Latest Odisha News

BREAKING NEWS

Browsing Category

ସହର

City

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ…

ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି…

ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତା

ମୟୁରଭଞ୍ଜ: ସାମାଜିକ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲାର ରୁଗୁଡ଼ିଡିହି ଗ୍ରାମର ଗ୍ରାମବାସୀ ସେହି ଗ୍ରାମର ମୁଚିରାମ ଟୁଡ଼ୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ମୁଚିରାମଙ୍କ ପରିବାର ଲୋକେ ପିଇବା ପାଣି ବନ୍ଦ…

ବିନା ଶ୍ରଦ୍ଧାଳୁରେ ମା’ଙ୍କ ପୂଜା

ବ୍ରହ୍ମପୁର: ବିନା ଶ୍ରଦ୍ଧାଳୁରେ ମା’ଙ୍କ ପୂଜା ହେବ। ଦୁର୍ଗା ପୂଜା ଲାଗି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି । କଟକଣା ଅନୁସାରେ ମହାନଗର ଅଞ୍ଚଳରେ ଦୁର୍ଗା ପୂଜା ଆୟୋଜନ ହେବ । ନୂଆ ନିୟମ ଅନୁସାରେ ପୂଜା ମଣ୍ଡପକୁ ତିନି ପଟରୁ ସଂପୂର୍ଣ୍ଣ ଆବଦ୍ଧ କରାଯିବ। ସେହିପରି…

କଟକଣା ଭିତରେ ଗଡ଼ିବ ମା’ବିରଜାଙ୍କ ରଥ

ଯାଜପୁର: କଟକଣା ଭିତରେ ଗଡ଼ିବ ମା’ବିରଜାଙ୍କ ରଥ । କରୋନା କଟକଣା ଯୋଗୁଁ ଚଳିତବର୍ଷ ଦୁର୍ଗା ମହାଷ୍ଟମୀରେ ଗଡିବ ରଥ ।  ବିନା ଶ୍ରଦ୍ଧାଳୁରେ ଗଡିବ ମା’ ବିରଜାଙ୍କ ରଥ । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ଜିଲ୍ଲା ପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ମଧ୍ୟରେ…

କରୋନାରେ ହାରିଗଲେ ସାମ୍ବାଦିକ ସତ୍ୟଜିତ

ଭୁବନେଶ୍ୱର : ପରଲୋକରେ ଆଉ ଜଣେ ଯୁବ ସାମ୍ବାଦିକ । କରୋନାରେ ହାରିଗଲେ ଟେଲିଭିଜନ ଦୁନିଆରେ ନାଁ କମାଇଥିବା ସାମ୍ବାଦିକ ସତ୍ୟଜିତ ମହାପାତ୍ର । କରୋନା ସହ ସଂଘର୍ଷ କରି ୪୪ ବର୍ଷ ବୟସରେ ଆର ପାରିକୁ ଚାଲିଯାଇଛନ୍ତି "ଦ କମନ ଟାଇମ୍ସ" ସମ୍ପାଦକ ସତ୍ୟଜିତ ମହାପାତ୍ର । ଏକ ଘରୋଇ ହସ୍ପିଟାଲରେ ସେ…

ୟୁପି ଚାଷୀ ହତ୍ୟା ଘଟଣା : କନ୍ଧମାଳ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

କନ୍ଧମାଳ : କନ୍ଧମାଳ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା  । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲା ଖିର ଅଞ୍ଚଳରେ ବିଜେପି ମନ୍ତ୍ରୀଙ୍କ ପୁଅ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଗାଡି ଦୁର୍ଘଟଣା କରି ଛଅ ଜଣ ଚାଷୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ…

ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର କଳାହାଟ ଦ୍ଵାରର ରୁପା ସାମଗ୍ରୀ ସୁରକ୍ଷା ଦାୟିତ୍ବ  ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଷ୍ଟ୍ରଙ୍ଗରୁମରୁ ଟ୍ରେଜେରି ଗଲା ୫ କୁଇଣ୍ଟାଲ ରୁପା । ଶ୍ରୀମନ୍ଦିରର କଳାହାଟ ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ଆଜି ନିଳାଦ୍ରୀ…

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର :ପିପିଲି ଡେଲାଙ୍ଗ ବିଧାୟକ ପ୍ରାର୍ଥୀ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପସ୍ଥିତିରେ ସେ ଶପଥ ପାଠ କରିଛନ୍ତି। ପିପିଲିର ନବନିର୍ବାଚିତ ବିଧାୟକ ହେଉଛନ୍ତି ରୁଦ୍ର ମହାରଥୀ। ପିପିଲି ଭୋଟ ଗଣତି ହୋଇଥିବା…

୨ମିଲିୟନ କ୍ଷମତା ବିଶିଷ୍ଠ ଆଲୁମିନା କାରଖାନା ପ୍ରତିଷ୍ଠା ନେଇ ଜନଶୁଣାଣୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ାରେ ହିଣ୍ଡାଲକୋ ପକ୍ଷରୁ ୨ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ପୋଡାପୋଡିଠାରେ ଏହି ଶୁଣାଣୀ ହୋଇଥିଲା। ବୈଠକରେ ସ୍ଥାନୀୟ ଗ୍ରାମବାସୀମାନେ…