Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମ୍‌ସ ଭୁବନେଶ୍ୱରରେ ‘ଲୋ ଭିଜନ୍‌ କ୍ଲିନିକ୍‌’ ଉଦ୍‌ଘାଟିତ, ରୋଗୀଙ୍କ ପାଇଁ ହେବ ଆଶାର କିରଣ

ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ନିରାଶ ହୋଇପଡ଼ିଥିବା ରୋଗୀଙ୍କ ପାଇଁ ଆଶାର କିରଣ ଆଣିଦେଇଛି ଭୁବନେଶ୍ୱର ଏମ୍‌ସ । ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି…

ଅସ୍ମିତାର କଥା କହି ରାସେଶ୍ୱରୀଙ୍କ ବିଜେଡିରୁ ଇସ୍ତଫା, କାହାକୁ ମାରିଲେ ତୀର?

ସମ୍ବଲପୁର: ବିଜୁ ଜନତା ଦଳ (ବିଜେଡି) ସହ ସମ୍ପର୍କ ଛିନ୍ନ କରି ପ୍ରାଥମିକ ସଦସ୍ୟ ପଦରୁ ରାସେଶ୍ବରୀ ପାଣିଗ୍ରାହୀ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ପାଇଁ ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ରାସେଶ୍ୱରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ଦାଖଲ…

ବଡ଼ଚଣାରେ ବିଜେଡିକୁ ଘାରିଛି ବର୍ଷାଙ୍କ ବିଜୟ ଚିନ୍ତା, କାହିଁକି ଜାଣନ୍ତୁ?

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନ ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ବିଜୁ ଜନତା ଦଳ ଏବେ ଅଡୁଆରେ ପଡିଥିବା କୁହାଯାଉଛି। ସାଧାରଣତଃ ଓଡ଼ିଶାରେ ବିଜେଡି ଟିକେଟ ପାଇଲେ ବିଜୟୀ ହେବାର ସମ୍ଭାବନା ଅଧିକ ଥାଏ। କିନ୍ତୁ ବଡଚଣାରେ ବିଜେଡି ପାଇଁ ଏହା…

ବିଜେଡି ଓ ବିଜେପିର ଦୁର୍ନୀତି ସାମ୍ନାକୁ ଆଣିବାକୁ କଂଗ୍ରେସ ଖୋଲିଲା ପାନ ଦୋକାନ

ଭୁବନେଶ୍ୱର: ଶାସକ ବିଜେଡି ଓ ବିରୋଧୀ ବିଜେପି ଏକାଠି ଅଛନ୍ତି । ଏପରି ଅଭିଯୋଗକୁ ଉପହାସ କରିବା ପାଇଁ ଆଜି ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ 'ପାନ୍ ଦୋକାନ' ଖୋଲାଯାଇଛି। ପାଣ୍ଡିଆନ୍, ଅମିତ ଶାହା, ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକଙ୍କ ସଂକ୍ଷିପ୍ତ ନାମ ପାନରେ ଉଲ୍ଲେଖ…

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର

ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରିରିପେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ତାଙ୍କର ହଜାର ହଜାର ସମର୍ଥକଙ୍କୁ ନେଇ ବ୍ରହ୍ମପୁର ଉପ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଓଡ଼ିଶା ପାଇଁ ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ପାଇଁ ପ୍ରଚାରକ ତାଲିକା ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଜଣାଇ ରାଜ୍ୟ ଭିତରେ ଉଭୟ ଲୋକସଭା ଓ ବିଧାନସଭା…

ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତ ସ୍ଥଗିତ, ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ସଦସ୍ୟଙ୍କ ପାଇଁ ଦୁବାଇ ଗସ୍ତ ସ୍ଥଗିତ ରଖିବାକୁ ନେଇ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବିବାଦୀୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ…

ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ, ୨୧ ଦିନବ୍ୟାପୀ ଚାପ ଖେଳିବେ ମହାପ୍ରଭୁ

ପୁରୀ: ଆଉ କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଆସନ୍ତା ମେ' ମାସ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ । ଦୀର୍ଘ ୨୧ ଦିନବ୍ୟାପୀ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ…

ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ଆସନ ଦେବାକୁ ଦଳୀୟ ନେତୃତ୍ବକୁ ପରାମର୍ଶ ଦେଲେ ଖାରବେଳ

ବାଲେଶ୍ୱର: ନୀଳଗିରି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନି। ସୁକାନ୍ତ ନାୟକ ବିଜେଡିରେ ସାମିଲ ହେବା ପରେ ଏହି ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ଦୋଛକିରେ ରହିଛି। ଏପରି ସ୍ଥିତିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କହିଛନ୍ତି, ନୀଳଗିରିରୁ ପ୍ରତାପ…

‘ବାଘ ଝିଅ ବାଘୁଣୀ ହିଁ ହେବ, କୌଣସି ପରିସ୍ଥିତିରେ ବିଲେଇ ହେବ ନାହିଁ’

ବ୍ରହ୍ମଗିରି: ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ ସେତିକି ସରଗରମ ହେଉଛି ରାଜ୍ୟ ରାଜ୍ୟନୀତି । ବିଭିନ୍ନ ସମସ୍ୟା କୁ ମୁଦ୍ଦା କରି ନିର୍ବାଚନୀ ମୈଦାନକୁ ଓହ୍ଲାଉଛନ୍ତି ନିର୍ବାଚିତ ପ୍ରାର୍ଥୀ । ଏହି ପ୍ରରିପେକ୍ଷୀରେ ଆଜି ବ୍ରହ୍ମଗିରି ବିଜେପି ବିଧାୟିକା ପ୍ରାର୍ଥୀ ଉପାସନା ମହାପାତ୍ର…