Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫେବ୍ରୁଆରୀ ୩ ଓ ୧୦ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ ପୁଣି ୧୦ ତାରିଖରେ ମଧ୍ୟ ମୋଦି ଓଡ଼ିଶା…

ଜାଡରେ ଥରୁଛି ସାରା ରାଜ୍ୟ, ୨ଦିନ ପରେ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ବର: ଲଗାତାର ତିନି ଦିନ ଧରି ଝିପଝିପ୍ ବର୍ଷା ସାଙ୍ଗକୁ କୋହଲାପାଗ ଓ ଥଣ୍ଡା ପବନ କମିବା ପରେ ଏବେ ଜାଡରେ ଥରହର ସାରା ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସେପଟେ କୁହୁଡି ଯୋଗୁଁ ଦୃଶ୍ୟମାନ…

ବ୍ରେକ ଫେଲ ହୋଇ ପିଟିହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା। କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍‌ ବସ୍‌ ବ୍ରେକ୍‌ ଫେଲ୍ ହୋଇଗଲା। ଏଥିରେ ବିଘ୍ନରାଜ…

ହାତୀଦାନ୍ତ ଡିଲ ବେଳେ ଚଢାଉ: ୨ହାତୀଦାନ୍ତ ଜବତ, ୩ ଗିରଫ

ଦେବଗଡ଼: ହୋଟେଲରେ ଚାଲିଥିଲା ହାତୀଦାନ୍ତ ଡିଲ । ଡିଲ ବେଳେ ମାଡ଼ିବସିଲା ବନ ବିଭାଗ । ଚଢ଼ାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ଦେବଗଡ଼ ଲାଲୁ ସାହିର ପ୍ରେମରାଜ ସାହୁ, ଦେବଗଡ଼ର କପଟଦାର ଓ ଦିଲ୍ଲୀର ରାଜେଶ କୁମାର। ଗତକାଲି…

ରାଜ୍ୟରେ ୨୪ ଘଣ୍ଟା ଯାଏ ଶୀତ ଲହରୀ; ୩୧ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ। ପ୍ରବଳ ଜାଡ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, ଦେବଗଡ଼ ଏବଂ କେନ୍ଦୁଝର କୁ ସତର୍କତା ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି…

ହସ୍ପିଟାଲରେ ଅସୁସ୍ଥ ୧୯ ଦିନର ଶିଶୁକନ୍ୟାକୁ ଛାଡ଼ି ମା’-ବାପା ଫେରାର୍! 

ଭୁବନେଶ୍ବର: ପୁଣି ରାଜଧାନୀରେ ଅଲୋଡା ହେଲା ଶିଶୁ କନ୍ୟା। ଚିକିତ୍ସିତ ହେଉଥିବା ପିଲାକୁ ଛାଡି ଚାଲିଗଲେ ବାପା ମା'। ୧୯ ଦିନର ଶିଶୁକନ୍ୟା ଛାଡି ଛୁ ମାରିଲେ ବାପା ମା'। କ୍ୟାପିଟାଲ ହସ୍ପିଟାଲରେ ଅସୁସ୍ଥ ଛୁଆକୁ ଛାଡି ବାପା ମା' ଚାଲି ଯାଇଥିବା ଅଭିଯୋଗ ହୋଇଛି। ନୟାଗଡରୁ ପିଲାଟିକୁ…

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

୨୦୨୪ ନିର୍ବାଚନୀ ଫାଇଟ୍: ନିର୍ବାଚନ ପ୍ରଭାରୀ ଘୋଷଣା କଲା ବିଜେପି; ବିଜୟପାଲଙ୍କୁ ଓଡ଼ିଶା ଓ ବୈଜୟନ୍ତଙ୍କୁ ୟୁପି…

ଭୁବନେଶ୍ବର: ୨୦୨୪ ନିର୍ବାଚନ ଲଢେଇ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ । ଆଜି ବିଭିନ୍ନ ରାଜ୍ୟର ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା କରିଛି ବିଜେପି । ୧୭ଟି ରାଜ୍ୟ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଘୋଷଣା ହୋଇଛନ୍ତି ପ୍ରଭାରୀ । ତେବେ ଓଡିଶାର ପ୍ରଭାରୀ ଭାବେ ବିଜୟ ପାଲ ସିଂହ…

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲାର ଶତାୟୁ ପୁରୁଷ ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୨ ବର୍ଷ ବୟସ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ…

ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ୨.୩୫ କୋଟି ଠକେଇ, ୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ବର: ୨.୩୫ କୋଟି ଠକେଇ ଅଭିଯୋଗରେ ୨ଜଣ ଦୋଷୀ ସାବ୍ୟସ୍ତ। ଦୋଷୀ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ। ବାଲେଶ୍ଵର ଓପିଆଇଡି କୋର୍ଟ ପକ୍ଷରୁ ଏମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ।…