Latest Odisha News

BREAKING NEWS

Browsing Category

ସହର

City

କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ,୪ ଅଭିଯୁକ୍ତ ଗିରଫ

କଟକ : କନ୍ଦରପୁର ବ୍ୟବସାୟୀଙ୍କୁ ଗୁଳିକରି ଲୁଟ ଘଟଣାର ପର୍ଦ୍ଦାଫାସ। କମିଶନରେଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି । ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଗର ମଲ୍ଲିକ୍ ସମେତ କେନ୍ଦ୍ରାପଡା ମାର୍ଶାଘାଇ କରମାକୁଳ…

ପାଣିରେ ବୁଡ଼ି ଦୁଇ ନାବାଳକ ମୃତ

ଯାଜପୁର: ପାଣିରେ ବୁଡ଼ି ଦୁଇ ନାବାଳକ ମୃତ । ଫୁଲ ତୋଳିବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇ ଦୁଇ ଜଣ ନାବାଳକଙ୍କ ସଲିଳ ସମାଧି । ଏହି ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା କୁଟୁରିଆ ନିକଟସ୍ଥ ବୈତରଣୀ ନଦୀ କଣ୍ଡିଆରେ । ମୃତ ଦୁଇ ନାବାଳକ ହେଲେ ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି…

ପରିବା ଦର ବୃଦ୍ଧି ନେଇ ତ୍ରାହି ତ୍ରାହି ଖାଉଟି

ଭୁବନେଶ୍ୱର: ବେଲଗାମ ଦର । ହୁ ହୁ ହୋଇ ବଢିଚାଲିଛି ଦର ଦାମ୍ । ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି । ଗୋଟିଏ ପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟ ପକ୍ଷେ ପରିବା ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ୱର : ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ମିଶିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି ।…

ପୁଣି ଜବତ ହେଲା ୧ କୁଇଣ୍ଟlଲ ଗଞ୍ଜେଇ

କୋରାପୁଟ : ପୁଣି ଜବତ ହେଲା ଗଞ୍ଜେଇ । ହରିଆଣାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରିଲା ପୁଲିସ୍ । ମାଛକୁଣ୍ଡ ପୋଲିସ ଦ୍ବାରା କାର ସହ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ ଜବତ । "କାଙ୍ଗରପଡା" ଅଞ୍ଚଳରୁ ଦିଲ୍ଗୀ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ଧରିବାରେ…

କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖାର ଜୟପୁରରେ ୬ଘଣ୍ଟିଆ ରେଳରୋକ

କୋରାପୁଟ: ସଂଯୁକ୍ତ କିଶାନ ମୋର୍ଚ୍ଚାର ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ। ଏହାର ପ୍ରଭାବ ଜୟପୁରରେ ଦେଖିବାକୁ ମିଳିଛି। କୋରାପୁଟ ସଂଯୁକ୍ତ କୃଷକ ମୋର୍ଚ୍ଚା ସଖା ତରଫରୁ ଜୟପୁରରେ ରେଳରୋକ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମସ୍ତ ରେଳଷ୍ଟେସନରେ ରେଳରୋକ କରାଯାଇଛି। ଜୟପୁର…

୨୪ ଘଣ୍ଟା ଭିତରେ ରାଜ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ୧୮ ବର୍ଷରୁ କମ୍ ବୟସ୍କ ଥିବା ବେଳେ ୫୦ ଜଣ ଶିଶୁ ଓ କିଶୋର କରୋନା ପଜେଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯ଜଣ ଆକ୍ରାନ୍ତ…

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ…

ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ

ପୁରୀ : ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ। ପୁରୀ ରୋଟାରୀ କ୍ଲବ ପକ୍ଷରୁ ନିୟମିତ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ପୁରୀ ରୋଟାରୀ କ୍ଲବ ଆନୁକୁଲ୍ୟରେ ଏବଂ କଟକ ସ୍ଥିତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପୁରୀରେ ଏକ ନୂତନ ଚକ୍ଷୁ ଯତ୍ନକେନ୍ଦ୍ର ଆରମ୍ଭ…

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପକ୍ଷରୁ କର୍ମଶାଳା

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ସୁଧିର ମହାନ୍ତି ଯୋଗଦେଇ ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମକଦ୍ଦମା ଓ ଆକ୍ରମଣ…