Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟ୍ୱିଟ କରି ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ପାଇଁ ସୁଖ, ଶାନ୍ତିର ବର୍ଷ ହେଉ । ସମୃଦ୍ଧି ଓ ସୁଯୋଗ, ସମ୍ଭାବନାର ବର୍ଷ ହେଉ । ଏହା ହିଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି…

ଆମେ ଏବେ ୨୦୨୩ରେ, ଆଗକୁ ବଢିବାର ସ୍ୱପ୍ନ ଦେଖାଉଛି ନବବର୍ଷ

ବ୍ୟୁରୋ : ସ୍ୱାଗତମ୍ ୨୦୨୩ । ନୂଆବର୍ଷର ଶୁଭକାମନା । ନବବର୍ଷର ସୂର୍ଯ୍ୟ ଉଦୟ ହେବା ଭଳି ସମସ୍ତଙ୍କ ଭାଗ୍ୟ ଉଦୟ ହେବାର ଶୁଭ ମନାସୁଛନ୍ତି ସଭିଏଁ । ପୁରୁଣା ବର୍ଷକୁ ଲୋକେ ଅତି ଖୁସିରେ ବିଦାୟ ଦେଇଛନ୍ତି । ୨୦୨୩କୁ ପାଛୋଟି ନେବା ପାଇଁ ଲୋକଙ୍କ ମନରେ ନାହିଁ ନଥିବା ଉଦବେଗ । ୨୦୨୨ କୁ…

ଶ୍ମଶାନରୁ ଋଷୀୟ ପର୍ଯ୍ଯଟକଙ୍କ ଅବଶେଷ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ଦୁଇ ଋଷୀୟ ପର୍ଯ୍ଯଟକଙ୍କ ପୋଡି ଯାଇଥିବା ଅବଶେଷକୁ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍। ଚାରି ଜଣିଆ ଅଧିକାରୀ ଓ ଫରେନସିକ୍ ବିଶେଷଜ୍ଞଙ୍କୁ ନେଇ ଗଠିତ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାର ସେହି ଶ୍ମଶାନ ଘାଟ ପରିଦର୍ଶନ କରି…

ନୂଆବର୍ଷରୁ ନୂତନ ସମନ୍ବିତ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରର ନୂତନ ସମନ୍ୱିତ ଖାଦ୍ୟ ସୁରକ୍ଷା ଯୋଜନା 1 ଜାନୁୟାରୀ 2023ରେ ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଏହି ନୂତନ ଯୋଜନା ଅଧୀନରେ ଏନଏଫଏସଏ ଅନ୍ତର୍ଗତ 2023 ବର୍ଷ ପାଇଁ 81.35 କୋଟି…

ପୁନର୍ଗଠିତ ହେଲା ବିଜେଡି ମିଡିଆ ଟିମ୍; କିଏ ରହିଲା, କିଏ ଗଲା ?

ଭୁବନେଶ୍ୱର: ବିଜେଡି  ମିଡିଆ ଟିମର ପୁନର୍ଗଠନ ହୋଇଛି । ଦୀର୍ଘ ୩ବର୍ଷ ପରେ  ଏହାର ପୁନର୍ଗଠନ କରିଛି ଦଳ । କିଛି ନେତା ଏଥିରୁ ବାଦ ପଡିଥିବାବେଳେ କେତେ ନୂଆ ମୁହଁ ଦେଖିବାକୁ ମିଳିଛି । ନୂଆ ଟିମରେ ଜାତୀୟ ମୁଖପାତ୍ର ଭାବେ ମୋଟ ୫ଜଣ, ମୁଖପାତ୍ର ୧୬ଜଣ ଓ ପ୍ୟାନେଲିଷ୍ଟ ଭାବେ ୯ଜଣ ରହିଛନ୍ତି…

ଚାକିରି ନାଁରେ ଠକୁଥିଲା, ଉତ୍ତରପ୍ରଦେଶରୁ ବାନ୍ଧିଲା ରାଜ୍ୟ ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଉତ୍ତରପ୍ରଦେଶରୁ ଓଡିଶାକୁ ଲମ୍ୱିଥିଲା ଠକେଇର ଚେର । ଚାକିରି କରାଇଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ । ତିନି ମାସ ତଳୁ ଠକେଇ ଗ୍ୟାଙ୍ଗକୁ ଧରିବାକୁ ଜାଲ ବିଛାଇଥିଲା ରାଜ୍ୟ ଅପରାଧ ଶାଖା (EOW) । ଶେଷରେ ଉତ୍ତରପ୍ରଦେଶର ଅଲିଗଡରୁ ଏହି ଜବ୍ ଫ୍ରଡ୍ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ…

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଠର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ  ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ…

ବାତ୍ୟାଶୂନ୍ୟ ବାଇଶି; ନେଇଛି ଅନେକ, ଦେଇଛି ଆଶ୍ୱସ୍ତି

ଭୁବନେଶ୍ୱର: ହାତ ଛାଡି ଦେବ ୨୨ । ଆଉ କେଇ ଘଣ୍ଟାର ବ୍ୟବଧାନ । କ୍ୟାଲେଣ୍ଡରରୁ ହଟିଯିବ ୨୨ର ଚିହ୍ନ । ସ୍ମୃତି ହୋଇ ରହଯିବ ମନ ଡାଇରୀରେ । ଅନେକ କିଛି ଛଡେଇ ନେଇଛି ଏ ବର୍ଷ । ଅନେକ ସଙ୍ଗୀତକାର, ଅନେକ ଅଭିନେତା, ଅନେକ ଖେଳାଳି.. । ତେବେ ଗୋଟିଏ ବଡ ଆଶ୍ୱସ୍ତି ଦେଇଛି ୨୨ । ୨୨ ହୋଇଛି…

ଅପରାଧିକ ରିପୋର୍ଟ ୨୦୨୨ ପ୍ରକାଶ କଲା ଓଡ଼ିଶା ଭିଜିଲାନ୍ସ: ନଗଦ ଟଙ୍କା ଜବତରେ ରେକର୍ଡ

ଭୁବନେଶ୍ୱର : ଓଡିଶା ଭିଜିଲାନ୍ସ ପକ୍ଷରୁ ଆଜି ୨୦୨୨ ମସିହାର ଅପରାଧିକ ମାମଲାର ସମୀକ୍ଷା ସହିତ ରିପୋର୍ଟ  ସାର୍ବଜନୀନ କରାଯାଇଛି । ଏହା ଅନୁସାରେ ଭିଜିଲାନ୍ସ ବିଭାଗରେ ଚଳିତ ବର୍ଷ ମୋଟ ୨୮୫ ଅପରାଧିକ ମାମଲା ରୁଜୁ ହୋଇଛି । ୨୦୦ ସରକାରୀ ଅଧିକାରୀ ଓ ଅନ୍ୟମାନେ ଗିରଫ ହୋଇଛନ୍ତି । ଆୟ…