Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିକ୍ୟୁରିଟି ଗାର୍ଡକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ, ଅଭିଯୁକ୍ତ ଥାନାରେ ଅଟକ

ବୌଦ୍ଧ:  ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଏମିତି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ। ମୃତକ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି  ।  ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ…

ସୁଧାରଗୃହ ଶୌଚାଳୟରୁ ମିଳିଲା ନାବାଳକର ଝୁଲନ୍ତା ମୃତଦେହ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ଅଭାବନୀୟ ଘଟଣା ଘଟିଛି  । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ନାବାଳକଙ୍କ ପର୍ଯ୍ୟବେକ୍ଷଣ ଓ ସ୍ଵତନ୍ତ୍ର ଗୃହରୁ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି  । ସୁଧାରଗୃହ ଶୌଚାଳୟରୁ ଜଣେ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର…

ନିଜ ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ବିଜେଡ଼ି ନେତା ପାଗଳର ପ୍ରଳାପ କରୁଛନ୍ତି: ଡ. ଯତୀନ ମହାନ୍ତି

ଭୁବନେଶ୍ୱର: ବିଜେଡି ନେତା ଅନୁଭବ ପଟ୍ଟନାୟକଙ୍କୁ ନେଇ ରାଜନୀତି ସରଗରମ ହୋଇ ଉଠିଛି। କିଛି ଦିନ ହେବ ଅନୁଭବ ପଟ୍ଟନାୟକ ଟ୍ୱିଟର ଜରିଆରେ କିଛି ମନ୍ତବ୍ୟ ରଖୁଛନ୍ତି ଏବଂ ସେହି ମନ୍ତବ୍ୟକୁ ନେଇ ରାଜନୀତିରେ ଆରମ୍ଭ ହେଉଛି ବୟାନବାଜି। ଏହାରି ଭିତରେ ଅନୁଭବ ପଟ୍ଟନାୟକଙ୍କୁ ଟ୍ୱିଟ କରି ରାଜ୍ୟ…

ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବସ୍ତି ପାଲଟିବ ବିଜୁ ଆଦର୍ଶ କଲୋନୀ: ଆଜି ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ  । ସହରାଞ୍ଚଳରେ ବାସ କରୁଥିବା ବସ୍ତି ବାସିନ୍ଦା ସମ୍ମାନର ସହ ବଞ୍ଚିବେ । ସମସ୍ତଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ । ଆଜି ‌ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଜରିଆରେ…

ମଦ ମାଫିଆଙ୍କୁ ଧରିବାକୁ ଯାଇ ନିସ୍ତୁକ ମାଡ ଖାଇଲା ପୋଲିସ

ଭଦ୍ରକ : ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା  । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସାବରଙ୍ଗ ଥାନା ଇଛାପୁର ସ୍ଥିତ ମାମଲି ହୋଟେଲରେ  । ଦୀର୍ଘ ଦିନ ହେଲା ଏଠାରେ ଚୋରା ମଦ କାରବାର ଚାଲିଥିଲା । ଏ…

ନନ୍ଦନବିହାର ବସୁନ୍ଧରା କଲୋନୀ ଡକାୟତି ମାମଲା: ୫ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ବର: ଇନ୍‌ଫୋସିଟି ଥାନା ନନ୍ଦନବିହାର ବସୁନ୍ଧରା କଲୋନି ଡକାୟତି ମାମଲା । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି  । ଗତ ୨ ତାରିଖରେ ସିବିଆଇ ରେଡ୍‌ ବାହାନାରେ ଘରେ ପଶି ୨ କୋଟି ଟଙ୍କା ଓ ବିପୁଳ ଗହଣା ଲୁଟି ନେଇଥିଲେ ୯ ଜଣିଆ ଡକାୟତ ଗ୍ୟାଙ୍ଗ ।  କମିସନରେଟ୍‌ ପୁଲିସ ୫…

ଲୋକପ୍ରତିନିଧିଙ୍କୁ ମିଳୁନି ସୁରକ୍ଷା କିନ୍ତୁ ସଚିବଙ୍କ ହାଇ ସିକ୍ୟୁରିଟି ନେଇ ସରକାରଙ୍କ ଅଧିକ ଚିନ୍ତା: ସମୀର ମହାନ୍ତି

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ସଚିବ ଝଡ଼। ଫାଇବ-ଟି ସଚିବଙ୍କୁ ନେଇ ଚାଲିଛି ବୟାନବାଜି। ସୋସିଆଲ ମିଡିଆ ଏକ୍ସରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ପରସ୍ପରଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ। ଏହାରି ଭିତରେ ବିଜେପିର ପୂର୍ବତନ ସଭାପତି ତଥା ଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ସଦସ୍ୟ ସମୀର…

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳିଲା ପୁଅ: ବୃକ୍ଷରୋପଣ କରି ଦେଲା ପରିବେଶ ସୁରକ୍ଷାର ବାର୍ତ୍ତା

ସୋରଡ଼ା: ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ପାଳିଲା ପୁଅ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ ଅଧୀନ ଅମୃତୁଲୁ ପଞ୍ଚାୟତରେ  ।  ପୂର୍ବତନ ସରପଞ୍ଚ ତଥା ସମାଜସେବୀ କାଶୀନାଥ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ…

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୖେବାଳୟରେ ଜଳ ଲାଗି କରୁଛନ୍ତି ବୋଲବମ୍ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର  । ଏଥିଲାଗି ପ୍ରାୟ ସମସ୍ତ ଶୈବାଳୟରେ କାଉଡିଆଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି  । ଭୁବନେଶ୍ବରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ନାହିଁ ନଥିବା ଗହଳି  । ଶ୍ରାବଣ…

ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା

ଭୁବନେଶ୍ୱର: ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୨୩ ପାଇଁ ଟେନିସ ତାରକା ଦେବାଶିଷ ସାହୁ ୩୧ତମ ଏକଲବ୍ୟ ପୁରସ୍କାର ବିଜେତା ହୋଇଛନ୍ତି। ଟେନିସ ତାରକା…