Latest Odisha News

BREAKING NEWS

Browsing Category

କଟକ

Cuttack

ମାହାଙ୍ଗା ମିଷ୍ଟ୍ରି: ଖେଳ ସାରଙ୍କୁ ଜେରା, ମାମଲା ରୁଜ୍ଜୁ କଲେ ରାଜ୍ୟ ମହିଳା କମିଶନ

କଟକ: ମାହାଙ୍ଗା ନାବାଳିକାର ସନ୍ଦେହଜନକ ମୃତ୍ୟୁ ଘଟଣା । ଗୋକନ ସ୍କୁଲ କ୍ରୀଡା ଶିକ୍ଷକଙ୍କୁ ଅଧିକ ପଚରାଉଚରା କରିଛନ୍ତି ତଦନ୍ତ ଅଧିକାରୀ । ଜଗସିଂହପୁର ଥାନା ଛେଳିଆଗଡ ଘରେ ଶିକ୍ଷକଙ୍କୁ ପଚରାଉଚରା କରାଯାଇଛି । କେବଳ ଖେଳ ଶିକ୍ଷକ ନୁହଁନ୍ତି , ତାଙ୍କ ମାଆଙ୍କୁ ବି ପୋଲିସ ପଚରାଉଚରା ଜାରି…

ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଜେଇଇ ପରିଚାଳନା ବିଭ୍ରାଟ ମାମଲା  । ମାର୍କ ସିଟ୍ ଘୋଟାଲାର ତଦନ୍ତ କରିବ ସିବିଆଇ  । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏ ନେଇ ଏକ ମାମଲା ଦାଖଲ…

ଆଜି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ସୂଚନା ମୁତାବକ, ଓଡ଼ିଶା…

ବୁଡ଼ିଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର, ୧୪୪ ଧାରା ଜାରି କଲା ପ୍ରଶାସନ

ବଡମ୍ବା: ମହାନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ଏନେଇ ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ବନ୍ୟାରେ ଜନଗହଳିକୁ…

ପଦ୍ମବନ ଅଚ୍ୟୁତାନନ୍ଦ ପୀଠ: ଜାଣନ୍ତୁ ଏହି ପୀଠର ମାହାତ୍ମ୍ୟ…

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି। ପାକୃତିକ ସୌନ୍ଦର୍ଯ୍ୟ…

ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲେ ଅଜା

କଟକ: ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି…

ଜଗତସିଂହପୁର ମାଛଗାଁ କେନାଲରେ ଘାଇ: ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ପାଣି

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ଦୁଇଟି ବଡ଼ ଘାଇ ହୋଇଥିବା ଯୋଗୁଁ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି। । ଫଳରେ ଜଗତସିଂହପୁର କଟକ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଞ୍ଚରେ ପାଣି ଲହଡ଼ି ଭାଙ୍ଗୁଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ତରିକୁନ୍ଦ ବଜାରର ଅଧିକାଂଶ…

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରସାୟନ ବିଭାଗ ପୁରାତନ ଛାତ୍ରସଙ୍ଘର ବାର୍ଷିକ ଉତ୍ସବ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପୁରାତନ ଛାତ୍ର ସଙ୍ଘ ପକ୍ଷରୁ ୧୮ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ପୁରାତନ ଛାତ୍ରସଙ୍ଘର ସଭାପତି ପ୍ରଭାତ କୁମାର ମିଶ୍ର ଉଦଘାଟନ କରିଥିଲେ। ଏହି ଅବସରରେ ଜୀବନବ୍ୟାପୀ ରସାୟନ ବିଜ୍ଞାନ କୃତି ପାଇଁ ଶ୍ରୀ…

ବାପାଙ୍କ ମୃତ୍ୟୁର ବର୍ଷକ ପରେ ଚାଲିଗଲେ ପୁଅ

କଟକ: କଥାରେ ଅଛି ମୃତ୍ୟୁ କେତେବେଳେ କଉଠି ବି ଆସେ କାହାକୁ ଜଣା ନଥାଏ । କିଏ ଜାଣିଥିଲା ଏତେ କମ୍ ବୟସରେ ସେ ଦୁନିଆ ଛାଡ଼ି ଚାଲି ଯିବେ । ଯେଉଁ ବୟସରେ ଭବିଷ୍ୟତ ଗଢିବାକୁ ସ୍ବପଦେଖିବା କଥା ସେ ଆଜି ଅଫେରା ରାଇଜରେ । ଆାମେ କହୁଛୁ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ସାନ…

ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ୍‌ ପୋଲିସ

କଟକ : କଥାରେ ଅଛି ରଖେ ହରି  ତ ମାରେ କିଏ ।   ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିବ । ଏଇ ଦେଖୁ ନାହାନ୍ତି ଠିକ୍ ସେହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କେନେଷ୍ଟବଳ ଦେବଦୂତ ସାଜି ବଞ୍ଚାଇଲେ ମହିଳାଙ୍କ ଜୀବନ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…