Latest Odisha News

BREAKING NEWS

Browsing Category

ସହର

City

ବିଭିନ୍ନ ଦାବି ନେଇ ଏକାଠି ହେଲେ ଶହ ଶହ ଅଙ୍ଗନୱାଡି କର୍ମୀ

କେନ୍ଦୁଝର :ଆନ୍ଦୋଳନର ଧମକ ଦେଲେ ଅଙ୍ଗନୱାଡି କର୍ମୀ । ୫ ଦଫା ଦାବିନେଇ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶିଶୁଙ୍କୁ ରନ୍ଧାଖାଦ୍ୟ ଦେବାପାଇଁ ମିଳୁଛି ୫ ଟଙ୍କା ହେଲେ ଅଣ୍ଡା…

ଯନ୍ତ୍ରଣାରେ ଜର୍ଜରିତ ଜୀବନ

ପୁରୀ: ଅସହ୍ୟ ରୋଗ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି ମିତାଲି ସ୍ୱାଇଁ l ପୁରୀ ସଦର କେରାଣ୍ଡିପୁର ଗ୍ରାମର ୨୧ ବର୍ଷୀୟ ମିତାଲି , ପୁରୀ ଜିଲ୍ଲାପାଳଙ୍କ ନିକଟରେ ଭିକ୍ଷା ମାଗିଥିଲେ ମୋତେ ସହଯୋଗ କର ମୁଁ ଏ କଷ୍ଟ ରୁ ମୁକ୍ତି ପାଇବି l ମିତାଲି ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତହୋଇ ଏବେ ଯନ୍ତ୍ରଣାରେ…

[ଭିଡିଓ] ପିପିଲିରେ ରାଜନୈତିକ ଅଶାନ୍ତି, ରାସ୍ତାରୋକ କଲେ ବିଜେପି କର୍ମୀ

ପୁରୀ :ପିପିଲିରେ ଦେଖାଦେଲା ରାଜନୈତିକି ଅଶାନ୍ତି। ରାସ୍ତାରୋକ କଲେ ବିଜେପି କର୍ମୀ। ବିଜେପି ପତାକା ଚିରିବା ଓ ପ୍ରଚାର ଗାଡିକୁ ବାଡେଇବା ଅଭିଯୋଗରେ ରାସ୍ତା ରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକ ନିକଟରେ ବିଜେପିର ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡି କର୍ମୀମାନେ…

ଆଜିଠୁ ପିତୃପକ୍ଷ ଆରମ୍ଭ ,ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପରିବାର ଲୋକ

ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁଁ କୌଣସି ଭକ୍ତଙ୍କୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନଥିବାରୁ ,ଚଳିତ ବର୍ଷ ଶ୍ରୀକ୍ଷେତ୍ରେରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣିରେ ଗହଳି ଦେଖିବାକୁ ମିଳିଛି। ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ…

ରାସ୍ତା କଡରୁ ମିଳିଲା ମୃତଦେହ ,ପୋଲିସ ଆରମ୍ଭ କଲା ଖୋଳତାଡ

ଭଦ୍ରକ : ଭଦ୍ରକରେ ଚାଞ୍ଚଲ୍ୟ । ରାସ୍ତା କଡରୁ ମିଳିଲା ମୃତ ଦେହ । ଭଦ୍ରକ ହଳଦୀଡିହ ପଞ୍ଚାୟତରେ ରାସ୍ତା କଡରୁ ପୋଲିସ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ହେଲେ ପୀରହାଟ ମାଲପୁର ଅଞ୍ଚଳର ନବଘନ ସାହୁ ବୋଲି ଜଣାପଡ଼ିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି…

ମୟୂରଭଞ୍ଜ ଗସ୍ତରେ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ : ମୟୂରଭଞ୍ଜ ଗସ୍ତରେ ଗଲେ ମନ୍ତ୍ରୀ ସୁଦାମ ମାରାଣ୍ଡି । ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଦୁଃଖ ବୁଝିଲେ । ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଦିନିକିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ।ସେ ହେଲିକେପ୍ଟର ଯୋଗେ ମୟୂରଭଞ୍ଜରେ…

୨୨୫୬ କିଲୋ ଗଞ୍ଜେଇ ଜବତ ,୩ ଗିରଫ

ମାଲକାନଗିରି : ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ମାଲକାନଗିରି ଜିଲ୍ଲା ଚିତ୍ରୋକୋଣ୍ଡା ଅଞ୍ଚଳରୁ ରାୟପୁରକୁ କୋଇଲା ବୋଝେଇ ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରାଚାଲଣ । ୨୨୫୬ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ କୋଟିରୁ…

ଜୟପୁରରେ ବ୍ରାଉନସୁଗାର ଜବତ ,୩ ଅଭିଯୁକ୍ତ ଗିରଫ

ଜୟପୁର : ଜୟପୁର ଟାଉନ ଥାନା ପୋଲିସକୁ ସଫଳତା । ବ୍ରାଉନସୁଗାର ଜବତ କଲା ଜୟପୁର ଟାଉନ ଥାନା ପୋଲିସ । ଗେଟଗୁଡା ନିକଟ ଆମ୍ବାତୋଟାରେ ପୋଲିସ ଚଢଉ କରି ବ୍ରାଉନ ସୁଗାରକୁ ଜବତ କରିଛି । ଏହା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ ୨.୭୧ ଗ୍ରାମ ବ୍ରାଉନସୁଗାର ପୋଲିସ…