Latest Odisha News

BREAKING NEWS

Browsing Category

ଓଡିଶା

Odisha

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ; ଜଣେ ଗିରଫ

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ ।  ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ  ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ  ପରିସରରେ କାଳିମାଡ ହୋଇଛି । ସଚିବ ଉକ୍ତ କଲେଜରେ ଆୟାେଜିତ ଏକ କାର୍ଯ୍ୟକ୍ରମକୁ ଯାଉଥିବା…

ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ  ଠାବ ହେଲା ମାଓ କ୍ୟାମ୍ପ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ପରିମାଣର…

ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର ଏବଂ ପୂର୍ବ ପରମ୍ପରା ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖରେ ଭାଦ୍ରବ…

ଲୁଗା ସଫା କରିବାକୁ ଘରେ ନାହିଁ କି ଡିଟରଜେଣ୍ଟ ପାଉଡର? ତେବେ କରନ୍ତୁ ଏହି ଉପାୟ, ଚକ୍ ଚକ୍ ଦିଶିବ ପୋଷାକ

ଭୁବନେଶ୍ଵର: କୌଣସି ପୋଷାକ ପିନ୍ଧିସାରିବା ପରେ ତାହାକୁ ଧୋଇବା ଏକ ନିୟମିତ ପ୍ରକ୍ରିୟା । ଏଥିପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଇଥାଏ । ଅନେକ ଲୋକ ପୋଷାକ ହାତରେ ସଫା କରୁଥିବା ବେଳେ କେହିକେହି ୱାଶିଂ ମେସିନ ବ୍ୟବହାର କରନ୍ତି । କିନ୍ତୁ ପୋଷାକ ସଫା କରିବା ପାଇଁ ସର୍ଫ ପାଉଡର୍…

ଅପହରଣର ୧୫ ଘଣ୍ଟା ପରେ ୫ ମତ୍ସ୍ୟଜୀବୀ ଠାବ; ସମୁଦ୍ର ଅଶାନ୍ତ ଥିବାରୁ ଆସିପାରୁ ନାହାନ୍ତି କୂଳକୁ

ବ୍ରହ୍ମପୁର : ଉଦ୍ଧାର ହେଲେ ନିଖୋଜ ମତ୍ସ୍ୟଜୀବୀ । ଆନ୍ଧ୍ର ମାଛ ମାଫିଆ ସମୁଦ୍ର ମଧ୍ୟରୁ ୫ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ତେବେ ନିଖୋଜ ହେବାର ୧୫ ଘଣ୍ଟା ପରେ ଶ୍ରୀକାକୁଲମ୍ ଜିଲ୍ଲାର ବାରୁଭା ସମୁଦ୍ରରୁ ସେମାନଙ୍କୁ ଠାବ କରାଯାଇଛି ।  ତେବେ ସମୁଦ୍ର ଅଶାନ୍ତ…

କ୍ୟାନସରରେ ପୀଡିତ ଥିଲେ ଆନ୍ତର୍ଜାତୀକ ଆଥଲେଟ ଦୂତି ଚାନ୍ଦ

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦ ଷ୍ଟେଜ୍ ଓ୍ବାନ୍ କ୍ୟାନସରରେ ପୀଡିତ ଥିଲେ । ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଲଟ୍ରାସାଉଣ୍ଡ ଏବଂ ଏମଆରଆଇ ମଧ୍ୟ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ସେବନ କରୁଥିଲେ । ଔଷଧ ସେବନ ପରେ ଯନ୍ତ୍ରଣା ଉପଶମ ହେବା ସହିତ…

ସଫଳ ପ୍ରବାସୀ ଓଡ଼ିଆଙ୍କୁ ନିଜ ପାଖରେ ନରଖିବା ଅନୁତାପର ବିଷୟ: ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ଭିତରେ ସଫଳ ପ୍ରବାସୀ ଓଡ଼ିଆଙ୍କୁ ନିଜ ପାଖରେ ରଖିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି କହି ସମାଲୋଚନା କରିଛନ୍ତି। ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ ନିଜର ଉଦବେଗ ପ୍ରକାଶ କରି କହିଛନ୍ତି ଯେ,…

ବିନା ଡାଏଟିଂରେ କମାନ୍ତୁ ଓଜନ, କରନ୍ତୁ କେବଳ ଏହି କାମ

ଭୁବନେଶ୍ଵର: ମୋଟାପଣ ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଏହି ମୋଟାପଣ କାରଣରୁ ଆମକୁ ଅନେକ ରୋଗର ମଧ୍ୟ ସାମ୍ନା କରିବାକୁ ପଡେ । ଓଜନ ହ୍ରାସ କରିବା କେବଳ ସୁନ୍ଦର କିମ୍ବା ଫିଟ୍ ଦେଖାଯିବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମଧ୍ୟ ଆବଶ୍ୟକ । ଓଜନ ହ୍ରାସ…

‘ରାଜ୍ୟର ସର୍ବାଙ୍ଗୀନ ବିକାଶ ଓ ଓଡ଼ିଆ ଅସ୍ମିତା ସୁରକ୍ଷାରେ ରାଜ୍ୟ ସରକାର ବିଫଳ’

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ମହିଳା ସୁରକ୍ଷା ଓ ସଶକ୍ତିକରଣ ଦାବି ଫମ୍ଫା ଆବାଜ ।  ୨୦ଟି ଜିଲ୍ଲାର ଶିଶୁଙ୍କ ଓଜନ ବୟସ ତୁଳନାରେ କମ୍‌ । କେବଳ ଅଣଓଡ଼ିଆ ଠିକାଦାରମାନଙ୍କୁ ମେଗା ପାନୀୟଜଳ ପ୍ରକଳ୍ପର ଠିକା ପ୍ରଦାନ କରିବା ଓ ବଡ ବଡ ପାଣି ଟ୍ୟାଙ୍କରକୁ ନିଜ ଦଳୀୟ ଚିହ୍ନରେ…

ଆସୁଛି ଗଣେଶ ପୂଜା, ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ଆଗକୁ ଆସୁଛି ଗଣେଶ ପୂଜା । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌‌ ପୁଲିସ ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଚାନ୍ଦା ଓ ବଟି ଆଦାୟ ନେଇ ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରାଯାଇଛି ।…