡ ସଂରକ୍ଷଣ ତାଲିକା ଚୁଡାନ୍ତ ,ଏଥର ବିଏମସିରେ ସାମିଲ ହେବ ୬ ଟି ନୂଆ ପଞ୍ଚାୟତ

ଭୁବନେଶ୍ୱର: ଖୁବ୍ ଶିଘ୍ର ହେବ ପୌର ନିର୍ବାଚନ ।ଏଥିପାଇଁ ପକ୍ରିୟା ଆରମ୍ଭ ହେଲାଣି । ଏନେଇ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡର ସଂଖ୍ୟା ବୃଦ୍ଧି ନେଇ ଯେଉଁ କଳ୍ପନା ଯଳ୍ପନା ଲାଗି ରହିଥିଲା ୱାର୍ଡ ସଂଖ୍ୟା ବୃଦ୍ଧି ହେବା ନେଇ ତାହା ଏବେ ଅନ୍ତ ଘଟିଛି । ଭୁବନେଶ୍ୱର…

ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ପୋର୍ଟାଲ, ଘରେ ବସି ଡ଼ାଉନଲୋଡ଼ କରିହେବ ଗାଡ଼ିର ସମସ୍ତ କାଗଜପତ୍ର

ଭୁବନେଶ୍ୱର: ଘରେ ବସି ଡ଼ାଉନଲୋଡ଼ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରୀ ୧ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ

ପୁରୀ: କାର୍ତ୍ତିକ ମାସର ପବିତ୍ର ପଞ୍ଚୁକର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବେ ଭକ୍ତ । ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡ଼ୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ…

ନନ୍ଦନକାନନରେ ଆଜିଠୁ ପୁଣି ଗଡ଼ିବ ଟୟ ଟ୍ରେନ୍

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ୍ । ସକାଳ ୧୦ଟାରୁ ଆରମ୍ଭ ହେବ ଟୟ ଟ୍ରେନ୍ ଚଳାଚଳ । ପ୍ରତି ଘଣ୍ଟାଏ ବ୍ୟବଧାନରେ ଟ୍ରେନ୍ ଚାଲିବ । ଏଣିକି ୧୩ ରାଉଣ୍ଡ ପରିବର୍ତ୍ତେ ଦିନରେ ୬ ରାଉଣ୍ଡ ବୁଲିବ ଟୟ ଟ୍ରେନ୍ । ସକାଳ ୧୦ଟା, ୧୧ଟା, ମଧ୍ୟାହ୍ନ ୧୨ଟା, ଦିନ ୧ଟା, ୨ଟା, ୩ଟା…

ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା

ଭୁବନେଶ୍ୱର : ବିନ୍ଦୁ ସାଗରରେ ବୁଡ଼ ପକାଇବା ମନା । କାର୍ତ୍ତିକ ପୂର୍ଣ୍ଣିମାରେ କଟକଣା ଲାଗୁ ହେଇଛି । କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷା ପାଇଁ ଗାଇଡଲାଇନ୍ ଜାରି କରିଛି ବିଏମସି । ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ କଟକଣା ଲଗାଯାଇଛି । ପୁଷ୍କରିଣୀ ଓ ନଦୀରେ ବୁଡ଼ ପକାଇବାକୁ…

[ଭିଡ଼ିଓ] ପରିତ୍ୟକ୍ତ ଟାୟାରରେ ସୁନ୍ଦର କଳାକୃତି

ବ୍ରହ୍ମପୁର: ବର୍ଜ୍ୟବସ୍ତୁରୁ ସୁନ୍ଦର କଳାକୃତି । ବ୍ରହ୍ମପୁରର କିଛି ଆଇଟିଆଇ ଛାତ୍ରଙ୍କ ଦ୍ୱାରା ତିଆରି ହୋଇଛି ଏହି କୃତି । ୧୦୦ଜଣ ଛାତ୍ର ମିଶି ତିଆରି କରୁଛନ୍ତି ଟାୟାର ପାର୍କ । ୪ହଜାର ବର୍ଗମିଟର ସ୍ଥାନରେ ପୁରୁଣା ଭଙ୍ଗା ଟାୟାରରେ ଅଭିନବ ଢଙ୍ଗରେ ତିଆରି କରିଛନ୍ତି କିଛି କଳାକୃତି ।…