Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢ଼ିଲା ସମିତି ସଭ୍ୟଙ୍କ ଦରମା

ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ  ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା  ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ । ଗତକାଲି ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ  ରାଜଧାନୀ ଭୁବନେଶ୍ୱରରେ…

ଓଡ଼ିଶାରେ ଲୋକସଭା ଭୋଟ୍ କେଉଁଠି ଓ କେଉଁଦିନ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମୁଖ୍ୟ ନିର୍ବାଚନ କମିଶନ ୫୪୩  ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ଓଡ଼ିଶାରେ ୨୧ଟି ଲୋକସଭା  ଆସନ ପାଇଁ  କେଉଁଠି ଓ କେଉଁଦିନ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ଆସନ୍ତୁ ଜାଣିବା । ମେ’ ୧୩ ତାରିଖରେ କଳାହାଣ୍ଡି,…

ଉଦଘାଟିତ ହେଲା ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଅଛି । ରାଜ୍ୟର ବିଭିନ୍ନ…

ଦାମୀ ବିଧାନସଭା ସିଟ୍ ରେ କାହାର କେତେ ଦମ୍, ଚମ୍ପୁଆ ଚ୍ୟାଲେଞ୍ଜକୁ ନେଇ ତାତିଲାଣି କେନ୍ଦୁଝର ରାଜନୀତି

ଭୁବନେଶ୍ଵର: ୨୦୧୯ ନିର୍ବାଚନରେ ସନାତନଙ୍କୁ ଆୟୁଧ କରି ଚମ୍ପୁଆ ସାଙ୍ଗକୁ କେନ୍ଦୁଝର ଲୋକସଭା ବାଜି ଜିତିଥିଲା ବିଜେଡି । ସନାତନଙ୍କ ଅନୁମୋଦିତ ମୀନାକ୍ଷୀ ମହନ୍ତ ଓ ରାଜନୀତିରେ ନବାଗତ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ଦଳ । ପ୍ରଥମ ଥର ପାଇଁ ଚମ୍ପୁଆରେ ଶଙ୍ଖନାଦ ହୋଇଥିଲା । ଆଉ ଏ…

ଭିଜିଲାନ୍ସ ଜାଲରେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର

ନୟାଗଡ଼: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଉଠାଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାର। ବୋରୱେଲ ଖୋଳିବା ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି। ଏହି ଚଢାଉରେ କନିଷ୍ଠ ଯନ୍ତ୍ରୀ…

ସାଧାରଣ ନିର୍ବାଚନ ତାରିଖ ଘୋଷିତ, ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ରାଜ୍ୟରେ ମେ ୧୩, ମେ ୨୦, ମେ ୨୫…

କଂଗ୍ରେସର ନିର୍ବାଚନୀ ଇସ୍ତାହାର: ୫ ବର୍ଷ ମଧ୍ୟରେ କୃଷକ ପରିବାରର ଆୟ ଦ୍ୱିଗୁଣିତ

ଭୁବନେଶ୍ୱର: ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ସଶକ୍ତ ଓ ବିକାଶାଭୁମୁଖି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି । ଏଥିରେ ସବୁବର୍ଗଙ୍କ ବିକାଶ ପାଇଁ ସଂକଳ୍ପ ନିଆଯାଇଛି । ଏହାକୁ ରାଜ୍ୟବାସୀ ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ଲୋକଙ୍କର…

ବିଜେଡିକୁ ବିଜେପି କବଜା କରି ନେଇଛି : ଆମ ଆଦମୀ ପାର୍ଟି

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି।  ବିଜେପି-ବିଜେଡି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଛି । ଲୋକେ କହୁଛନ୍ତି ବିଜେଡିକୁ ବିଜେପି ଦଳ କବଜା କରି ନେଇଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟସଭା…

‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ’ ଭାବେ ଉନ୍ନୀତ ହେଲା ମେଣ୍ଢାଶାଳସ୍ଥିତ ପୋଲିସ ଆଉଟ ପୋଷ୍ଟ

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜି, ନାଲକୋ ରିସର୍ଚ୍ଚ  ଆଣ୍ଡ ଟେକନୋଲୋଜି, ବିର୍ଲା ଗ୍ଲୋବାଲ ୟୁନିଭରସିଟି, ଜିଆଇଇଟି…

ମାଓ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କଳାହାଣ୍ଡି: ମାଓ କ୍ୟାମ୍ପ ଉପରେ ପୋଲିସର ଚଢ଼ାଉ । ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ । ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଏବଂ ଯୁଗସାଇପାଟଣା ରେ ମାଓ ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଏସପି ଅଭିଳାଷ ଜି ଏବଂ ସିଆାରପିଏଫ…