Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ୯୨ ଖଣ୍ଡ ଗ୍ରାମର ଚାଷୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଚାଷୀ ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବି ନେଇ ୯୨ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ପରେ ଜିଲ୍ଲାପାଳଙ୍କ ଜରିଆରେ…

ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା ଆଉ ପୁଳା ପୁଳା ସୁନା

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେର ଜଣେ ପୂର୍ବତନ ଅଧିକାରୀଙ୍କ ଘରୁ ଜବତ ହୋଇଛି ଆଖିଖୋସିଗଲା ପରି ସମ୍ପତ୍ତି । ସିବିଆଇ ତାଙ୍କ ଘରେ ଚଢଉ କରି ପାଇଛି ୧୭ କିଲୋ ସୁନା, ୧.୫୭ କୋଟି ନଗଦ କ୍ୟାସ ସହ ବିପୁଳ ସମ୍ପତ୍ତି । ଏହି ଅଧିକାରୀ ଜଣକ ହେଉଛନ୍ତି ପ୍ରମୋଦ କୁମାର ଜେନା । ସେ ରେଳ…

ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଉଠିଛି କି ଝଡ଼ ? ଦେଖନ୍ତୁ କଣ କହିଲେ ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର:  କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଜାଗ୍ରତି ଶୁକ୍ଳାଙ୍କ ଭୂମିକାକୁ ନେଇ ବେଶ୍ ଚର୍ଚ୍ଚା ହୁଏ । ଏମିତିକି ଅଭିଯୋଗ ହୁଏ ଜାଗ୍ରତିଙ୍କ ପାଇଁ ଅନୁଭବ ଓ ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଛି । ଅନେକ ସମୟରେ ଜାଗ୍ରତି ଶୁକ୍ଳା…

ମହିଳାଙ୍କ ଜୀବନ ବଞ୍ଚାଇଲେ ଟ୍ରାଫିକ୍‌ ପୋଲିସ

କଟକ : କଥାରେ ଅଛି ରଖେ ହରି  ତ ମାରେ କିଏ ।   ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ବା ମାରିବ । ଏଇ ଦେଖୁ ନାହାନ୍ତି ଠିକ୍ ସେହି ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏକ କେନେଷ୍ଟବଳ ଦେବଦୂତ ସାଜି ବଞ୍ଚାଇଲେ ମହିଳାଙ୍କ ଜୀବନ ।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି…

୯୦୦ ପେଟି ମଦ ଚୋରାଇ ଅୟସ କରୁଥିଲେ, ପହଞ୍ଚିଗଲା ପୋଲିସ

ଭୁବନେଶ୍ୱର:ଏକ ମଦ କମ୍ପାନିର ୯୦୦ ପେଟି ମଦ ହରଣଚାଲ କରିନେଲେ। ୭୫୦ ପେଟି ମଦ ବିକି ଅୟସ କରୁଥିଲେ। ଶେଷରେ ପୁଲିସ ହାତରେ ଧରା ପଡ଼ିଗଲେ। ପରିବହନ ଆଳରେ ଲକ୍ଷ ଲକ୍ଷ ଟଙ୍କାର ମଦ ହରଣଚାଲ କରିଥିବା ଜଣେ ହତ୍ୟା ଅପରାଧୀ ସମେତ ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ସେମାନେ ହେଲେ…

କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡ଼ା ବନ୍ଦ ପାଳନ ଡାକରା ଦିଆଯାଇଛି  । ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ  । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅନ୍ୟତ୍ର ସ୍ଥାନାନ୍ତର ପ୍ରତିବାଦରେ ଆଜି ବାର ଘଣ୍ଟିଆ କେନ୍ଦ୍ରାପଡା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି l “କେନ୍ଦ୍ରାପଡା…

ପୂର୍ବତନ ସରପଞ୍ଚଙ୍କ ଘରେ ବୋମା ମାଡ଼

ବାଙ୍କୀ : ବାଙ୍କୀ କୁସପଙ୍ଗି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ବାସଭବନରେ ବୋମାମାଡ଼ । ସରପଞ୍ଚ ପୁଷ୍ପଲତା ପରିଡାଙ୍କ ନିସ୍ତିପୁର ସ୍ଥିତ ଘରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ଜଣାପଡିଛି । ବୋମାମାଡ଼ରେ ବାସଭବନରେ ଥିବା ବୋଲର ଓ ଟାଟାଏସିର କିଛି ଅଂଶ ନଷ୍ଟ…

କାମ କରୁଛନ୍ତି ହେଲେ ମିଳୁନି ଦରମା, ମେଡିକାଲ ସମ୍ମୁଖରେ ଧାରଣାରେ ବସିଲେ କର୍ମଚାରୀ

ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍  ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ। ଆଜକୁ ପ୍ରାୟ ୪ ମାସ ହେବ…

ଫାଟିଲା ପେଟ୍ରୋଲ ଦୀପ, ଗୋଟିଏ ପରିବାର ୪ ମୃତ

ଗଞ୍ଜାମ : ପେଟ୍ରୋଲ ଦୀପ ଲଗାଇବା ବେଳେ ବଡ଼ ଧରଣର ଅଘଟଣ । ଦୀପ ଫାଟି ଯିବାରୁ ଗୋଟିଏ ପରିବାରର ୪ ଜଣ ଜଳି ଯାଇ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁରେ ଘଟିଛି । ଗୁରୁତରମାନେ ହେଲେ ବାପା, ମାଆ, ଝିଅ ଓ ୪ ବର୍ଷର ନାତୁଣୀ ।…