Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗ୍ୟାରେଜ ଭିତରେ ଦୀପିକାଙ୍କୁ ତାଲା ପକାଇ ଦେଲେ ଦିନେଶଙ୍କ ବାପାମା’

ବ୍ରହ୍ମପୁର: ସ୍ତ୍ରୀର ଅଧିକାର ଓ ପୁଅକୁ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଘର ଆଗରେ ଧାରଣରେ ବସିଥିବା କେ.ଦୀପିକାଙ୍କୁ ଗ୍ୟାରେଜ ଭିତରେ ତାଲା ପକାଇ ଦେଇଛନ୍ତି ଦିନେଶଙ୍କ ବାପାମା’ । ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି କେ.ଦୀପିକା । ଦିନେଶଙ୍କ ବାପା ମାଆ ତାଙ୍କୁ ଗ୍ୟାରେଜରେ ତାଲା ପକାଇ…

ଥମୁନି ନିଶା ମାଫିଆଙ୍କ ଦୌରାତ୍ମ୍ୟ: ଚେକିଂ ବେଳେ ଏସଆଇଙ୍କୁ ଆକ୍ରମଣ

ଭୁବନେଶ୍ବର: ରାଜଧାନୀରେ ଥମୁନି ନିଶା ମାଫିଆଙ୍କ ଦୌରାତ୍ମ୍ୟ  । ଗୋଟିଏ ପଟେ  ବ୍ଲକିଂ ଚେକିଂ ଜୋରଦାର ଚାଲିଥିବାବେଳେ ଅନ୍ୟପଟେ ନିଶା ମାଫିଆଙ୍କ ରାଜୁତି ବଢିବାରେ ଲାଗିଛି  । ଶିଶୁପାଳଗଡ ରାସ୍ତାରେ ଚଢାଉ ବେଳେ ଧଉଳି ଥାନା ଏସଆଇଙ୍କୁ ନିଶା ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି …

ଆଜିଠୁ କମିବ ବର୍ଷା ! ଛତିଶଗଡ ମୁହାଁ ସକ୍ରିୟ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି  ।କାରଣ ସକ୍ରିୟ ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ଛତିଶଗଡ ମୁହାଁ ହେଉଛି । ଆଗାମୀ ୪ରୁ ୫ଦିନ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ  । ସେପଟେ ନିଅଣ୍ଟିଆ…

ଫୁଲୁଛି ବୈତରଣୀ: ଜନବସତିକୁ ବନ୍ୟା ପାଣି ମାଡିଯିବା ଆଶଙ୍କା

ଭଦ୍ରକ : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ବୈତରଣୀ  । ଆସିଛି ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗିରହିଥିବାରୁ ବୈତରଣୀର ଜଳସ୍ତର ବଢୁଛି  ।  ବୈତରଣୀ…

ଆନ୍ଧ୍ର କବଜାରେ ଓଡିଶାର ୫ଜଣ ମତ୍ସ୍ୟଜୀବୀ

ଛତ୍ରପୁର: ଆନ୍ଧ୍ର ମତ୍ସ୍ୟଜୀବୀଙ୍କ କବଜାରେ ଓଡିଶାର ୫ ମତ୍ସଜୀବୀ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସମସ୍ତ ମତ୍ସ୍ୟଜୀବୀ ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀର ବୋଲି ସୂଚନା ମିଳିଛି । ୧୯ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ସମୁଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ସହି ପାରିଲେନି ପୁଅର ଦେହାନ୍ତ: ସହିଦ ପୁଅକୁ ଝୁରି ଝୁରି ଚାଲିଗଲେ ମା

ଆନନ୍ଦପୁର: ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ । ହେଲେ ଦଇବ ସାଜିଲା ଦାଉ । ଯାହାର ମୁହଁକୁ ଚାହିଁ ଦିନ କାଟୁଥିଲା ମା’ ଆଜି ସେ ପୁଅ ଆଉ ଗୋଟେ ମା ପାଇଁ ସହିଦ ହେଇଗଲା । ଏବେ ଆଉ କାହା ମୁହଁକୁ ଅନେଇ ଦିନ କାଟିଥାନ୍ତେ ମା’ ।…

୬ ମାସ ଭିତରେ ଶେଷ ହେବ ସମସ୍ତ କଲେଜଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ: ୫ଟି ସଚିବ

ପୁରୀ: ପୁରୀର ସମସ୍ତ +୨ଏବଂ +୩ କଲେଜଗୁଡ଼ିକ ୫ଟି ରୂପାନ୍ତିକରଣରେ ସାମିଲ କରାଯାଇଛି । ଏଥିସହ ସମସ୍ତ କଲେଜଗୁଡିକ ଉନ୍ନତି ନିମନ୍ତେ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯିବ । ଏକ ମାସ ମଧ୍ୟରେ ସମସ୍ତ କଲେଜଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯାଇ ୬ ମାସ ମଧ୍ୟରେ ଶେଷ କରିବା ଲାଗି…

ଗାଁକୁ ରାସ୍ତା ନ ଥିବାରୁ ଷ୍ଟେଚରରେ ନଦୀ ପାର ହେଲେ ଗର୍ଭବତୀ ମହିଳା

ରାୟଗଡା: ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ସୁବିଧା ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର ହେବାକୁ ପଡ଼ୁଛି । ଏବେ କଲ୍ୟାଣସିଂହପୁର ବ୍ଲକ ସିକରପାଇ…

କ୍ରୀଡ଼ାର ବିକାଶରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ: ରାଣୀ ରାମପାଲ

ଭୁବନେଶ୍ୱର : ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ । କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଭାବରେ ପୁଷ୍ଠପୋଷକତା କରୁଛନ୍ତି ରାଜ୍ୟ ସରକାର । କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍‌ଙ୍କୁ…

ବିଜେଡିରେ ଫାଟ:ସୌମ୍ୟ ପଟ୍ଟନାୟକଙ୍କ ଟାର୍ଗେଟରେ ୫ଟି ସଚିବ, ରାଜନୈତିକ ମହଲ ସରଗରମ

ଭୁବନେଶ୍ୱର:ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଆଜି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ସମ୍ବାଦର ପ୍ରଥମ ପୃଷ୍ଠାର ଆମ ଘରର ହାଲଚାଲ ସ୍ତମ୍ଭରେ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ…