Latest Odisha News

BREAKING NEWS

Browsing Category

ସହର

City

ପହଞ୍ଚୁନି ପୃଷ୍ଟିକର ଖାଦ୍ୟ, ଅପପୃଷ୍ଟିର ଶିକାର ଅଧିକାଂଶ ଶିଶୁ

କେନ୍ଦୁଝର: ଖଣି ଖାଦାନଭରା ଅଞ୍ଚଳରେ ଅପପୃଷ୍ଟିର ଶିକାର ଶିଶୁ। ଏହିଭଳି ଦାରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ। ସରକାର ଆଦିବାସୀ ବହୁଳ ଅଞ୍ଚଳରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ବହୁ ଯୋଜନା କରୁଛନ୍ତି। ମାତ୍ର ତାହା କେବଳ କାଗଜ କଲମରେ ସୀମିତ। ଯାହା…

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି । ଜଷ୍ଟିସ ମୃଗାଙ୍ଗ ସେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ  ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ…

ବାଘ ଛାଲ ଚାଲାଣ, ଜଣେ ଗିରଫ

ବୌଦ୍ଧ: STF ପଞ୍ଝାରେ ବାଘଛାଲ ବେପାରୀ । ବାଘ ଛାଲ ଚାଲାଣ ବେଳେ ମାଡି ବସିଲା ଏସଟିଏଫ । ମନମୁଣ୍ଡା ଥାନା କପାସିରାରେ ପ୍ଲାଷ୍ଟିକ ବସ୍ତାରେ ଚାଲାଣ ବେଳେ ଧରିଲା ଏସଟିଏଫ । ଜଣେ ଚାଲାଣକାରୀ ଗିରଫ ୨ଟି ବାଘ ଛାଲ ଜବତ । ଗିରଫ ଅଭିଯୁକ୍ତ ହେଲା ଲୁନ୍ଦ୍ରା ଗାଁର ଜୀବର୍ଦ୍ଧନ ଭୋଇ। ବାଘ…

ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, ସରକାରୀ ସହାୟତା ପାଇଁ ପରିବାରର ନିବେଦନ

କଳାହାଣ୍ଡି : ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ। ଜରି ପାଲ ତଳେ ବିତୁଛି ଜୀବନ। ଧର୍ମଗଡ଼ ଏନଏସି ର ୱାର୍ଡ ନମ୍ବର ୩ ରେ ରହୁଥିବା ସୁଲୋଚନା ନାଏକ ଓ ତାଙ୍କ ପତି ମୋହନ ଦାସ ନାଏକ ଏପରି ଦୟନୀୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି। ରହିବା ପାଇଁ ନା ଅଛି ନିଜସ୍ୱ ଘର। ଦୀର୍ଘ ବର୍ଷ ହେବ ଏହି…

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି ଓ ଗାଁ ସଫେଇ କଲେ ଅଙ୍ଗନୱାଡ଼ି ଦିଦି

କଳାହାଣ୍ଡି: ଅଙ୍ଗନୱାଡ଼ି ଦିଦିଙ୍କ ମହାନତା। ରାସ୍ତା ମରାମତି ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ। ହେଲେ କେହି କର୍ଣ୍ଣପାତ କରିଲେନି। ଶେଷରେ ଗାଁ ସଫେଇ ଓ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଙ୍ଗନୱାଡ଼ି ଦିଦି। ତାଙ୍କର ମହାନତା ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।…

ନୀଳଗିରିରେ ଭାଲୁ ଆତଙ୍କ

ନୀଳଗିରି: ନୀଳଗିରିରେ ଭାଲୁ ଆତଙ୍କ । ଆକ୍ରମଣରେ ଯୁବକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଦେଖିବାକୁ ମିଳିଛି ନୀଳଗିରି ବାଲିଓରା ଗାଁରେ ।  ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ…

ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ନବରଙ୍ଗପୁର: ପୁଣି ଚୋରାଚାଲାଣ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ୪ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ନବରଙ୍ଗପୁର ରେଞ୍ଜ ବନବିଭଗ । ଗିରଫ ୪ ଅଭିଯୁକ୍ତ ହେଲେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳଗୁମ୍ମା ଗାଁର ବୃନ୍ଦାବନ ପୂଜାରୀ, ଚିତ୍ରକୋଟ ଗାଁର ଲୁଥର ଟାକରି, ରାୟଗଡା ଜିଲ୍ଲା ଲୁପୁଙ୍ଗ…

ମୋବାଇଲ ଲୁଟେରା ଗ୍ୟାଙ୍ଗ ପ୍ରେମୀ ଯୁଗଳ

ପୁରୀ: ପୁରୀ ଟାଉନ ଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ମୋବାଇଲ ଲୁଟ କରୁଥିବା ଗ୍ୟାଙ୍ଗ ହେଉଛନ୍ତି ପ୍ରେମୀ ଯୁଗଳ । ପ୍ରେମୀ ଯୁଗଳ ଅଭିନବ ଉପାୟରେ ମୋବାଇଲ ଲୁଟ କରୁଥିଲେ । ଗିରଫ ପ୍ରେମୀ ଯୁଗଳ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀଙ୍କ ମୋବାଇଲ ଲୁଟ କରୁଥିଲେ ।…

ପତ୍ର ତୋଳିବାକୁ ଯାଇଥିବାବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ମୃତ ମହିଳା ଜଣକ ହେଲେ ଢ଼େଙ୍କାନାଳ ଜିଲ୍ଲା ରାଇବୋଲ ପଞ୍ଚାୟତ ହାଡ଼ଗଡ଼ି ଗାଁର ପାର୍ବତୀ ପ୍ରଧାନ। ପାର୍ବତୀ ପତ୍ର ତୋଳିବା ପାଇଁ ଗାଁ ପାଖ ମଉଳାଭଣଜା ଜଙ୍ଗଲକୁ ଯାଇଥିଲେ। ପତ୍ର ତୋଳି ଘରକୁ ଫେରିବା ବାଟରେ ହିଁ ବଜ୍ରାଘାତର ଶିକାର…

ସଂଯୁକ୍ତ କିଶାନ ମୋର୍ଚ୍ଚାର ପୁରୀ ରେଳଷ୍ଟେସନରେ ରେଳରୋକ

ପୁରୀ: ପୁରୀ ସଂଯୁକ୍ତ କିଶାନ ମୋର୍ଚ୍ଚା ତରଫରୁ ପୁରୀ ରେଳଷ୍ଟେସନରେ ରେଳରୋକ କରାଯାଇଛି। ତିନି କଳା କୃଷି ଆଇନ ରବ୍ଦ, ସମସ୍ତ କୃଷିଜାତ ଦ୍ରବ୍ୟର ଏମଏସ୍ପି ଦେବା, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀରେ କୃଷକ ଗଣହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ…