Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ବୁଲୁଛି ଦନ୍ତା…

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠ ଅନ୍ଧାରୁଆ ନିକଟରେ ଏକ ଆହତ ହାତୀ ଆତଙ୍କ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସକାଳୁ ଅନ୍ଧାରୁଆ ଗ୍ରାମ ନିକଟ ଭରତପୁର-ଚନ୍ଦକା ମୁଖ୍ୟ ରାସ୍ତାରେ ଏହି ଆହତ ଦନ୍ତା ହାତୀଟି ବୁଲୁଥିବାର ଦେଖିବାକୁ ମିଳିଛି। ଦୁଇ ଦିନ ପୂର୍ବେ ଭରତପୁର ସଂରକ୍ଷିତ ଜଙ୍ଗଲ ଭିତରେ…

ପ୍ରେମିକା ଘର ଆଗରେ ଜଳିଗଲା ପ୍ରେମିକ…

ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଯୁବକଙ୍କୁ କେହି ତାଙ୍କ ପ୍ରେମିକାଙ୍କ ଘର ବାରଣ୍ଡାରେ ଜାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ବାବରାକୋଟ ଗ୍ରାମର ସିଲୁ ରାୟ ବୋଲି ଚିହ୍ନଟ କରାଯାଇଛି। ସୂଚନା…

୭୬ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ୭୬ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ନେତାମାନେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ଶୁଭେଚ୍ଛା ଜ୍ଞାପନ…

ନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା;ଟୁଇନସିଟିରେ ୫ବର୍ଷରେ ୫୫ ଜୀବନ….

କଟକ: ନଦୀକୁ ଡେଇଁ ଆତ୍ମହତ୍ୟା ମାମଲା କ୍ରମଶଃ ବଢିବାରେ ଲାଗିଛି । କେନ୍ଦ୍ରାଞ୍ଚଳ ରେଞ୍ଜ,ଉତ୍ତରାଞ୍ଚଳ ରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜରେ ଗତ ୫ବର୍ଷରେ ୧୫୧ରୁ ଅଧିକ ଲୋକ ନଦୀ, ନାଳ, ପୋଖରୀରେ ବୁଡ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମାତ୍ର ୩୫ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧୬ଜଣଙ୍କ ମୃତ୍ୟୁ…

ବିକ୍ରମ ପଣ୍ଡାଙ୍କ ବିରୋଧରେ ପୁଣି ରୁଜୁ ହେଲା ନୂଆ ମାମଲା, ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ

ବ୍ରହ୍ମପୁର: ଜେଲରୁ ଜାମିନରେ ବାହାରିବାକୁ ମାସେ ପୁରିନି, ପୁଣି ଥରେ ରୁଜୁ ହେଲା ମାମଲା। ଜୀବନରୁ ମାରିଦେବାକୁ ଧମକ ଦେଇ ଏବେ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା। ୨ ସପ୍ତାହ ତଳେ ଜାମିନରୁ ମୁକୁଳିଥିବା ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି…

କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା

ମାଲକାନଗିରି:ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ନେଇ ଜେଲ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର…

Herbal garden:ଲୁଣା ନଦୀକୂଳରେ ହେବ ହର୍ବାଲ ଗାର୍ଡେନ;ସଂରକ୍ଷିତ ହେବ ଔଷଧୀୟ ଉଦ୍ଭିଦ,ଶିକ୍ଷଣୀୟ ଉଦ୍ଦେଶ୍ୟରେ…

ରାଜନଗର: କେନ୍ଦ୍ରାପଡ଼ାରେ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ । କେନ୍ଦ୍ରାପଡ଼ାର ପ୍ରଥମ ହର୍ବାଲ ଗାର୍ଡେନ ଲୁଣା ନଦୀକୂଳରେ ଅଢେଇ ଏକର ଜମିରେ ହେବ  । ରାଜନଗର ବନବିଭାଗ ପକ୍ଷରୁ ଜିଲ୍ଲାର ପ୍ରଥମ 'ହର୍ବାଲ ଗାର୍ଡେନ୍' ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି । ମହାକାଳପଡ଼ା ବ୍ଲକ୍‌ର…

Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ବର: ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ମାସେ ପାଇଁ ଖୋଲିବ ଏହି ପୋର୍ଟାଲ । ଯେଉଁ ହିତାଧିକାରୀମାନେ ଯୋଗ୍ୟ ସେମାନେ ଆବେଦନ କରିପାରିବେ । ସୂଚନାଥାଉକି, ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ ।…

Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ପୁରୀ: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୁଲା ଦହିବରା ବିକାଳିଙ୍କ ଠାରୁ ଖାଇଥିଲେ ଦହିବରା।…

ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରାକୁ ପୂରିବ ୨ ବର୍ଷ। ଜନ୍ମଦିନ ପାଳିବ ସୁଭଦ୍ରା। ଏହି ଅବସରରେ ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଘରେ ଘରେ ଦୀପ ଜାଳିବେ ମହିଳା । ୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ…