Latest Odisha News

BREAKING NEWS

Browsing Category

ସହର

City

ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ରରେ ବୁଡିଗଲେ ୨ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡି ଯାଇଛନ୍ତି ଦୁଇ ପର୍ଯ୍ୟଟକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଛନ୍ତି। ତେବେ ଉଦ୍ଧାର ହୋଇଥିବା ଯୁବକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ…

୩ ମାସରେ ବାଲେଶ୍ୱରରେ ୭ କେଜି ବ୍ରାଉନ ସୁଗାର ଜବତ , ୬୪ ଜଣ ଗିରଫ

ଜଳେଶ୍ୱର :ଜଳେଶ୍ୱରରେ ପୋଲିସ ଓ ଅବକାରୀ ବିଭାଗର ସାମ୍ବାଦିକ ସମ୍ମିଳନୀ। ପୋଲିସ ଓ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମର ସଫଳତା ପାଇଁ ବାଲେଶ୍ୱର ଏସପିଙ୍କ ଦ୍ୱାରା ଜଳେଶ୍ୱର ଥାନା ପରିସରରେ ପ୍ରେସମିଟ ଅନୁିଷ୍ଠିତ ହୋଇଯାଇଛି । ଜଳେଶ୍ୱରରେ ଦିନକୁ ଦିନ ବଢ଼ୁଛି ବ୍ରାଉନସୁଗାର କାରବାରଏନେଇ…

ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ

କଳାହାଣ୍ଡି : ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ । ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଛି ବଲାଙ୍ଗୀର ପୋଲିସ । ଏଥିସହିତ ଗୋବିନ୍ଦଙ୍କ ସମ୍ପର୍କରେ ସୂଚନା ଦେବା ଲାେକଙ୍କ ନିମନ୍ତେ ଘୋଷଣା କରାଯାଇଥିବା ୨୦ ହଜାର…

ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ

କଟକ: କଟକରେ ସାଇବର ଅପରାଧର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମର୍କତନଗରର ଶକୁନ୍ତଳା ମଣ୍ଡପରେ ସାଇବର ଅପରାଧ ସେଲ ବିଭାଗ ଓ ସହରାଞ୍ଚଳ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହୋଇଥିଲା। ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ…

ନାଗାବଳୀ ନଦୀରେ ନିଖୋଜ ମାମଲା, ମିଳିଲା ମୃତଦେହ

ରାୟଗଡା : ନାଗାବଳୀ ନଦୀରେ ଅଘଟଣ ମାମଲା । ବୁଲିବାକୁ ଯାଇ ଭାସିଯାଇଥିଲେ ବାପା ପୁଅ । ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି । ଜଗନ୍ନାଥପୁର ଗାଁ ନିକଟରୁ କେ, ଶ୍ରୀନିବାସଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗତ ରବିବାର ଦିନ…

ମହମ୍ମଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର :  ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଥିବା ଅବଦୁଲ ସକୁରସାହା ବାବାଙ୍କ ମସଜିଦ ପରିସରରେ ଆଜି ମହମ୍ମଦ ଜୟନ୍ତି ପାଳିତ ହୋଇଯାଇଛି  । ଏହି ଅବସରରେ ମସଜିଦରୁ ଏକ ଶୋଭାଯାତ୍ରା ବାହାରି କୋଭିଡ କଟକଣାକୁ ମାନି ତରଭା ସହର ପରିକ୍ରମା କରିବା ସହିତ ମସଜିଦକୁ…

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କୁଳିଅଣା ବ୍ଲକ ପାଣିଜିଆଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ ହୋଇଛି। କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ଶିଳାନ୍ୟାସ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ କାଳରେ ୩ଟି ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। କେନ୍ଦ୍ର ସରକାର…

[ଭିଡ଼ିଓ ] ମୃତ ପୁଅକୁ ବଞ୍ଚାଇବାର ଜିଦ୍ ,ନାକେଦମ୍ ପୁଲିସ୍‌

ଅନୁଗୁଳ: ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା । ପୁଲିସକୁ ହେବାକୁ ପଡିଲା ନାକେଦମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ…

ଦଳିଦେଲା ଦନ୍ତା, ଜଣେ ମୃତ

କାମାକ୍ଷାନଗର: ଦଳିଦେଲା ଦନ୍ତା। ଢ଼େଙ୍କାନାଳ ଜିଲ୍ଲା ଡ଼ମୋଳ ଗାଁରେ ଏହି ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବାବେଳେ ଜଣେ ବ୍ୟକ୍ତିଙ୍କୁ ନାଳ ଭିତରେ ଦଳିଦେଲା ଦନ୍ତା। ମୃତକ ଜଣକ ହେଲେ ଡ଼ମୋଳ ଗାଁର କମାର ବେହେରା। କମାର ଆଜି ଭୋର ପ୍ରାୟ ୫ଟା ସମୟରେ ଗାଁ ପାଖ ଜୋରକୁ ଗାଧୋଇବାକୁ ଯାଇଥିବାବେଳେ…

ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା, ମାଟି ତଳେ ଲୁଚିଛି କି ରହସ୍ୟ ?

କଳାହାଣ୍ଡି : ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା । ମାଟି ତଳେ ଲୁଚିଛି କି ରହସ୍ୟ ? କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣା । ମହାଲିଙ୍ଗ୍ ଷ୍ଟାଡିୟମ୍ ରୁ ମିଳିଲା ଗଳିତ ମୃତଦେହ । ମୃତଦେହଟି ନିଖୋଜ ମମିତା ମେହେରଙ୍କ ହୋଇଥିବା…