Latest Odisha News

BREAKING NEWS

Browsing Category

ପୁରୀ

Puri

ଦୂରଦର୍ଶନ ସମେତ ଅନ୍ୟ ଘରୋଇ ଚ୍ୟାନେଲରେ ହେବ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା  ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କ’ଣ ସର୍ତ୍ତ ରଖିଲେ ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାଲାଗି କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ଅନୁମତି ପ୍ରଦାନ କରିଛନ୍ତି । “ ଜନସାଧାରଣଙ୍କ ଉପସ୍ଥିତି ବିନା ରଥଯାତ୍ରା କଟକଣା ଦେଇ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ଓଡ଼ିଶାର ଜଣେ…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଲା କୋଭିଡ୍ ଟେଷ୍ଟ ସରଞ୍ଜାମ; ସେବାୟତଙ୍କ ହେବ ପରୀକ୍ଷା

ପୁରୀ: ପୁରୀରେ ଆସନ୍ତାକାଲି ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ ଗ୍ରୀନ୍ ସିଗନାଲ୍ ଦେବା ପରେ ଏବେ ପୁରୀରେ ସମସ୍ତ ଆୟୋଜନ ଜୋରସର୍ ଆରମ୍ଭ ହୋଇଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତମାନଙ୍କର ହେବ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ: …

ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ପୁରୀ: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ଆଜି ରଥଖଳାରୁ ସିଂହଦ୍ୱାର ଚକଡ଼ାକୁ…

ରଥଯାତ୍ରା ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ : ସକାଳ ୭ଟା ରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଆସନ୍ତାକାଲି ହେବାରୁ ଥିବା ଘୋଷଯାତ୍ରା ପାଇଁ ନୀତିକାନ୍ତି ତାଲିକା ପ୍ରକାଶ ପାଇଛି । ଭୋର ତିନିଟାରେ ହେବ ମଙ୍ଗଳ ଆଳତୀ, ୩ୟା ୧୫ରେ ମଇଲମ, ୩ଟା ୩୦ରେ ତଡପଲାଗି ଅନୁ ହେବ । ସାଢେ ଚାରିଟାରେ ଅବକାଶ ନୀତି ଓ ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ । ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ…

ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ

ପୁରୀ: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମେତ ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଅଗଣିତ ହିନ୍ଦୁ ସମାଜ, ସାଢେ ଚାରି କୋଟି ଓଡ଼ିଆ ତଥା ବିଶ୍ୱବ୍ୟାପୀ ରହିଥିବା କୋଟି କୋଟି…

ତିନିରଥରେ ବିଜେହେଲା ମହାପ୍ରଭୁଙ୍କ ଆଜ୍ଞାମାଳ; ରଥରେ ବାଜିଲା କାହାଳୀ…

ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କେବଳ ଓଡ଼ିଶା କି ଭାରତ ନୁହେଁ ବରଂ ବିଶ୍ୱରେ ଥିବା ମହାପ୍ରଭୁଙ୍କର କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ରଥଯାତ୍ରା ଲାଗି ଭରି ରହିଛି ଅହେତୁକ ଉତ୍କଣ୍ଠା । ସିଂହଦ୍ୱାର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ମହାପ୍ରଭୁ…

ପୁରୀରେ ରଥଯାତ୍ରା ହେବାନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୁରୀ ବିଧାୟକ

ପୁରୀ: ଜୁନ୍ ୨୩ ତାରିଖରେ ପବିତ୍ର ରଥଯାତ୍ରା । ପୁରୀରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଆସନ୍ତାକାଲି ତାଙ୍କର ଶୁଣାଣି ପ୍ରକାଶ କରିବେ । ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଆବେଦନ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓଡ଼ିଶାର…

ରଥଯାତ୍ରା ଲାଗି ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍ କଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର୍ କରିଛନ୍ତି । ଏସମ୍ପର୍କରେ ଶ୍ରୀ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ…

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି…