Latest Odisha News

BREAKING NEWS

Browsing Category

ସହର

City

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି…

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ…

ଧବଳମୁଖୀ ବେଶରେ ଆଜି ଦର୍ଶନ ଦେଉଛନ୍ତି ମା’ ସମଲେଇ

ସମ୍ୱଲପୁର: ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶଙ୍ଖ ଓ ଗୋପୀ ତିଳକରେ ମାଆଙ୍କୁ ଧବଳ ଲେପ ଦିଆଯାଇ ଧବଳମୁଖୀ ବେଶ କରାଯାଇଛି । ମାଆଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି,…

ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ

ଟିଟିଲାଗଡ଼ : ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା । ଟିଟିଲାଗଡ଼ ସଇଁତଲା ମୁଖ୍ୟ ରାସ୍ତାର ଶଗଡ଼ଘାଟି ନିକଟରେ ରାସ୍ତା ଉପରେ ଜଣେ ଯୁବକ ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ହୋଇ ପଡ଼ିଥିଲେ। ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା ସୂଚନା ପାଇ ଶଗଡ଼ଘାଟି ଗାଁ ନିକଟରୁ ମୁର୍ମୁଷ ଅବସ୍ଥାରେ ଯୁବକଙ୍କୁ…

ୟୁପି ଚାଷୀ ମୃତ୍ୟୁ ଘଟଣା : ସୋନପୁର ଶ୍ରମିକ କୃଷକ ଏକତା ମଞ୍ଚର ବିକ୍ଷୋଭ

ସୋନପୁର : ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ ନେଇ ସୋନପୁର ଜିଲ୍ଲାରେ ପ୍ରତିବାଦ । ଉତ୍ତର ପ୍ରଦେଶ ଲଖିପୁର ଠାରେ ହୋଇଥିବା ଚାଷୀ ମୃତ୍ୟୁ ଘଟଣାକୁ ନିନ୍ଦା କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା  ମଞ୍ଚ ପକ୍ଷରୁ ବିରମହାରାଜପୁର ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…

ଗଞ୍ଜେଇ କାରବାରରେ ଲାଗିବ ରୋକ୍

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ନୀଳ ଜହର କାରବାର। ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ଚଢାଉ ସମୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ତେବେ ଏହି ଗଞ୍ଜେଇ କାରବାର ରୋକିବାକୁ ବିଭିନ୍ନ ପଦକ୍ଷେପ ମାନେ ନିଆଯାଉଥିବା ବେଳେ ଏହା କିନ୍ତୁ ଫେଲ୍ ମାରୁଛି । ଏନେଇ ଆୟୋଜିତ ହୋଇଛି…

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ…

ମାତିଛନ୍ତି ଲୁଟେରା , ମହିଳାଙ୍କ ଠାରୁ ଝାମ୍ପିନେଲେ ୫ ଲକ୍ଷ

କୋରାପୁଟ :  କୋଟପାଡ ସହରରେ ମାତିଛନ୍ତି ଲୁଟେରା । ଦିନି ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ଲୁଟେରାଙ୍କ ହାତରୁ ଖସି ପାରିନଥିଲେ ।  ରାସ୍ତାରେ ପଡ଼ିଯାଇଥିବା ସମୟରେ ଲୁଟେରା ମାନେ ମହିଳାଙ୍କ ଟଙ୍କା…

ମୁମ୍ବାଇ ଡ୍ରଗ୍ସ ମାମଲାରେ ଓଡ଼ିଆଙ୍କ ଲିଙ୍କ୍

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏନ୍‌ସିବି ହାତରେ ସାଂଘାତିକ ତଥ୍ୟ । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ ।…

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ…