Latest Odisha News

BREAKING NEWS

Browsing Category

ସହର

City

କାଠଯୋଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡ଼େଇଁ ପଡ଼ିବା ଘଟଣା। ଖୋଜାଖୋଜି ପରେ ମିଳିଲା ଯୁବକଙ୍କ ମୃତଦେହ। ଦୀର୍ଘ ଘଣ୍ଟା ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି। କଟକ-ଭୁବନେଶ୍ୱର ରାସ୍ତା କାଠଯୋଡ଼ି ବ୍ରିଜରୁ ଡ଼େଇଁପଡ଼ିଥିଲେ ଯୁବକ। ମୃତକ ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ…

କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ

ଭୁବନେଶ୍ୱର: ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କାଠଯୋଡ଼ି ବ୍ରିଜ୍ ଉପରୁ ନଦୀ ଭିତରକୁ ଡେଇଁଲେ ଜଣେ ଯୁବକ । ଭୁବନେଶ୍ୱର-କଟକ ରାସ୍ତାରେ ସ୍କୁଟି ରଖି ମହିଳା ନଦୀ ଉତରକୁ ଡେଇଁଛନ୍ତି । ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳରେ । ତାଙ୍କ ନାଁ ସପନ କୁମାର ବେହେରା ଓ ବୟସ ୨୯…

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ

ମୟୁରଭଞ୍ଜ: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ଜିଲ୍ଲା ବିଜେପି। ଏନେଇ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ। ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାମରେ…

ମହାପ୍ରସାଦକୁ ଅସମ୍ମାନ, ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ

ପୁରୀ : ମହାପ୍ରସାଦକୁ ଅସମ୍ମାନ । ପୁରୀ ଲାଇଟ ହାଉସ ଅଞ୍ଚଳରେ ସିଟିଙ୍ଗ ୱାଲ ପାଚେରୀ ଉପରେ ବସି ଚପଲ ପିନ୍ଧି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଏହି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯିବା ସହ। ମହାପ୍ରସାଦକୁ…

ଅକ୍ଟୋବର-ନଭେମ୍ବର ପାର୍ବଣ ପାଇଁ ଆସିଲା ପୂଜା ଗାଇଡ଼ଲାଇନ୍

ଭୁବନେଶ୍ୱର: ଅକ୍ଟୋବର-ନଭେମ୍ବର ମାସର ପୂଜା ପାଇଁ ଆସିଲା ଗାଇଡ଼ଲାଇନ୍। ବିଏମସି ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି। ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତି ଅଧିକ ରହିଛି। ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆସିଲା ଗାଇଡ଼ଲାଇନ୍।…

କାର୍ତ୍ତିକରେ କଟକଣା, ଶ୍ରୀମନ୍ଦିରରେ ମହାପ୍ରସାଦ ବ୍ୟବସ୍ଥା ଉପରେ ଗୁରୁତ୍ୱ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତା କାଲି କୁମାରପୂର୍ଣ୍ଣିମା ଓ ତା ପର ଦିନ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତା ୨୧ ତାରିଖଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ…

ଧରା ପଡ଼ିଲା ଗୋବିନ୍ଦ

କଳାହାଣ୍ଡି: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ । ଫେରାର ଥିବା ଗୋବିନ୍ଦ ସାହୁଙ୍କୁ ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗିରଫ କଲା ବଲାଙ୍ଗୀର ପୋଲିସ । ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର…

ଇକୋ ରିଟ୍ରିଟ୍ ଗନ୍ତବ୍ୟ ସ୍ଥଳରେ ଯୋଡ଼ିହେଲା କେନ୍ଦ୍ରାପଡ଼ାର ପେଣ୍ଠ

କେନ୍ଦ୍ରାପଡ଼ା: ପର୍ଯ୍ୟଟନ ବିଭାଗ ଓଡ଼ିଶାର ଇକୋ ରିଟ୍ରିଟ୍ ମାନଚିତ୍ରରେ ଯୋଡ଼ିହେଲା ଆଉ ଏକ ଗନ୍ତବ୍ୟ ସ୍ଥଳ। କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠଠାରେ ଇକୋ ରିଟ୍ରିଟର ଉତ୍ସବ ଆୟୋଜନ କରିବାକୁ ନିଷ୍ପତି ନିିଆଯାଇଛି। ଭିତରକନିକା ପରେ ଜିଲ୍ଲାର ଏହା ଦ୍ୱିତୀୟ ସ୍ଥାନ ଯେଉଁଠାରେ ଇକୋ ରିଟ୍ରିଟ୍…

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ନୁଆ ମୋଡ଼, ମାଟି ତଳୁ ମିଳିଲା ମମିତାଙ୍କ ଜନିଷ

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା ।  କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ନୁଆ ମୋଡ଼ । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ ନିଖୋଜ ମମିତା ମେହେରଙ୍କ ହୋଇଥିବା ସନ୍ଦେହ କରାଯାଉଥିଲା । ମାଟିତଳୁ ମିଳିଥିବା ସୁନା…

ସୃଷ୍ଟି ହେଲା ଆଉ ଏକ ଲଘୁଚାପ,ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆଜି  ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି…