Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁଦ୍ଧ ଭୂମିରୁ ପ୍ରଥମଥର ପାଇଁ ବାହାରିଲେ ଜେଲେନସ୍କି, ରୁଷ ବିରୋଧରେ କରି ପାରନ୍ତି ବଡ ଯୋଜନା

ୟୁକ୍ରେନ:  ୱାଶିଂଟନ ଗସ୍ତରେ ଯାଇଛନ୍ତି  ୟୁକ୍ରେନ ରାଷ୍ଟ୍ରପତି ବେଲଦୋମିର ଜେଲେନସ୍କି । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ ଆଲୋଚନା କରିବେ । ତାଙ୍କର ଏହି ଗସ୍ତକୁ ନେଇ  ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି,  ଏହା ରୁଷିଆକୁ ଏକ କଡା ବାର୍ତ୍ତା ଦେବ  ।  ପଶ୍ଚିମ…

ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ !

ଭୁବନେଶ୍ୱର : ଓଡ଼ିଶାରେ କୋଭିଡର ନୂଆ ଭାରିଆଣ୍ଟ ଚିହ୍ନଟ । ରାଜ୍ୟରେ କୋଭିଡର ଓମିକ୍ରନ ଭାରିଆଣ୍ଟ BF.7 ଚିହ୍ନଟ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା । ଗୁଜରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହି ଖବରରେ ସୂଚନା ଦିଆଯାଇଛି । ଚୀନରେ କୋଭିଡ ଆତଙ୍କକାରୀ ରହିଛି ଏହି…

ବସ ଚକା ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଚାପା ଉତ୍ତେଜନା 

ପୁରୀ : ମାଳତୀପାଟପୁର ନିକଟ ଅଗ୍ନି ଢାବା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର  । ସୂଚନା ଅନୁଯାୟୀ, ଆଜି ଦିନ ୧.୩୦ ସମୟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା  । ତେବେ ଜାତୀୟ…

ମରଣଯନ୍ତା ପାଲଟିଛି ତାଳଚେର ବାଇପାସ୍, ଟ୍ରକ୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ

ତାଳଚେର: ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ତାଳଚେର ବାଇପାସ୍ ନିକଟ ପବିତ୍ର ମୋହନ ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦିନ ପ୍ରାୟ ୨ଟା ୩୦ ସମୟରେ ଦୁଇ ଜଣ ବାଇକ୍ ଯୋଗେ ତାଳଚେରରୁ ଫେରୁଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଖାଲପାଳ…

ଟାଟା ପାଓ୍ୱାର ଉଚ୍ଚ ଶକ୍ତିସମ୍ପନ୍ନ ଟାଓ୍ୱାରକୁ ବିରୋଧ କରି ବିନିକା ବନ୍ଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବିନିକାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨  ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ସ୍ଥାନୀୟ ଜନସାଧାରଣ । ଟାଟା ପାୱାର କମ୍ପାନୀର ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତା ଟାଓ୍ୱାରକୁ ବିରୋଧ କରି ବନ୍ଦ ପାଳନ କରିଛନ୍ତି ବିନିକାବାସୀ । ଓପିଟିସିଏଲ…

କଂଗ୍ରେସର ୨ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: କଂଗ୍ରେସର ଦୁଇଜଣ ବିଧାୟକଙ୍କୁ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ୍‌  ।  ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ  ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ୍‌ ଜାରି କରିଛନ୍ତି। ଏହି ଦୁଇ ବିଧାୟକ ହେଲେ ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟ  ।…

ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର

ଯାଜପୁର : ବାଲିଚନ୍ଦ୍ରପୁର ଥାନା ଅଧୀନସ୍ଥ ପଲେଇ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ସୂଚନା ଅନୁଯାୟୀ ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି…

ଗୋବିନ୍ଦଙ୍କ ଆତ୍ମହତ୍ୟା କରୁଥିବା ଦେଖି ଡାକ ପକାଇଥିଲେ ସାଥୀ କଏଦୀ

ବଲାଙ୍ଗିର: ଗଛରେ ନୁହେଁ, ଝରକାରେ ଗାମୁଛା ବାନ୍ଧି ଝୁଲି ପଡିଥିଲେ ଗୋବିନ୍ଦ । ଆତ୍ମହତ୍ୟା କରିବା ସମୟରେ ଜଣେ କଏଦୀ ଦେଖିଥିଲେ । ସେ ପାଟି କରି ଅନ୍ୟମାନଙ୍କୁ ମଧ୍ୟ ଡାକିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟରେ  ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଆସିଛି ଗୋବିନ୍ଦ ସାହୁ ଆତ୍ମହତ୍ୟା…

ଯେତେ ଖୋଳୁଛି, ସେତେ ପାଉଛି ଭିଜିଲାନ୍ସ: ଇଡକଲ୍ ଏମଡିଙ୍କ ଅମାପ ସମ୍ପତ୍ତି

ଭୁବନେଶ୍ୱର : ଯେତେ ଖୋଳୁଛି, ସେତେ ବାହାରୁଛି । ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପୁଳା ପୁଳା ଗହଣା । ଗଣି ଗଣି ଭିଜିଲାନ୍ସ ବି ନୟାନ୍ତ । ଦେଢ କେଜିରୁ ଅଧିକ ସୁନା ଓ ସାଢେ ୬ କେଜିରୁ ଅଧିକ ରୁପା…

ବିଲ୍ ପାସ୍ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଯନ୍ତ୍ରୀ । ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଠିକା କାମର ବିଲ୍ କରାଇ ଦେବା ଲାଗି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…