Latest Odisha News

BREAKING NEWS

Browsing Category

ସହର

City

ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ: ମିଳିଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିର ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌ ନେଇ ଅନ୍ୟ ଏକ ଅପ୍‌ଡେଟ୍‌ ଆସିଛି। ଅଭିଯୁକ୍ତ ରାଧେ ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌…

ରାୟଗଡ଼ାରେ ବଢ଼ୁଛି କରୋନା ସଂକ୍ରମଣ ,୨ ଶିଶୁଙ୍କ ସମେତ ୪୭ ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାୟା ବିସ୍ଥାର କରୁଛି କରୋନା । ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାୟଗଡ଼ା ସହର ଡିଏଫଓ ତଳିଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୨ ଜଣ ଶିଶୁ ସଂକ୍ରମିତ ଥିବା ଜଣାପଡ଼ିଛି। ଡିଏଫଓ କଲୋନୀ ଝୋଟିଆ ସାହିରୁ…

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ…

‘ଅଭ୍ୟାସ’ର ସଫଳ ପରୀକ୍ଷଣ: DRDOକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ ଡ୍ରୋନର ପରୀକ୍ଷଣ ସଫଳ ହୋଇଛି । ଏ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । । ‘ଅଭ୍ୟାସ’କୁ…

ପୁଣି ଜବତ ହେଲା ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର

ଭଦ୍ରକ: ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱରରୁ ଚାଲାଣ ବେଳେ ପୋଲିସ ଦ୍ବାରା ଜବତ ହେଲା ୩୧୬ ଗ୍ରାମର ବ୍ରାଉନସୁଗର । ତେବେ ବ୍ରାଉନସୁଗର ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଭଦ୍ରକ ବଉଳପୋଖରୀ ଗାଁର ଦୁଇ ଜଣ ଯୁବକଙ୍କ ସହ ଜଣେ…

ମମିତା ମେହେର ହତ୍ୟା ଘଟଣା, ସିପିଆଇ ପକ୍ଷରୁ ବିକ୍ଷୋଭ

କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ…

ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର , ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର : ନିଖୋଜ ନାବାଳିକାର ମୃତ ଦେହ ଉଦ୍ଧାର । ମମିତା ତାତି ଥମି ନଥିବା ବେଳେ କେନ୍ଦୁଝରରେ ଏପରି ଅଘଟଣ ଘଟିଛି । ହଳଦିଆ ଗୁଣା ଗାଁର ଏକ ପଡ଼ିଆରୁ ନାବାଳିକାର ଅର୍ଦ୍ଧନଗ୍ନ ମୃତ ଦେହ ଉଦ୍ଧାର କରିଛି ପୋଲିସ । ପାରିପାଶ୍ୱିକ ସ୍ଥିତିରୁ ଜଣପାଡିଛି ଯେ ନାବାଳିକାକୁ କେହି ଦୁଷ୍କର୍ମ ପରେ…

ସମସ୍ୟାରେ ଗାଁ…

ମହାସିନ୍ଧୁ: ଗାଁରେ ଅନେକ ସମସ୍ୟା । ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ଏହେଉଛି ଦେବଗଡ଼ ଜିଲ୍ଲାର ବଣପାହାଡ ଘେରା ମହାସିନ୍ଧୁ ଗାଁ । ପାହାଡ ତଳେ ବସବାସ କରନ୍ତି ବହୁ ଆଦିବାସୀ ପରିବାର । ମୁଣ୍ଡ ଗୁଂଜିବାକୁ ଭଲ ଘର ଖଣ୍ଡିଏ ନଥିବା ବେଳେ ଯିବାଆସିବା ପାଇଁ ଭଲ…

ଭେଣ୍ଡିଂ ଜୋନ ବ୍ୟବସ୍ଥା ନଥିବାରୁ ବଢୁଛି ଅସନ୍ତୋଷ

ଯାଜପୁର: ଯାଜପୁର ସହରରେ ନାହିଁ କୌଣସି ଭେଣ୍ଡିଂ ଜୋନ ।  ରାସ୍ତା ଉପରେ ଚାଲିଛି ପରିବା ହାଟ । ଆଉ ପୋଲ ଉପରେ ଚାଲିଛି ଆମିଷ ବ୍ୟବସାୟ । ଏ ହେଉଛି ଜିଲାପାଳ ଅପିଂସ ସମ୍ମୁଖର ଦୃଶ୍ୟ । ଭେଣ୍ଡି ଜୋନ ଯୋଗାଇବାର ଦାୟିତ୍ୱ ଉଭୟ ପୌରପାଳିକା ଏବଂ ନିୟନ୍ତ୍ରିତ ବଜାର କମିଟିର ହୋଇଥିବା ବେଳେ ଆଜି…

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ…