Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ ଘଟଣା, ଆହୁରି ଅନେକ ଗିରଫ ହୋଇପାରନ୍ତି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ ଘଟଣା, ଆହୁରି ଅନେକ ଏହି ମାମଲାରେ ଗିରଫ ହୋଇପାରନ୍ତି ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।…

ସୁନ୍ଦରଗଡ ମେଡିକାଲ କଲେଜରେ ନିଯୁକ୍ତି ଆଶା ଦେଖାଇ ଠକେଇ ଅଭିଯୋଗ

ସୁନ୍ଦରଗଡ: ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇ ବିଶ୍ବାସର ଚୂନ ଦେଲା ଠକ। ବ୍ୟାପକ ସଚେତନତା ସତ୍ତ୍ୱେ ଅନେକ ଲୋକ ଏହିପରି ଭାବେ ଠକେଇର ଶିକାର ହେଉଛନ୍ତି। ହେଲେ ଚାକିରି ଲୋଭ ଏବଂ ଅଧିକ ନିବେଶ ମିଳିବା ଆଶାରେ ବଢି ଚାଲିଛି ଠକେଇ ଏବଂ ବଢୁଛି ଠକେଇର ଶିକାର ବ୍ୟକ୍ତିଙ୍କ ତାଲିକା। ଏଭଳି ଏକ…

ବାରିପଦାରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜନ ସଚେତନତା

ବାରିପଦା: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ସେବାରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର ଅଭିଯୋଗର ନିରାକରଣ ଏବଂ ରିଜର୍ଭ ବ୍ୟାଙ୍କ ସମନ୍ୱିତ ଲୋକପାଳ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ…

‘ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶାସକ ଦଳ ପାଇଁ ସରକାରୀ କଳର ଅପବ୍ୟବହାର ହେଉଛି’

ଦିଗପହଣ୍ଡି: ଗୁରୁବାର କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଥିଲେ। ବିଜୟ ପଟ୍ଟନାୟକ ଦିଗପହଣ୍ଡିଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମ ଜିଲ୍ଲାରେ ସରକାରୀ…

ସମାନ କାମକୁ ସମାନ ଦରମା ଦାବି: ମୁହଁରେ କଳା ଟେପ୍ ଲଗାଇ ଅଧ୍ୟାପକଙ୍କ ବିଶାଳ ରାଲି

ଭୁବନେଶ୍ୱର: ନିଖିଳ ଓଡ଼ିଶା ୬୬୨ (+୨, +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ସଦସ୍ୟମାନେ ନିଜର ୪ ଦଫା ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ। ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନରୁ ରାଲି ଆରମ୍ଭ କରି ମୁହଁରେ କଳା ଟେପ୍ ବାନ୍ଧି ଲୋୟର ପିଏମଜି…

ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ…

ଦିଲ୍ଲୀରେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ବିଜେପିର ନୂଆ ସଭାପତି ମନମୋହନ ସାମଲ ଦଳର ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ଏନେଇ ମନମୋହନ ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ବେଶ୍ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ତାଙ୍କର ବହୁ…

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ

ଝାରସୁଗୁଡ଼ା (କେ. ରୋଷନ ପୃଷ୍ଟି): ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରସୁଗୁଡ଼ା…

ଡିୟୁଡିଏରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି, ବିଜେପି କହିଲା ‘ଭୋଟ୍ ଭୟ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ (PD DUDA) ନିଯୁକ୍ତି ବିଜ୍ଞାପନକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି । ଏପ୍ରିଲ୍ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର…

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ…