Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପି ପାଇଁ ରିଲିଜ ହେଲା ନୂଆଁ ସମ୍ବଲପୁରୀ ଗୀତ “ଆମର୍ ଚିହ୍ନା ପଦ୍ମ ଫୁଲ, ଲେ ଲେ ବଉଲ..”

ପୁରୀ: ଚଳିତ ସାଧାରଣ ନିର୍ବାଚନରେ ସବୁ ଦଳ ବର୍ତ୍ତମାନ୍ ରଣାଙ୍ଗନରେ ଓହ୍ଲେଇ ସାରିଲେଣି । ଧୀରେ ଧୀରେ ପ୍ରଚାର୍ ବି ଜମିବାରେ ଲାଗିଲାଣି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁରା ଦେଶର ନିର୍ବାଚନ ତାତି ଦେଖିବାକୁ ମିଳିଛି । ସବୁ ଦଳ ନିଜ ନିଜର ପ୍ରଚାରରେ ଲାଗିଥିବା ବେଳେ ସେମାନଙ୍କର…

ଆହୁରି ବଢିବ ତାତି: ମେ ୧ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ମେ ୧ ତାରିଖ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି। ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି…

ଆଗୁଆ ସ୍କୁଲ ଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଖର୍ଚ୍ଚ

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏପରି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ସ୍କୁଲ ପିଲାଙ୍କୁ ଦିଆଯିବ…

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ: ହିଞ୍ଜିଳି, ଶେରଗଡ଼ରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ସୋମାବର ନବୀନ ନିବାସରୁ ଆରମ୍ଭ ହୋଇଥିଲା ଯୋଡ଼ି ଶଙ୍ଖର ପ୍ରଚାର। ଆଉ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନକୁ…

ନବୀନଙ୍କ ନାରୀଶକ୍ତି: କଥାରେ ନା କାମରେ ?

ଭୁବନେଶ୍ବର: ମାଆଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡି ମହିଳାଙ୍କୁ ଟିକେଟ୍ ଦେବାରେ ଆଗରେ । ଲୋକସଭା ହେଉ କି ବିଧାନସଭା, ମଇଦାନକୁ ଅଧିକ ସଂଖ୍ୟାରେ ମହିଳା ଯୋଦ୍ଧା ଓହ୍ଲାଇଛି ବିଜେଡି । ମହିଳା ଭୋଟ୍ ହାତେଇବା ସହ ମହିଳା ସଶକ୍ତିକରଣର ନାରା ଦେଉଛି ଦଳ । ଲୋକସଭାରେ ୩୩ପ୍ରତିଶତ ସଂରକ୍ଷଣର…

୪ ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ; ଅମର ଶତପଥୀ ହେଲେ ବରିଷ୍ଠ ଉପ-ସଭାପତି

ଭୁବନେଶ୍ବର: ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦେଇଥିବାବେଳେ, ଶ୍ରୀମୟୀ ମିଶ୍ର ଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ନବୀନ ।…

କାଲି ଶଙ୍ଖ ଛାଡି ଆଜି ପଦ୍ମ ଧରିଲେ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନଙ୍କର ଦଳ ଡିଆଁ ପର୍ବ ଜାରି ରହିଛି । ଏହି ଅବସରରେ ଆଜି ବିଜେପିରେ ଯୋଗଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।…

ମା’ ରୋଷେଇ କରୁଥିବା ବେଳେ କଢ଼େଇରେ ପଡ଼ିଯିବାରୁ ନାବାଳିକାର ମୃତ୍ୟୁ

ଗଜପତି: ଡମଦୁଆ ଗ୍ରାମର ବାଳିକା ଆଶ୍ରମ ସ୍କୁଲରେ ତତଲା ଡାଲି କଢେଇରେ ପଡିଯିବାରୁ ଜଣେ ୫ ବର୍ଷର ନାବାଳିକା ଗୁରୁତର  ହୋଇଥିଲେ। ପରେ ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମା' ନମିତା ମଲ୍ଲିକ ଆଶ୍ରମରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ବେଳେ ଏପ୍ରିଲ ୧୬ ତାରିଖ ସନ୍ଧ୍ୟାରେ ତାଙ୍କ…

ନୂଆପଡ଼ାରେ ନାମାଙ୍କନ ଭରିଲେ ହେଭିୱେଟ୍ ନେତା: ପ୍ରାର୍ଥିପତ୍ର ଦାଖଲ କଲେ ପିସିସି ସଭାପତି ଶରତ ପଟ୍ଟନାୟକ

ନୂଆପଡ଼ା: ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଚଳଚଞ୍ଚଳ ନୂଆପଡ଼ା ସହର । ଗତକାଲି ଦୁଇ ବିଧାନସଭା ମଣ୍ଡଳୀର ହିତେଶ କୁମାର ବଗର୍ତ୍ତି ଓ ଅଭିନନ୍ଦନ ପଣ୍ଡା ନିଜ ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଦୁଇ ହେଭିୱେଟ୍ ନେତା ପିସିସି ସଭାପତି ଶରତ ପଟ୍ଟନାୟକ ଓ…

କେଉଁ କାଗଜପତ୍ର ଦେଖି ବିଜେଡି ସମୀର ଦାଶଙ୍କ ଟିକେଟ୍ କାଟିଲା? ପରୋକ୍ଷରେ ଦେଲା କି ଚେତାବନୀ

ଭୁବନେଶ୍ୱର: ନିମାପଡ଼ାରେ ପ୍ରାର୍ଥୀ ପରିବର୍ତ୍ତନ ହେଉ ବୋଲି ଦାବି କରି ଶନିବାର ଏବେର ବିଧାୟକ ସମୀର ଦାଶ ୩୦ ହଜାରରୁ ଅଧିକ ସମର୍ଥକ ଆଣି ଶକ୍ତି ପ୍ରଦର୍ଶନ କରିଥିଲେ। ଏପରି କରି ନିଜ ପାଇଁ ଟିକେଟ୍ ଦାବି କରିଥିଲେ। ନିମାପଡାରୁ ୪୦ କିଲୋମିଟର ଦୂରରେ ଥିବା ଶଙ୍ଖ ଭବନ ଉପରେ ଚାପ ପକାଇବାକୁ…