Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆମ୍ରି ହସ୍ପିଟାଲକୁ ଅଧିଗ୍ରହଣ କରିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍

ଭୁବନେଶ୍ୱର: ଇମାମି ଗ୍ରୁପର ଆମ୍ରି ହସ୍ପିଟାଲକୁ କିଣିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍ । ଏଥିପାଇଁ ମଣିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ୨୩୫୦ କୋଟି ଟଙ୍କା ଦେବ । ସେହିଭଳି ସିଙ୍ଗାପୁରର ଟେମାସେକ, ମନିପାଲ୍ ଏଣ୍ଟରପ୍ରାଇଜେସର ଅଂଶ ଯାହାର ମୂଲ୍ୟ ୪ ବିଲିୟନ୍ ଡଲାର ଅଧିଗ୍ରହଣ କରିବ । ଆମ୍ରି…

ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଞ୍ଚିଛି । ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର,…

ଶିକ୍ଷକଙ୍କୁ ଏତେ ଡର କାହିଁକି ?

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କୁ ଭୁବନେଶ୍ୱର ମନା। ବିଭିନ୍ନ ଦାବି ନେଇ ପିଏମଜିରେ ଆନ୍ଦୋଳନ ପାଇଁ ଅନୁମତି ମାଗିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘକୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶିକ୍ଷକଙ୍କ କଣ୍ଠରୋଧ ବୋଲି…

‘ଶଙ୍ଖ ମୋ ଗର୍ବ’ କେବଳ ସ୍ଲୋଗାନ ନା ସତରେ ଗର୍ବ !

ଭୁବନେଶ୍ୱର: ଗୋଟିଏ ଗୋଟିଏ ବାକ୍ୟ ଲୋକଙ୍କ ହୃଦୟ କିଣିବାକୁ ସକ୍ଷମ ହୋଇଥାଏ। ସେଭଳି କିଛି ହୃଦୟଛୁଆଁ ବାକ୍ୟକୁ ସ୍ଲୋଗାନ ଆକାରରେ ରାଜନୈତିକ ଦଳ ଗୁଡିକ ବ୍ୟବହାର କରିବା ସହ ସଫଳତାର ଶୀର୍ଷ ଛୁଇଁଛନ୍ତି। ଦଳ ସପକ୍ଷରେ ଏ ସବୁ ସ୍ଲୋଗାନ ଏକ ବାତାବରଣ ତିଆରି କରିବାରେ ସଫଳ ହୁଏ। ଜାତୀୟ ଦଳ ହେଉ…

ଜୟନାରାୟଣଙ୍କୁ ଲାଗିଛି 5-ଟି ଭୂତ, ଝାଡ଼ି ହେବାକୁ ପରାମର୍ଶ ଦେଲେ ଅମର

ଭୁବନେଶ୍ୱର: 5-ଟିକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଚିଡି ଗଲାଣି ବିଜେଡି! କାଲି ଅରୁଣ ସାହୁଙ୍କ ପରେ ଆଜି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ରଖିଥିବା ବୟାନ ହିଁ ଏହାର ପ୍ରମାଣ ଦେଉଛି । ବିରୋଧୀ ଦଳ ବିଧାୟକ ଅପ୍ରାସଙ୍ଗିକ କଥା କହି…

ପଶ୍ଚିମା ଝଡ ପ୍ରଭାବ: ଆଜିଠୁ ୫ ଦିନ ଧରି ବର୍ଷିବ

ଭୁବନେଶ୍ୱର:ଆଜିଠୁ ୫ ଦିନ ଧରି  ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର…

ଗୃହରେ ବିରୋଧୀ ଉଠାଇଲେ ଡ୍ରାଇଭର ସଂଘର ଦାବି; ମନ୍ତ୍ରୀ କହିଲେ କମିଟି କରିବ ଆଲୋଚନା

ଭୁବନେଶ୍ୱର: ଷ୍ଟିଅରିଂ ଛାଡି ରାଜରାସ୍ତାରେ ବସିଛନ୍ତି ଡ୍ରାଇଭର । ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ଲୋକେ । ତେଣୁ ତୁରନ୍ତ ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବା ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହର…

୨୦୨୩-୨୪ ସୁଦ୍ଧା ଏହି ସବୁ ସହରକୁ ମିଳିପାରେ ପାଇପ ଯୋଗେ ରନ୍ଧନ ଗ୍ୟାସ

ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ପାଇପ ଯୋଗେ ଗ୍ୟାସ ଯେଗାଇ ଦିଆଯିବ । ଏଥିପାଇଁ କାମ ଚାଲିଛି । ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।…

ଗୃହରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଦିଲ୍ଲୀର ବିଧାୟକ ମାନଂକ ଦରମା ବୃଦ୍ଧି ପରେ ଓଡ଼ିଶା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠିଛି ।  ବିଧାୟକଙ୍କ ଦରମା  ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଆଲୋଚନା ହୋଇଥିଲା । ଏହି ପ୍ରସଙ୍ଗକୁ ସବୁ ଦଳର ବିଧାୟକ ସମର୍ଥନ…

ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଲା ଜାମିନ  । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ୨ଟି ମାମଲାରେ ଜଗବନ୍ଧୁଙ୍କୁ ମିଳିଛି  ଜାମିନ । ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ…