Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାମହିମଙ୍କ ଓଡିଶା ଗସ୍ତର ଶେଷ ଦିନ: ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତର ଶେଷ ଦିନ। ଆଜି ମହାମହିମ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ କରିଛନ୍ତି । ଆଜି ସକାଳ ୧୦ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଯାଇ ରେଢାଖୋଲ ବ୍ଲକର କଦଳିଗଡ଼ ହାଇସ୍କୁଲ…

ଏନଏସି ଦାବି ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସୁବର୍ଣ୍ଣପୁର/ଜଗତସିଂହପୁର: ଆଜି ବିଭିନ୍ନ ଦାବି ନେଇ ଉଲୁଣ୍ଡା ବନ୍ଦ ରହିଛି । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ ଏବଂ ସୈନିକ ସ୍କୁଲ ଦାବିରେ ଆଜି ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଅତ୍ୟାବଶ୍ୟକ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ…

ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ; ରାତି ୧୦ ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର: ମାର୍ଚ୍ଚ ୮ ତାରିଖରେ ପାଳିତ ହେବ ମହାଶିବରାତ୍ରୀ ଅର୍ଥାତ୍ ଜାଗର । ଏନେଇ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତଥର ରାତି ୧୦ ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଭୋର୍ ୩ ଟାରୁ ମନ୍ଦିର ଖୋଲାଯାଇ ମହାପ୍ରଭୁଙ୍କ…

ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ

ନିମାପଡ଼ା: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ା ସ୍ଥିତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଅଫିସ ଗେଟ୍‌ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ଅଫିସକୁ ଢେଲା ପଥର ମାଡ଼ କରିଛନ୍ତି । ଏହା ସହ ସିଦ୍ଧାର୍ଥ ରାଉତରାୟଙ୍କ…

ବିଜେଡି ଛାଡ଼ିଲେ ବିଧାୟକ ଅରବିନ୍ଦ ଢାଲି

ଭୁବନେଶ୍ବର: ବିଜେଡିକୁ ଆଉ ଏକ ଝଟକା । ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ । ଆଉ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଆସନ୍ତାକାଲି ବିଜେପିରେ ଯୋଗ ଦେବା ନେଇ ସୂଚନା ରହିଛି । କେଉଁଥି…

‘ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବନି’

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ମେଣ୍ଟ ହେବ ନାହିଁ । କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଭାରତୀୟ ଜନନା ପାର୍ଟି ବୋଲି କହିଛନ୍ତି…

ଟାଟା ନଗରରୁ ବାଦାମପାହାଡ଼କୁ ଦୌଡ଼ିବ ମେମୁ

ଭୁବନେଶ୍ୱର: ଟାଟା ନଗରରୁ ବାଦାମପାହାଡ଼କୁ ଦୌଡ଼ିଲା ମେମୁ। ରେଳ ମାନଚିତ୍ରରେ ଯୋଡ଼ିହେଲା ବାଦାମପାହାଡ଼। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନସିଂ ଜରିଆରେ ଝାଡ଼ଖଣ୍ଡର ସିନ୍ଦରିଠାରୁ ଟାଟାନଗର ଓ ଟାଟାନଗରଠାରୁ ବାଦାମପାହାଡ଼କୁ ମେମୋ ରେଳସେବାକୁ ସବୁଜ ପତାକା ଦେଖାଇ…

ଓଡିଶାରର ରୋଜଗାର ବଢାଇବା ପାଇଁ ୧୦୦ କ୍ୟୁବ ଷ୍ଟାର୍ଟଅପ୍ ଏକ୍ ଜନଆନ୍ଦୋଳନ:କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ଯୁବକଙ୍କ ମଧ୍ୟରେ ନୂଆ ସ୍ପିରିଟ୍ ତିଆରି ହୋଇଛି । ସେହି ସ୍ପିରିଟକୁ ଗତି ଦେବା ତଥା ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୃଷ୍ଟି କରାଇବା ଦିଗରେ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଏକ ଭାବାବେଗ ଓ ବ୍ୟାପକ ଜନଆନ୍ଦୋଳନ ବୋଲି ଶୁକ୍ରବାର ଆଇଆଇଏମ ସମ୍ବଲପୁରରେ ଏହି…

ବାରିପଦାରେ ତେଜୁଛି ‘ଫଳକ ଭଙ୍ଗା’ ରାଜନୀତି

ମୟୂରଭଞ୍ଜ: ମୟୂରଭଞ୍ଜରେ ଆଜି ଶିଳାନ୍ୟାସ ଭଙ୍ଗାକୁ ନେଇ ଦେଖିବାକୁ ମିଳିଛି ତୁମୁଳକାଣ୍ଡ। ଦିନରେ ସହ କର୍ମୀଙ୍କ ଗହଣରେ ଯାଇ ରାଜସ୍ୱ ମନ୍ତ୍ରୀ ଆଦିବାସୀ ଭବନର ଶିଳାନ୍ୟାସ କରିଥିଲେ। କିନ୍ତୁ ମନ୍ତ୍ରୀ କରିଥିବା ଶିଳାନ୍ୟାସକୁ ରାତିରେ ଗ୍ରାମବାସୀ ଭାଙ୍ଗିଦେବା ଫଳରେ ଉତ୍ତେଜନା ପ୍ରକାଶ…

ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଲୋକାର୍ପିତ

ଭୁବନେଶ୍ୱର: ବରମୁଣ୍ଡା ଠାରେ ନବନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଏହି ଅତ୍ୟାଧୁନିକ ବସ ଟର୍ମିନାଲ ରାଜ୍ୟର ସବୁଠାରୁ ବଡ଼ ବସ ଷ୍ଟାଣ୍ଡ ଭାବେ ମାନ୍ୟତା ପାଇଛି। ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ…