Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

ଉଦଳା ଭାଲୁହୁରୁଡ଼ା ଗାଁରେ ଅଘଟଣ: ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାକୁ ହତ୍ୟା !

ଉଦଳା : ସାମାନ୍ୟ ଗେଣ୍ଡୁ ଗଛ ପାଇଁ ଜଘନ୍ୟ ହତ୍ୟାକାଣ୍ଡ। ସାମାନ୍ୟ ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି  । ଏମିତି କିଛି ଘଟଣା ଘଟିଛି ଉଦଳା ଥାନା ଭାଲୁହୁରୁଡ଼ା ଗାଁରେ  । ମୃତକ ସରସ୍ବତୀ ହାଁସଦା ବୋଲି ଜଣାପଡିଛି  । ସୂଚନା ଅନୁସାରେ ଗାଁର ସୀତା…

ଟାଟା ପାଓ୍ବାରର ମନମୁଖୀ ଶାସନକୁ ବିରୋଧ: ୭ ଦଫା ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ମୟୁରଭଞ୍ଜ: ମୟୁରଭଞ୍ଜରେ ନେସ୍କୋ ପାଓ୍ବାର ଏମ୍ପ୍ଲଇଜ ୟୁନିୟନ୍ ପକ୍ଷରୁ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ୟମଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି  । ସଂଘର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ ସଂଘର ପରାମର୍ଶଦାତା ପୌରପରିଷଦ ଅଧ୍ୟକ୍ଷ…

ସାମାନ୍ୟ ବଚସାରୁ ବୁଲିଲା ଛୁରୀ, ଘରୋଇ କୋଚିଂ ସେଣ୍ଟରରେ ନାବାଳକ ଉପରକୁ ଛୁରାମାଡ଼

ବାରିପଦା: ସାମନ୍ୟ ବଚସାରୁ ତୁମୂଳକାଣ୍ଡ ।  ଘରୋଇ କୋଚିଂ ସେଣ୍ଟର୍ ଛୁରାମାଡ଼ ।  ଦଶମ ଶ୍ରେଣୀ ଛାତ୍ରର ଛୁରା ମାଡରେ ନବମ ଶ୍ରେଣୀ ଛାତ୍ର ଗୁରୁତର । ବାରିପଦା ସହର ସ୍ଥିତ ବିସିସି ବା ବିକର୍ତନ କୋଚିଂ ସେଣ୍ଟର ନାମକ ଏକ ଘରୋଇ ଆବାସିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ କାଣ୍ଡ । ଗୁରୁତର…

ଅକ୍ଟୋବର୧୪ରୁ ଖୋଲିବ ଶିମିଳିପାଳ : ସକାଳ ୬ଟାରୁ ୯ଟା ମଧ୍ୟରେ କାଳିଆଣି ଫାଟକ ଦେଇ ପ୍ରବେଶ କରିପାରିବେ ପର୍ଯ୍ୟଟକ

ମୟୁରଭଞ୍ଜ: ଅକ୍ଟୋବର ୧୪ ତାରିଖରୁ ଖୋଲିବାକୁ ଯାଉଛି ଶିମିଳିପାଳ ଜାତୀୟ ଉଦ୍ୟାନ  । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି  । ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ  । ସକାଳ…

ଟ୍ରକ ଚକାତଳେ ଚାପି ହୋଇ ୫ବର୍ଷର ପୁଅ ମୃତ

କରଞ୍ଜିଆ :  କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚକା ତଳେ ଚାପି ହୋଇ ୫ ବର୍ଷର ପୁଅ ମୃତ, ବାପା ଏବଂ ଆଈ ଗୁରୁତର । ସୂଚନା ଅନୁସାରେ  ଗତକାଲି ରାତିରେ ଏକ ବାଇକରେ ୫ ବର୍ଷର ପୁଅ, ବାପା ଏବଂ ଆଈ ନିଜ ସମ୍ପର୍କୀୟଙ୍କୁ ଦେଖା କରିବାକୁ…

ଏଣିକି ରେଡିଓରେ ଶୁଣାଯିବ ମୟୂରଭଞ୍ଜର କଳା, ସଂସ୍କୃତି: ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ

ଉଦଳା: ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ସକାଳୁ ସକାଳୁ ଜିଲ୍ଲାବାସୀ ଶୁଣିବେ ରେଡିଓ ବାଘାଯତୀନ। ଏଫଏମ ରେଡିଓରେ ଏଥର ଶୁଣାଯିବ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ ପରମ୍ପରାର ବାର୍ତ୍ତା । ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ । କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ ଅକ୍ଟୋବର ୨…

ଶିମିଳିପାଳ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ: ଜଣେ ଗିରଫ

ବାରିପଦା: ଶିମିଳିପାଳ ଅଭୟାରଣ୍ୟରୁ ପୁଣି କଲରାପତରିଆ ବାଘଛାଲ ଜବତ । ଏଥିସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଲ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଚଢ଼ାଉ କରି ଏହି ବାଘଛାଲ ଜବତ କରିଛି ।…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

ଖିଚିଂ ମନ୍ଦିରରୁ ଚୋରି, ୬ମାସ ମଧ୍ୟରେ ଏହା ଦ୍ଵିତୀୟ ଥର

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା କିଚେକେଶ୍ୱରୀ । ମା କିଚେକେଶ୍ୱରୀ ମନ୍ଦିର ଖିଚିଂ ଠାରେ ଅବସ୍ଥିତ । ଗତକାଲି ବିଳମ୍ବିତ ରାତ୍ରରେ ମା କିଚେକେଶ୍ୱରୀଙ୍କ ମୁଖ୍ୟ ଦାନ ହୁଣ୍ଡି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ମନ୍ଦିର ସମୁଖରେ ଥିବା ୩ ଟି ହୁଣ୍ଡି କାଟି…

ଜାତୀୟ ଯୋଗାସନ ପ୍ରତିଯୋଗିତା: ଭାଗ ନେବେ ମୟୂରଭଞ୍ଜର ୧୧ ଛାତ୍ରଛାତ୍ରୀ

କଟକ: ଓଡିଶା ଯୋଗ ଆସୋସିଏସନ ପକ୍ଷରୁ କଟକ ଠାରେ ଦୁଇ ଦିନିଆ ୨୯ ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋଟ୍ସ ଚମ୍ପିଆନସିପ ୨୦୨୩-୨୦୨୪ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ଚାଲିଥିବା ଏହି ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ ୧୭ ରୁ ଅଧିକ ଜିଲ୍ଲାର ୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ମୋଟ ୩୬୭ ଜଣ…