Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦୨୪ ଅଧିବର୍ଷ ହୋଇଥିବା ବେଳେ ପାଞ୍ଜିରେ ବର୍ଷର ଦିନ ସଂଖ୍ୟା ୩୬୫ ଦିନକୁ ନେଇ ବିବାଦ

ଭୁବନେଶ୍ୱର: ଆଗାମୀ ଓଡ଼ିଆ ବର୍ଷ ପାଇଁ ଅନେକ କ୍ୟାଲେଣ୍ଡର ବା ପାଞ୍ଜି ପ୍ରକାଶ ପାଇଛି। ଏବେ ଏହି ଭୁଲ ତଥ୍ୟ ଥିବା ଅଭିଯୋଗକୁ ନେଇ ବିବାଦ ଦେଖାଦେଇଛି। ପଞ୍ଜିକାରେ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷର ତାରିଖ ସଂକ୍ରାନ୍ତି ସମ୍ପର୍କିତ ସୂଚନାକୁ ନେଇ ମତଭେଦ ଆରମ୍ଭ ହୋଇଛି। ୨୦୨୪ ଏକ…

ପ୍ରବାସୀ ଓଡ଼ିଆ ଶ୍ରମିକକୁ ହତ୍ୟା ଅଭିଯୋଗ, ପୋଲିସ କହିଲା ଘଟଣାର ତଦନ୍ତ ହେଉଛି

ମୋହନା: ତାମିଲନାଡୁର କାବିଲାପଟ୍ଟା ଠାରେ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କୁ ହତ୍ୟା କରାଯାଇଛି। ଏବେ ତାଙ୍କ ମୃତଦେହକୁ ଓଡ଼ିଶା ପଠାଇବା ପାଇଁ କିଛି ଏଜେଣ୍ଟ ଟଙ୍କା ମାଗୁଛନ୍ତି। ମୋହନା ଅଞ୍ଚଳର ମୃତ ପ୍ରବାସୀ ଶ୍ରମିକ ଶରତ ପରିଚ୍ଛା ଦକ୍ଷିଣ…

ମନ୍ତ୍ରୀ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି ଅଭିଯୋଗର ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା ବିଜେପି

ଭୁବନେଶ୍ୱର: ମହିଳା ସଶକ୍ତିକରଣ ନେଇ ଓଡ଼ିଶା ସରକାର ଡେଙ୍ଗୁରା ପିଟୁଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠାଇ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦାବି କରିଛି ଯେ ବିଜେଡି ନେତା ତଥା ଜଣେ ମନ୍ତ୍ରୀଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଉପରେ ସରକାର ସ୍ପଷ୍ଟୀକରଣ…

ଭୂଷଣ୍ଡପୁର ଘଟଣା ପରେ ଚେତିଲା ପ୍ରଶାସନ: ବାଣ ଶୋ’ ଉପରେ ଲଗାଇଲା ରୋକ୍, ବିଭିନ୍ନ ସ୍ଥାନରେ ଚଢ଼ାଉ

ଖୋର୍ଦ୍ଧା: ଦୋଳ ଉତ୍ସବ ଅବସରରେ ଆୟୋଜିତ ହେବାକୁ ଥିବା ବାଣ ଶୋ' ଉପରେ କଟକଣା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି କଟକଣା ଲଗାଇଛି। ବେଆଇନ ବାଣ ତିଆରି କାରଖାନାରେ ବିସ୍ଫୋରଣ ଜିଲ୍ଲା ପ୍ରଶାସନ ପାଇଁ ସତର୍କ ଘଣ୍ଟି ପାଲଟିଛି। ଏହାପରେ ପ୍ରଶାସନ ବାଣ ଶୋ' ଉପରେ ରୋକ୍ ଲଗାଇଛି। ଏଥିସହ…

ଅପରାଧିକ କାର୍ଯ୍ୟକଳାପ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାରେ ବାଟବଣା ତଦନ୍ତ ପ୍ରକ୍ର୍ରିୟାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ପ୍ରସଙ୍ଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛି ବିଜେପି । ଶାସକ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ…

ନବ ଦାସଙ୍କ ଚରିତ୍ରକୁ ନେଇ ନରସିଂହଙ୍କ ମନ୍ତବ୍ୟ ପରେ ହାତ ଯୋଡ଼ିଲେ ଦୀପାଳି

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ମାରିଲା ? ସେ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ କିଛି ନିଷ୍କର୍ସ ମିଳୁନି । ଅନ୍ୟପଟେ ଗୋପାଳକୁ ନେଇ ରାଜନୈତିକ ଦଳ ବିଭିନ୍ନ ବୟାନବାଜି କରୁଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଓ ଗୋପାଳ ଗୁଳିକୁ ନେଇ କଂଗ୍ରେସ…

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦…

ବ୍ରହ୍ମଗିରିରେ ବେବିଙ୍କ ପରେ ଉପାସନା !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଧୀରେ ଧୀରେ ପାଖେଇ ଆସୁଥିବାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ବଢୁଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିବଙ୍ଗତ ବିଧାୟକ ତଥା ଟାଣୁଆ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର…

“ଓଡିଶା ବିଜେପି” ବଢିବ ନା ଛିଡିବ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି। ୨୦୧୯ ନିର୍ବାଚନରେ ବିଜେଡି ସହ କଡା ଟକ୍କର ଦେଇ ମୁଖ୍ୟ ବିରୋଧୀ ଆସନ ପାଇଥିବା ବିଜେପି ଆଗାମୀ ନିର୍ବାଚନରେ ଶାସନ କ୍ଷମତାକୁ ଆସିବାକୁ ଲକ୍ଷ ରଖିଛି। ଏଥିପାଇଁ ଦଳ ବିଭିନ୍ନ ପ୍ରମୁଖ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବା…

ଭର୍ତ୍ତୃହରିଙ୍କ ଲେଖାକୁ ନେଇ ବଢ଼ିଲା ବିବାଦ, ବିଜେଡି କହିଲା ‘ବରାଦିଆ ସମ୍ପାଦକୀୟ’

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନ୍ ଶୃଙ୍ଖଳା ଓ ପୋଲିସ ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀ ସଂଘର୍ଷକୁ ନେଇ ବିଜେପି ରାଜ୍ୟବ୍ୟାପି ପ୍ରତିବାଦ କରୁଛି । ଅନ୍ୟପଟେ ବିଜେଡି, ବିଜେପିକୁ କାଉଣ୍ଟର କରିବାକୁ ଯାଇ ଗ୍ୟାସ୍ ଦରବୃଦ୍ଧିକୁ…