Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠନ

ଭୁବନେଶ୍ୱର: ପାଖେଇ ଆସିଲାଣି ନିର୍ବାଚନ ସମୟ । ସେଥିପାଇଁ ସବୁ ଦଳ ଏବେ ସଜବାଜ ହେଉଛନ୍ତି । ଜାନୁୟାରୀ ୨୩, ୨୦୨୪ ଏବଂ ଜାନୁୟାରୀ ୨୫, ୨୦୨୪ ରେ ଭୁବନେଶ୍ୱରରେ ଲୋକସଭା ଏବଂ ବିଧାନସଭା ସଂଯୋଜକଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ୬…

୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍

ରାଉରକେଲା: ଚତୁର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଚାଲିଛି ଆଇଟି ବିଭାଗର ରେଡ । ଓଡିଶାର ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ଏଯାବତ୍ ଘନଶ୍ୟାମଙ୍କ ଘରୁ ମିଳିଲାଣି ୫କୋଟି ନଗଦ ଟଙ୍କା । ସୂଚନା…

ପୁରୀରେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ

ପୁରୀ: ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ। ଜଗନ୍ନାଥ ମନ୍ଦିର ଆସି କେହି ଖାଲି ହାତରେ ଫେରେ ନାହିଁ ବରଂ ମହାପ୍ରଭୁ ବୁଦ୍ଧି, ବଳ,ଶକ୍ତି,ସାହସ ଦେଇଥାନ୍ତି ବୋଲି ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି। ସେପଟେ ରାମଙ୍କର ପ୍ରାଣ ପ୍ରତିଷ୍ଠା…

ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନିରଞ୍ଜନ ଜ୍ୟୋତି । ସିଂହଦ୍ଵାରରେ ତାଙ୍କୁ ବିଜେପି ନୟାଗଡ଼ ମହିଳା ମୋର୍ଚା ପ୍ରଭାରୀ ରଞ୍ଜିତା ଦାସ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ଖାଦ୍ୟ ଉପଭୋକ୍ତା ମାମଲା,ସାର୍ବଜନୀକ…

ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ…

ବାଲୁକା କଳାରେ ଶୋଭା ପାଉଛନ୍ତି ପ୍ରଭୁ ଶ୍ରୀରାମ

ଅଯୋଧ୍ୟା: ରାମ ମୟ ଦେଶ । ରାମଙ୍କ ଭକ୍ତିରେ ଦେଶବାସୀ । ସେଥିପାଇଁ ଖୁବ ଜୋରସୋରରେ ଚାଲିଛି ସାଜ୍ଜସଜ୍ଜା । ଏହାରି ଭିତରେ ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଯୋଧ୍ୟାରେ ସେ ଏହି…

ଦୁର୍ନିତୀ ଅଭିଯୋଗରେ ସେଲରୁ ୨୮ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ର ଲୋକପାଳଙ୍କ ନିର୍ଦ୍ଦେଶ କ୍ରମେ ସେଲର ୨ ବରିଷ୍ଠ ଅଧିକାରୀଙ୍କ ସମେତ ୨୮ ଅଧିକାରୀଙ୍କୁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଶୁକ୍ରବାର ଚାକିରିରୁ ନିଲମ୍ବିତ କରିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ୨୦୨୪ ଜାନୁଆରୀ ୧୯ ତାରିଖ ଚିଠି ଆଧାରରେ ସେଲର ବରିଷ୍ଠ ଅଧିକାରୀ…

ଦୁର୍ଘଟଣାରେ ନିର୍ଦ୍ଦେଶକ ସୁଧାକର ବସନ୍ତ ଆହତ

କଟକ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହିତ ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ କଟକ ମଙ୍ଗୁଳି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ପରେ ଖବର…

ସୋନପୁରରେ ପୁରୁଣା ବିବାଦକୁ କେନ୍ଦ୍ର କରି କ୍ରିକେଟ ବ୍ୟାଟରେ ଯୁବକଙ୍କୁ ହତ୍ୟା!

ସୋନପୁର: ସୋନପୁର ଜିଲ୍ଲାରେ କ୍ରିକେଟ୍ ବ୍ୟାଟରେ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅପରାହ୍ନରେ ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତ କନ୍ୟା ଜଣକ ହେଲେ ଗ୍ରାମର କୁମ୍ଭାରପଡ଼ା ଅଞ୍ଚଳର ଏକ ପୋଖରୀ ନିକଟରେ ପୁରୁଣା କଥାକୁ…

ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶକ୍ତି ବନ୍ଦନ କର୍ମଶାଳା ଆୟୋଜନ କଲା ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟର ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ଭୋଟରଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଶନିବାର ଭୁବନେଶ୍ୱର କାର୍ଯ୍ୟାଳୟରେ ଶକ୍ତି ବନ୍ଦନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହିଳା ଭୋଟରଙ୍କ ନିକଟରେ…