Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ରାଜ୍ୟର ଚତୁର୍ଥ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଗଂଜାମ : ପୋଲସରାର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସେମାନଙ୍କ ସମ୍ପର୍କରେ ଆସିଥିବା ପରିବାରର ସଦସ୍ୟ ଓ ଅନ୍ୟମାନଙ୍କର ମଧ୍ୟ ସ୍ୱାବ ନମୁନା…

ବ୍ରହ୍ମପୁର ଜେଲରେ ୪୨ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରଗାରରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ଅନ୍ୟ ୯ ଜଣ ଜେଲର କର୍ମଚାରୀ ବୋଲି ଜଣାପଡିଛି । ଗତକାଲି ଜେଲରେ କରୋନା ସଂକ୍ରମିତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ଆଧାର କରି…

ଅବସରର ୯ ଦିନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଗଂଜାମ: କରୋନା ଯୁଦ୍ଧରେ ପୁଣି ବଳି ପଡିଲେ ଆଉ ଜଣେ ଯୋଦ୍ଧା । ପୁରୁଷୋତ୍ତମପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଟି. ବିଜୟଲଷ୍ମୀଙ୍କର କରୋନା ସଂକ୍ରମଣରେ ଗତକାଲି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିଜୟଲଷ୍ମୀ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ନେଇଥାନ୍ତେ । ତେବେ ଏହାର ନଅ ଦିନ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ଗଞ୍ଜାମ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ କରୋନା କେସ୍

ଗଞ୍ଜାମ: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩୭…

କରୋନାରେ ଗଂଜାମ ସାମ୍ବାଦିକଙ୍କ ମୃତ୍ୟୁ

ଗଂଜାମ : ହିଂଜିଳିକାଟୁର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣ ଯୋଗୁଁ ମୁତ୍ୟୁ ହୋଇଛି । ଆଜି ଅପରାହ୍ନରେ କିମସ୍ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୧୫ ଦିନ ହେଲା ସେ ଅସୁସ୍ଥ ଥିବାରୁ ତାଙ୍କ ସ୍ୱାବ ନମୁନା ଟେଷ୍ଟ କରାଯାଇଥିଲା । ସେତେବେଳେ ସେ ପଜିଟିଭ୍ ଥିବା…

ରାଜ୍ୟର କରୋନା ହଟସ୍ପଟ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କେସ ବଢୁଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚ ଜିଲ୍ଲାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ହଟସ୍ପଟ୍ ୫ ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ପଜିଟିଭ୍ ବାହାରୁଛନ୍ତି । ମାଡ଼ି ମାଡ଼ି ଚାଲିଛି କରୋନା । ଜୁଲାଇରେ ଲମ୍ବା ଲମ୍ଫ ମାରୁଛି । ରାଜ୍ୟରେ…

ଗଞ୍ଜାମରେ କରୋନା ନେଇଛି ୩୦ ମୁଣ୍ଡ, ସାତ ଦିନରେ କେବଳ ୧୭

ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ)…

ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ଆଜିଠୁ ପାଞ୍ଚ ଦିନ ସଟଡାଉନ୍

ଗଞ୍ଜାମ: କରୋନା ଚେକ୍ ଭାଙ୍ଗିବା ପାଇଁ ଆଜିଠୁ ଗଞ୍ଡାମ ଜିଲ୍ଲାର ସହରାଞ୍ଚଳରେ ଲାଗୁ ହୋଇଛି ସଟଡାଉନ୍ । ଆସନ୍ତା ୧୩ ତାରିଖ ଯାଏଁ ଜିଲ୍ଲାର ସମସ୍ତ ମ୍ୟୁନିସିପାଲିଟି, ହିଞ୍ଜିଳାକାଟୁ ପୌରାଞ୍ଚଳ, ବ୍ରହ୍ମପୁର ମହାନଗର ନିଗମ ଓ ବ୍ଲକ ହେଡକ୍ୱାର୍ଟର ଅଞ୍ଚଳରେ କଟକଣା ବଳବତ୍ତର ରହିବ । ଏହି…

କାଲିଠୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ରହିବ ନାହିଁ

ଭୁବନେଶ୍ୱର : ଗଂଜାମରେ କୋଭିଡ୧୯ ପରିସ୍ଥିତି ଦିନକୁ ଦିନ ଜଟିଳ ହବୋରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଳବାଇକୁ ଆସନ୍ତାକାଲିଠାରୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ନ ଅଟକାଇବାକୁ ଅନୁରୋଧ କରିଛନ୍ତି । ଏଥି ସହ ବାଲୁଗାଁ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକିବ ନାହିଁ ।…