Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ଏହି ଝାମୁଯାତ୍ରା । ବରୁହାଁ ପଞ୍ଚାୟତ କେତକୀଆ ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍ଵରୂପା ପୀଠରେ ଚାଲିଛି ଏହି ପରମ୍ପରା ।ଏହି…

ଟ୍ରେନ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ରେଳ ଲାଇନ ପାର୍‌ ହେବା ସାଜିଲା କାଳ । ନେଇଗଲା ଜୀବନ । ରେଳ ଲାଇନ୍‌ ପାର୍‌ ହେଉ ହେଉ ଟ୍ରେନ ଧକ୍କାରେ ଚାଲିଗଲା ଦନ୍ତାର ଜୀବନ । ଏହି ଘଟଣାଟି ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ହାତୀଟି ରେଳ…

ପାଣିପାଗ: ୪ ଜିଲ୍ଲାକୁ କୁଆପଥର ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଲଗାତର କିଛିଦିନ ବର୍ଷା ହେବା ପରେ ପୁଣି ଖରା ତାତି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ତେବେ ଗତକାଲି ସନ୍ଧ୍ୟାରେ ଟ୍ୱିନ୍‌ ସିଟ୍ କଟକ ଭୁବନେଶ୍ୱରରେ ଝଡ଼ ବର୍ଷା ଦେଖିବାକୁ ମିଳିଥିଲା। ଏଥିରେ କଟକରେ କେତେକ ସ୍ଥାନର ଗଛ ଭାଙ୍ଗିପଡ଼ିଥିବା ଦେଖିବାକୁ…

ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ….

ବର୍ତ୍ତମାନ ଅଣ୍ଟା ଯନ୍ତ୍ରଣା ସମସ୍ୟା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ଦେଖାଯାଇଥାଏ। ଘରେ ଘରେ ଏହି ଛୋଟ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ…

ଆଇପିଏଲ ମ୍ୟାଚ୍ ବେଳେ ବେଟିଂ ରାକେଟ୍, ୬ ଜଣ ଗିରଫ

ସୁନ୍ଦରଗଡ: ଆଇପିଏଲ ମ୍ୟାଚ୍ ସମୟରେ ବେଟିଂ ରାକେଟ୍ ଚଳାଇଥିବା ଅଭିଯୋଗରେ ରାଉରକେଲାରୁ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଅନ ଲାଇନ୍ ବେଟିଂ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଘୁନାଥପଲ୍ଲୀ ଥାନା ପୁଲିସ ଏକ ଟିମ୍ ସହ ଗୁରୁବାର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ…

‘ସଂସ୍କୃତ ଭାଷାକୁ ଗୁରୁତ୍ୱ ଦେଇ ଓଡ଼ିଆ ସମେତ ଅନ୍ୟ ଭାଷାକୁ ଅଣଦେଖା କରୁଛି କେନ୍ଦ୍ର’

ଭୁବନେଶ୍ୱର: ସଂସ୍କୃତ ଭାଷାକୁ ଏତେ କେହି ବ୍ୟବହାର କରୁ ନାହାନ୍ତି। ସଂସ୍କୃତ ଭାଷା ତୁଳନାରେ ଦେଶର ଅନ୍ୟ ଶାସ୍ତ୍ରୀୟ ଭାଷା ଯଥା ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ୍ ଓ ଓଡ଼ିଆ ଭାଷାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। କିନ୍ତୁ ସଂସ୍କୃତକୁ ଭାଷାକୁ ଯେଉଁଭଳି ଭାବେ ଏହିସବୁ ଭାଷା ତୁଳନାରେ…

ସିଗନାଲ ନପାଇ ଆଗକୁ ଗଡ଼ି ପାରିଲାନି ଟ୍ରେନ୍, ଓହ୍ଲାଇ ଆସି ଲୋକୋ ପାଇଲଟ ଦେଖିଲେ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜୁଗୁପୁରା ରେଲଓ୍ୱେ ଷ୍ଟେସନରେ ନିଯୁକ୍ତ ଗେଟ୍ ମ୍ୟାନ୍ ଡ୍ୟୁଟିରେ ଶୋଇପଡିଥିଲେ ଏବଂ ଆସୁଥିବା ଟ୍ରେନ କୁ ସିଗନାଲ ଦେବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ଟ୍ରେନର ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତି…

୪୦ ଲକ୍ଷ ଟଙ୍କା ପାଇଁ ଅପହରଣ ହୋଇଥିବା ଠିକାଦାର ୨୪ ଘଣ୍ଟାରେ ଉଦ୍ଧାର

ବାଲେଶ୍ୱର: ଅପହରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶଂସନୀୟ କାମ କରିଛି ବାଲେଶ୍ୱର ପୁଲିସ। ଝାରସୁଗୁଡାରେ ନାବାଳକ ଅପହରଣ ଘଟଣା ମନରୁ ଲିଭିନଥିବା ବେଳେ ବାଲେଶ୍ବରରେ ମଧ୍ୟ ଟଙ୍କା ପାଇଁ ଜଣେ ଠିକାଦାର ଅପହରଣ ହୋଇଥିଲେ। ଆଉ ଏହି ସମୟରେ ଠିକାଦାରଙ୍କ ପତ୍ନୀ ଥାନାରେ ଏତଲା…

କୀଟନାଶକ ପିଇ ୪ ଶିଶୁ ଗୁରୁତର, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ଭଦ୍ରକ: ଗୁରୁବାର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଝିଙ୍କିରିଆ ଗ୍ରାମରେ କୀଟନାଶକ ପିଇ ଦୁଇ ଭାଇ ଭଉଣୀଙ୍କ ସମେତ ୪ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ପିଲାଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା…