Latest Odisha News

BREAKING NEWS

Browsing Category

ସହର

City

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ମିଳିନି ମୃତକଙ୍କ ପରିଚୟ

ବରଗଡ: ବରଗଡ଼ରେ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି ।  ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବରଗଡ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୫ ସାହାରାପଡା ଛକ ନିକଟରୁ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।…

ରାଜ୍ୟରେ ତିନି ଦିନ ଲାଗି ରହିବ ବର୍ଷା , ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହା ଟଳିଛି । ଏବେ ଘୂର୍ଣ୍ଣବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି କିନ୍ତୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ…

ବିଜୟା ଦଶମୀରେ ଫିକା ପଡିଛି ପାର୍ବଣ

ଭୁବନେଶ୍ୱର: ଆଜି ବିଜୟ ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଦିନ । ହେଲେ ଦଶହରା ଫିକା ପଡ଼ିଛି ଶ୍ରଦ୍ଧାଳୁୂ ବିନା । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ…

ଶ୍ରୀମନ୍ଦିରରେ ଦଶହରାର ସ୍ୱତନ୍ତ୍ର ନୀତି

ପୁରୀ : ଆଜି ଦଶହରାରେ ସବୁଠି ଚାଲିଛି ପୂଜାର୍ଚ୍ଚନା । ସେହିଭଳି ଶ୍ରୀମନ୍ଦିରରେ ଦଶହରାରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ତେବେ ପ୍ରତିବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରୁଥିବା ବେଳେ…

ମୋଷ୍ଟ ୱାଣ୍ଟେଡ ମାଓ ନେତା ରାମକ୍ରିଷ୍ଣା ମୄତ୍ୟୁ ନେଇ ଚର୍ଚ୍ଚା

ମାଲକାନଗିରି: ମୋଷ୍ଟ ୱାଣ୍ଟେଡ ମାଓ ନେତା ରାମକ୍ରିଷ୍ଣାର ମୃତ୍ୟୁ ହୋଇଛି । ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆନ୍ଧ୍ର ଓଡିଶା ଓ ଛତିଶଗଡ ପୋଲିସର ମୋଷ୍ଟ ୱାଣ୍ଟେଡ ମାଓ ନେତା ତଥା ନକ୍ସଲ ସଂଗଠନର…

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ…

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ…

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି…

ଚଳିତ ବର୍ଷ ପାଳିତ ହେବନି ଭୁବନ ବଳଦ ଯାତ୍ରା

ଢେଙ୍କାନାଳ: ଚଳିତ ବର୍ଷ ହେବନି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । କୋଭିଡ଼ କଟକଣା ସାଙ୍ଗକୁ ଏହି ଯାତ୍ରା ଉପରେ ଲାଗିଛି ରୋକ୍ । ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଉ ଯାତ୍ରା ହେଲେ ପୁଣି ଭିଡ଼ ଲାଗିବାର ଆଶଙ୍କା ରହିଛି । ଏନେଇ ବଳଦ ଯାତ୍ରା ଉପରେ ଲାଗିଛି ରୋକ୍ ।…

ଗାଁରେ ଥମୁନି ହାତୀ ଉପଦ୍ରବ

ଓଡ଼ିଶା ସମ୍ବାଦ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି । ବିଳମ୍ବିତ…