Latest Odisha News

BREAKING NEWS

Browsing Category

କଟକ

Cuttack

ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡରୁ ଆସୁଥିବା ବସ କଟକ ନିକଟରେ ଦୁର୍ଘଟଣାଗ୍ରସ୍ତ

କଟକ: ତାମିଲନାଡୁରୁ ଭଦ୍ରକ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ବସ୍ କଟକ ଟାଙ୍ଗୀ ନିକଟରେ ଆଜି ଭୋରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା…

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଓଡ଼ିଶାର ଖ୍ୟାତନାମା ଶିକ୍ଷାବିତ୍ ପ୍ରଫେସର୍ ବ୍ରଜବନ୍ଧୁ ମିଶ୍ରଙ୍କର ଜନ୍ମ ଦିବସ । ଜଣେ ଛାତ୍ର ବତ୍ସଳ ଶିକ୍ଷକ ତଥା ଉଚ୍ଚକୋଟୀର ଶିକ୍ଷାବିତ୍ ଭାବେ ପରିଚିତ ସ୍ୱର୍ଗତଃ ମିଶ୍ରଙ୍କର ଆଜିର ଏହି ଜନ୍ମ ଶତବାର୍ଷିକୀରେ ତାଙ୍କର ଅଗଣିତ ଛାତ୍ରଛାତ୍ରୀ, ଶିକ୍ଷକ ତଥା ବୁଦ୍ଧିଜୀବୀ…

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…

ରାଜ୍ୟରେ କରୋନା ସଂକ୍ରମିତ ୧୦ ଜିଲ୍ଲା ମଧ୍ୟରୁ ୫ କରୋନା ମୁକ୍ତ

ଭୁବନେଶ୍ୱର: ଓଡିଶାର ୧୦ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏଥି ମଧ୍ୟରୁ ୫ଟି ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କରୋନା ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି କଟକ, ପୁରୀ,…

କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗ, ଶ୍ରଦ୍ଧାଂଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ଆଜି ପୂର୍ବାହ୍ନରେ ପିତୃ ବିୟୋଗ ଘଟିଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି । କରୋନା…

ନିଜାମୁଦ୍ଦିନ୍ ତବଲିଘି ଜମାତ୍ ସମାବେଶରେ ଯୋଗ ଦେଇଥିଲେ ଓଡିଶାର ଷଷ୍ଠ କରୋନା ପଜିଟିଭ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ଷଷ୍ଠ କରୋନା ପଜିଟିଭ ରୋଗୀ ମାର୍ଚ୍ଚ ମାସରେ ଆୟୋଜିତ ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜରେ ଆୟୋଜିତ ତବଲିଘି ଜମାତ ସମାବେଶରେ ଯୋଗ ଦେଇ ଫେରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ସୂଚନା ଦେଇ ଓଡିଶା ସରକାରଙ୍କ କୋଭିଡ୧୯ ମୁଖପାତ୍ର ସୁବ୍ରତ…

କଟକ ସହରରେ ଲକଡାଉନ ପ୍ରଭାବ,ଦେଖନ୍ତୁ ଚିତ୍ରରେ

କଟକ: କରୋନା ପାଇଁ ସାରା ଦେଶରେ ଲକଡାଉନ । ଗାଁ ଠୁ ସହର ସବୁଆଡେ ଖାଁ ଖାଁ। ଅତ୍ୟାବଶକୀୟ ସାମଗ୍ରୀକୁ ଛାଡି ଆଉ ସମସ୍ତ ଦୋକାନ ବଜାର ବନ୍ଦ । ସବୁଆଡେ ଲୋକଶୂନ୍ୟ। ୨୪ ଘଣ୍ଟା ବ୍ୟସ୍ତବହୁଳ ରହୁଥିବା ଓଡ଼ିଶାର ପୁରାତନ ରାଜଧାନୀ କଟକ ସହରରେ ମଧ୍ୟ ସମାନ ଅବସ୍ଥା। ରାସ୍ତାଘାଟ ଜନଶୂନ୍ୟ।…

କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବେ କୋଭିଡ୍‌-୧୯ ରୋଗୀ

କଟକ: କଟକର ଅଶ୍ୱିନୀ ହସ୍ପିଟାଲରେ କୋଭିଡ୍‌-୧୯ ଚିକିତ୍ସା ଲାଗି ସମସ୍ତ ପ୍ରକାର ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ରୋଗୀ ମାନଙ୍କ ଲାଗି ଖୁବଶିଘ୍ର ଉପଲବ୍ଧ ହେବ । ଏହି ରୋଗର ସଂକ୍ରମଣ ଲାଗି ଉପଯୁକ୍ତ ଚିକିତ୍ସା ରୋଗୀ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା ଚାଲିଛି । ଇତିମଧ୍ୟରେ…

ବରିଷ୍ଠ ଆଇନଜୀବୀ ରଜତ ରଥଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ଶେଷଶଯ୍ୟା…

ଦାଦନ ଶ୍ରମିକଙ୍କ ଯତ୍ନ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଖାଦ୍ୟ, ଆଶ୍ରୟ, ମେଡିକାଲ ସୁବିଧା ଯୋଗାଇ ଦେବାକୁ ସମସ୍ତ ଏସପି ଓ ଜିଲ୍ଲାପାଳଙ୍କୁ ଆଦେଶ ଦେବା ପାଇଁ ରବିବାର ଦିନ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାଦନ ଶ୍ରମିକଙ୍କ ପରିବହନ, ଆଶ୍ରୟ ଓ…