Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ : ପ୍ରତାପ ଦେବ

୯ଦିନର ଜାପାନ ଗସ୍ତ ବେଶ ସଫଳ ରହିଥିବା କହିଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ରାଜ୍ୟକୁ ବଡ଼ ସଫଳତା ମିଳିଛି ବୋଲି ସେ କହିଛନ୍ତି । ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମିଶନ ମୋଡରେ ଶିଳ୍ପାୟନ…

କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦ରୁ “ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩”

ଭୁବନେଶ୍ବର : 'ସ୍କିଲଡ୍-ଇନ୍-ଓଡିଶା' ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ଦେବା ପାଇଁ ଓଡିଶା ସରକାର "ନୂତନ ବିଶ୍ବ ପାଇଁ ଦକ୍ଷତା ବିକାଶ' ଥ୍ମ୍ ସହିତ ଚଳିତ ଏପ୍ରିଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗକୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଅର୍ଚ୍ଚାନଙ୍କୁ ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ଜାମିନି ମିଳିଲା । ତେବେ ତଦନ୍ତରେ ସହଯୋଗ କରିବା ଏବଂ ବାହାରକୁ ନ ଯିବା ପାଇଁ କୋର୍ଟ ତାଙ୍କୁ…

ପୁଣି ଆରମ୍ଭ ହେଲା ବର୍ଷା ଓ ଅନୁଭବଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ !

ମିଛ ଅପପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆଣପଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ । ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।…

ରାଜଧାନୀରେ ତାତି ୪୦ ଟପିଲା, ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର:କାଲିଠୁ ଆଜିର ତାତି ବଢିଲା । ଝାରସୁଗୁଡା, ଭୁବନେଶ୍ୱର ଏବଂ ସମ୍ବଲପୁରରେ ଆଜି ପାରଦ ୪୦ ଡିଗ୍ରୀ ଟପିଛି । ଆଜି ବି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ମଙ୍ଗଳବାର ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଝାରସୁଗୁଡା ।…

ତ୍ୱରିତ ସ୍ୱାସ୍ଥ୍ୟସେବା ପାଇଁ ଆରମ୍ଭ ହେବା ଯୋଜନା “ଲକ୍ଷ୍ମୀ”, ଗୁରୁତର ରୋଗୀ ଓ ଆହତଙ୍କୁ ହସପିଟାଲ୍…

ଭୁବନେଶ୍ୱର : ଗୁରୁତର ରୋଗୀ କିମ୍ବା ଆହତ ବ୍ୟକ୍ତିଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ଆଣି ପହଞ୍ଚାଇବ ହେଲିକପ୍ଟର। ସଡ଼କପଥରେ ଅପଚୟ ହେଉଥିବା ମୂଲ୍ୟବାନ ସମୟକୁ ଭରଣା କରିବା ଲକ୍ଷ୍ୟରେ ରୋଗୀ ଏବଂ ଆହତଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ…

ଶୁଆଙ୍କୁ ତାଲିମ ଦେବା ନାଁରେ ନିର୍ଯାତନା; ଯୁବକଙ୍କ ବିରୋଧରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ଅଭିଯୋଗ

ଭୁବନେଶ୍ୱର: ବନ୍ୟ ପ୍ରାଣୀ ଆଇନ ଉଲଂଘନ କରୁଥିବା ନେଇ କେଉଁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତଙ୍କ ବିରୋଧରେ ଆସିଛି ଅଭିଯୋଗ । ଚିନ୍ମୟ ଭାଇ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ…

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ଦିନ ସାଢେ ୧୧ଟାରେ ୩୯ ଡିଗ୍ରୀରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ଦୁଇଦିନ ହେଲା ଜଳୁଛି ସାରା ରାଜ୍ୟ । ସକାଳୁ ସକାଳୁ ତାପମାତ୍ର ଅସହ୍ୟ ହୋଇ ପଡୁଛି । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଆଜି ସକାଳ ୮ଟା ସୁ୍ଦ୍ଧା ରାଜଧାନୀରେ ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି । ପରେ ତାପମାତ୍ରା ବଢି ପୂର୍ବାହ୍ନ ୧୧ଟା ୩୦…

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ…