Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏନଏସି ନିର୍ବାଚନ, କିଏ ମାରିବ ବାଜି ?

ଭୁବନେଶ୍ୱର: ରାତି ପାହିଲେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ଫଳାଫଳ। ଯାହାକୁ ନେଇ ଏବେ ରାଜନୀତି ଚଳଚଞ୍ଚଳ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନ ଥିବାରୁ ଏହି ଫଳାଫଳ ବହୁ ଗୁରୁତ୍ୱ ରଖୁଥିବା ଚର୍ଚ୍ଚା ହେଉଛି। ଉଭୟ ଏନଏସି ଫଳାଫଳ ଯେଉଁ ଦଳ ସପକ୍ଷରେ ଯିବ ସେ ଦଳ ଏହାକୁ ପ୍ରଚାରରେ…

ଝାରସୁଗୁଡା ଲଢେଇ, ବହୁ ଆଗରେ ବିଜେଡି !

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ରେସରେ ବହୁ ଆଗରେ ବିଜେଡି। ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରିବା ସହ ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି। ଦଳର ୩ ଜଣ ବରିଷ୍ଠ ନେତାଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ…

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।…

ନକଲି ସାର୍ଟିଫିକେଟ୍ ମାମଲା, ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ବଲାଙ୍ଗିର ନକଲି ସାର୍ଟିଫିକେଟ୍ ମାମଲାର ଚେର କେଉଁ ଆଡ଼େ ଲମ୍ବିଛି ? ଫେକ୍ ସାର୍ଟିଫିକେଟର ଖୋଳତାଡ଼ କରୁଥିବା କ୍ରାଇମବ୍ରାଞ୍ଚ ଗିରଫ ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ରାକେଟର ମୁଖ୍ୟ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ରଞ୍ଜନ ଉଦଗାତା ଏବଂ ୨ ଆଶାୟୀଙ୍କୁ ରିମାଣ୍ଡରେ…

ଏଏସ୍ଆଇ କରୁ କପିଳେଶ୍ୱର ମନ୍ଦିରର ରକ୍ଷାଣବେକ୍ଷଣ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରରେ ଥିବା ବାବା କପିଳେଶ୍ୱର ମନ୍ଦିର ରାଜ୍ୟର ଅନ୍ୟତମ ପୁରାତନ ଏବଂ ପ୍ରସିଦ୍ଧ ଶୈବପୀଠ । ଏହି ଶୈବପୀଠ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (Archeological Survey of India)  ଦ୍ୱାରା ସଂରକ୍ଷିତ କ୍ଷେତ୍ର ସୂଚୀରେ ରହିବା ଯୋଗ୍ୟ ଅଟେ ।…

ତାଳଚେରର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍

ଅନୁଗୁଳ: ତାଳଚେରରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କୁମୁଣ୍ଡାର ଜଣେ ଟାୟାର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି କଟକ ଜିଏସଟି ଅନଫୋର୍ସମେଣ୍ଟ ଟିମ୍ । ମିଳିଥିବା ସୂଚନା ଅନୁସାରେ, କୁମୁଣ୍ଡା ଗାଁର ୨ ଜଣ ବ୍ୟବସାୟୀଙ୍କ ବିବି ଟ୍ରେଡର୍ସ ନାଁରେ ଏକ ସଂସ୍ଥା ରହିଛି । ବିବି ଟ୍ରେଡର୍ସ…

ସମବାୟ ସମିତି କମିଟି ଚୟନରେ ଅନିୟମିତତା ଅଭିଯୋଗ, ରାସ୍ତାରୋକ ଚେତାବନୀ

ନୂଆପଡ଼ା: ମଖାପଦର ସମବାୟ ସମିତି କମିଟି ଗଠନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଜନୈକ ଜିଲ୍ଲା ପରିଷଦ ସଭ୍ୟ ନିଜ କ୍ଷମତାର ଅପବ୍ୟବହାର କରି ଇଚ୍ଛା ମୁତାବକ କୃଷି ସମବାୟ ସମିତି ଗଠନ କରି ନିଜ ସମ୍ପର୍କୀୟଙ୍କୁ ଦାୟିତ୍ୱ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ…

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ…

ହଜାର ବର୍ଷର ପୁରୁଣା କୂଅ ଠାବ, ଏବେ ବି ଲୋକଙ୍କ ଶୋଷ ମେଣ୍ଟାଉଛି

ଯାଜପୁର : ହଜାର ବର୍ଷ ପୁରୁଣା କୂଅ । ଦେଖିଲେ କେହି କହିବେନି ଏତେ ପୁରୁଣା ବୋଲି । କେଉଁଠି ଗୋଟିଏ ହେଲେ ପଥର ଖସିନି କି ମାଟି ବି ଧସିନି । ଯେମିତି ଶକ୍ତ, ସେମିତି ସୁରକ୍ଷିତ । ଏବେ ବି ତାର ପାଣି ସ୍ୱଚ୍ଛ, ପାନୀୟ ଉପଯୋଗୀ । ମାଙ୍କଡା ପଥରରେ ତିଆରି ଏହି ପୁରୁଣା କୂଅ   ଏବେ ବି ଏଠିକା…

ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ରଙ୍କର ଅକାଳ ମୃତ୍ୟୁ

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ମଙ୍ଗଳବାର ଦିନ ଘଟି ଯାଇଛି ଏକ ବଡ଼ ଅଘଟଣ । ନାଳିଆ ନଦୀରେ ବୁଡ଼ି ଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସ୍ମୃତି ରଞ୍ଜନ ସ୍ବାଇଁ, ରଜତ କୁମାର ଜେନା, ପ୍ରଣୟ କୁମାର ଲେଙ୍କା । ସମସ୍ତ ୩ ଜଣ ମୃତକ କୋରକୋରା…