Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣିକୋଇଲି ପୋଲିସିକୁ ସଫଳତା, ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଯାଜପୁର: ପାଣିକୋଇଲି ପୋଲିସିକୁ ମିଳିଲା ଏକ ବଡ ସଫଳତା। ରାଜପଥରୁ ଲୁଟ୍ ହୋଇଥିବା କଣ୍ଟେନର ସହ ୩୩ଲକ୍ଷ ଟଙ୍କାର ସାମଗ୍ରୀ ଜବତ କଲା ପୋଲିସ୍। ସୂଚନା ଯୋଗ୍ଯ ଯେ ଏକ କଣ୍ଟେନର ଆସାମରୁ ଡାବର କମ୍ପାନୀର ଜିନିଷ ବୋଝେଇ କରି ମୟୁର ଟ୍ରନ୍ସପୋର୍ଟ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏହି ଲୁଟ ଘଟଣା…

ପଛୁଆବର୍ଗ ମହିଳାଙ୍କ ପାଇଁ ସୋନିଆ ଗାନ୍ଧୀଙ୍କ ସଂରକ୍ଷଣ ଦାବିକୁ ପିସିସିର ସମର୍ଥନ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂସଦରେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ତାହାକୁ ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ପ୍ରାଣରେ ସମର୍ଥନ କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ…

ବିଜେପି ବିଧାୟକଙ୍କ ପ୍ରଶ୍ନ-ମହାଠକେଇ କରିଥିଲେ ୩ ବର୍ଷ ତଳେ; ବହିଷ୍କାର କରିବାକୁ ଆଜି ମନେ ପଡିଲା ?

ଭୁବନେଶ୍ୱର:  ମହାଠକେଇ କରିଥିଲେ ୩ ବର୍ଷ ତଳେ  । ହେଲେ ଦଣ୍ଡ ଦେବା ପାଇଁ ଆଜି କେମିତି ମନେ ପଡିଲା ? ଲୋକାୟୁକ୍ତଙ୍କ ରିପୋର୍ଟରେ ବିଧାୟକ ସୁଧାଂଶୁ ପରିଡାଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ହେଲେ  ଗିରଫ କରାଗଲାନି  କାହିଁକି ?  ଯଦି ସ୍ୱଚ୍ଛତା ଦେଖଉଛ, ତେବେ ଦଳର ୪୦ ବିଧାୟକଙ୍କ ନାଁରେ…

ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଉରକେଲା: ଆସନ୍ତା ୨୪ରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା-ପୁରୀକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ। ଭିସି ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ୨୦ ତାରିଖରେ ଏହାର ଟ୍ରାଏଲ୍ ରନ୍ ସରିଛି । ପ୍ରଥମେ ପୁରୀରୁ ତାଳଚେର ପର୍ଯ୍ୟନ୍ତ…

ପୋଲିସର ବଡ଼ ସଫଳତା; ବାଇକ ଚୋର ଗ୍ୟାଙ୍ଗ ଗରିଫ, ୬ଟି ଦାମି ମୋଟରସାଇକେଲ ଜବତ

ଅନୁଗୁଳ: ଅନୁଗୁଳ ପୋଲିସକୁ ପୁଣି ଏକ ବଡ଼ ସଫଳତା। ଏକ ମୋଟରସାଇକେଲ ଚୋର ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ୬ଟି ଦାମି ମୋଟରସାଇକେଲକୁ ପୋଲିସ ଜବତ କରିଛି। ଏହି ୫ ଜଣିଆ ଗ୍ୟାଙ୍ଗରେ ଦୁଇଜଣ ନାବାଳକ ଅଛନ୍ତି। ଯେଉଁମାନେ କି ମୋଟରସାଇକେଲ ଚୋରିର ମାଷ୍ଟର ମାଇଣ୍ଡ ବୋଲି…

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ…

ପୁଣି ଖୋଲିଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ପୁଣି ଗେଟ୍ ଖୋଲିଲା ହୀରାକୁଦ୍। ଡ୍ୟାମ୍‌ର ବାମପଟେ ୪ଟି ଓ ଡାହାଣ ପଟେ ୨ଟି ଗେଟ୍ ଖୋଲାଯାଇଛି। ଏପରି ହୀରାକୁଦର ୬ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା। ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର…

ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍; ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍

ପୁରୀ: ଅତିଥି ଦେବୋ ଭବଃର ଉଡିଲା ଧଜିଆ। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅଣଦେଖା। ବିଶ୍ୱଐତିହ୍ୟ ନଗରୀ ପୁରୀରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପୁରୀ ପ୍ରଶାସନ। ବିସ୍ତ୍ରୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସୁଲଭ ଶୌଚାଳୟ।…

ବହିଷ୍କାର ପରେ ମତ ରଖିଲେ ବିଧାୟକ ସୁଧାଂଶୁ ପରିଡା, କହିଲେ ମୁଁ କୌଣସି ସ୍କାମ ସହ ଜଡିତ ନୁହେଁ

ଭୁବନେଶ୍ଵର: ଜନ-ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ । ମୁଁ କିଛି ଜାଣିନି କି ମୁଁ କୌଣସି ସ୍କାମରେ ନାହିଁ ବୋଲି କହିଲେ ସୁଧାଂଶୁ । ମୋତେ ବହିଷ୍କାର କାରଣ ଜଣାନାହିଁ, ମୁଁ ମୋ ଦାୟିତ୍ୱ ତୁଲାଉଛି । ମୋ କାର୍ଯ୍ୟ…