Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଳିଲା ରାଜଶ୍ରୀଙ୍କ ଶେଷ ଚିଠି, ଚିଠିରେ ଲେଖିଛନ୍ତି ୨ ଜଣଙ୍କ ନାଁ

ଭୁବନେଶ୍ୱର: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ହତ୍ୟା ଘଟଣାର ନୂଆ ଟୁଇଷ୍ଟ । ରାଜଶ୍ରୀଙ୍କ ଗାଡି ଡିକ୍କିରୁ ମିଳିଲା ହାତଲେଖା ଚିଠି । ମୃତ୍ୟୁ ପୂର୍ବରୁ ରାଜଶ୍ରୀ ଲେଖି ଯାଇଥିଲେ ତାଙ୍କର ଶେଷ ଚିଠି । ଏଇ ଚିଠିରେ ରହିଛି ତାଙ୍କର ମୃତ୍ୟୁ ରହସ୍ୟ । କିଏ ତାଙ୍କୁ ଦେଉଥିଲା ମାନସିକ ଚାପ ? କିଏ…

ଆଖି ବୁଜିଲେ ଓଭରବ୍ରିଜରୁ ଖସି ପଡ଼ିଥିବା ଛାତ୍ର

ସମ୍ବଲପୁର: ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟ ଫ୍ଲାଏ ଓଭର ବ୍ରିଜରୁ ତଳକୁ ଖସି ପଡିଥିବା ଦଶମ ଶ୍ରେଣୀ ଛାତ୍ରଙ୍କର ଡାକ୍ତରଖାନାରେ ଆଜି ମୃତ୍ୟୁ ଘଟିଛି। ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା  । ସେଠାରେ ତାଙ୍କର…

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ…

‘ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ, କିନ୍ତୁ ପୂଜା କରିପାରିବେନି’

ପୁରୀ: ଶ୍ରୀମନ୍ଦିରରେ ବିଦେଶୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଅପିଲ୍ କରିବାର ଦିନକ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଶ୍ରୀମନ୍ଦିରର ନୀତି ନିର୍ଦ୍ଦାରକ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ବ୍ରିଟେନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀଙ୍କ…

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଇଁ ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା: ରୋହିତ-ବିରାଟ ନିରାଶ

ମୁମ୍ବାଇ: ଚଳିତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ତାଲିକା ଘୋଷଣା କରିଛି। ଏହି ସିରିଜରେ କିନ୍ତୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସ୍ଥାନ ପାଇ ନାହାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ରହିବେ। ନ୍ୟୁଜିଲାଣ୍ଡ…

ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଖୋଲିବ ‘ପରଫର୍ମିଂ ଆର୍ଟ’: କୁଳପତି

ଭୁବନେଶ୍ୱର: ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ…

ଫେବୃଆରୀରେ କଂଗ୍ରେସର ପାଓ୍ୱାର ଶୋ’, ଓଡ଼ିଶା ଆସିବେ ଖଡଗେ ଓ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ବିଜେପି ଓ ବିଜେଡି ପରେ ଓଡ଼ିଶାରେ କଂଗ୍ରେସ କରିବାକୁ ଯାଉଛି ପାଓ୍ୱାର ଶୋ'। ଆସନ୍ତା ମାସରେ ରାଜ୍ୟ କଂଗ୍ରେସ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଏହି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆସିବାର…

୨୦୨୪ ନିର୍ବାଚନରେ ଓଡ଼ିଶାରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ୍ ଆଦମୀ ପାର୍ଟି

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶାରେ ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ। ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଦଳ ନିଷ୍ପତ୍ତି ନେଇଛି। ଏ ନେଇ ଆପର ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ସୂଚନା…

ବିଜେପି ଛାଡି କେସିଆରଙ୍କ ବିଆରଏସରେ ଯୋଗଦେବେ ଗିରିଧର ଗମାଙ୍ଗ?

ଭୁୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଛାଡି ଖୁବଶୀଘ୍ର ଭାରତ ରାଷ୍ଟ୍ର ସମିତି (ପୂର୍ବ ନାମ ତେଲେଙ୍ଗାନ ରାଷ୍ଚ୍ର ସମିତି)ରେ ଯୋଗ ଦେଇପାରନ୍ତି। ଗମାଙ୍ଗଙ୍କ ସହିତ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଯୋଗ ଦେବାର ସୂଚନା ରହିଛି। ଶୁକ୍ରବାର ବାପ-ପୁଅ ହାଇଦ୍ରାବାଦ…

ଜଙ୍ଗଲ ଭିତରେ କାହାର ଏ ନରକଙ୍କାଳ ?

ବାଙ୍କୀ: ଜଙ୍ଗଲ ଭିତରେ ପଡିଛି ମଣିଷ ଖପୁରୀ ଓ କଙ୍କାଳ  । କାହାର ଏକ ଖପୁରୀ, କଙ୍କାଳ ? ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଗୟଳବାଙ୍କ ନିକଟସ୍ଥ ଜାରିଆ ଜଙ୍ଗଲକୁ କେମିତି ଆସିଲା ? ଆଜି ପାଟ୍ରୋଲିଂ ବେଳେ ପୋଲିସ ଜଙ୍ଗଲରୁ ଉଦ୍ଧାର କରିଛି ଏହି ଖପୁରି ଓ ନରକଙ୍କାଳ । ପରୀକ୍ଷା ପାଇଁ ଏହାକୁ କଟକ…